ଶୁଆଇ ଦଉନି ମତେ ରାତିସାରା। Best Scene… ମାତ୍ର ଗୋଟିଏ ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…ଯାତ୍ରା ବିଗ୍ ସିନ୍..

ତେବେ ଆମେ ଟିଭି ରେ ଅନେକ କାର୍ଯ୍ୟକ୍ରମ ଦେଖି ଥାଉ ଯେପରିକି ସିରିଏଲ, ଫିଲ୍ମ ଏଭଳି ଅନେକ କିଛି କିନ୍ତୁ ଯାତ୍ରା ହେଉଛି ଏମିତି ଏକ କାର୍ଯ୍ୟକ୍ରମ ଯାହାକୁ ଦେଖିଲେ ଆମ ଆଖି ମଧ୍ୟ ଆଉ ଫେରି ନଥାଏ | ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ଯାତ୍ରା ପ୍ରେମୀ ଅର୍ଥାତ ଯାତ୍ରା ଦେଖିବା ପାଇଁ ଖୁବ ଭଲ ପାଇ ଥାଆନ୍ତି | ଅନିଦ୍ରା ହୋଇ ଯାତ୍ରା ରେ ଦର୍ଶକ ମାନେ ଯେମିତି ହଜି ଯାଇ ଥାଆନ୍ତି ଏବଂ ଯାତ୍ରା ପେଣ୍ଡାଲ ରେ ମେଲୋଡି ନାଚ କୁ ଖୁବ ଉପଭୋଗ କରି ଥାଆନ୍ତି |

ତେବେ ଯାତ୍ରା ରେ ଯେ କେବଳ ଅଭିନୟ ଦେଖିବା ପାଇଁ ମିଳେ ତାହା ନୁହେଁ ବରଂ ଯାତ୍ରା ପେଣ୍ଡାଲ ରେ ବହୁତ ଆକର୍ଷଣୀୟ ଆଙ୍କରିଂ ଏବଂ ସୁନ୍ଦର ହିଟ ଡ୍ୟାନ୍ସ ଏହା ସହିତ ମନରଞ୍ଜନ ପାଇଁ କମେଡି ମଧ୍ୟ ଦେଖିବାକୁ ମିଳେ |

ଯାତ୍ରା ର ଆରମ୍ଭ ଆରମ୍ଭ ରେ ହିଁ ଲୋକ ମାନଙ୍କୁ ଉତ୍ସାହ କରିବା ପାଇଁ ଜବରଦସ୍ତ ମେଲୋଡି ଓ ରେକର୍ଡ ଡ୍ୟାନ୍ସ ଦେଖିବା ପାଇଁ ମିଳେ | ତେଣୁ ଯାତ୍ରା ର ପ୍ରତି ମାହାଲ ହିଁ ଖୁବ ଆନନ୍ଦ ପୂର୍ଣ୍ଣ ହୋଇ ଥାଏ, ଆଉ ବେଳେ ବେଳେ କିଛି ଏମିତି କମେଡି ମଧ୍ୟ ଦେଖିବାକୁ ମିଳେ ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ି ଯିବେ କାରଣ ଆର୍ଟିଷ୍ଟ ମାନେ ସେଭଳି କିଛି ଢଙ୍ଗରେ ଅଭିନୟ କରି ଦେଖାଇ ଥାଆନ୍ତି | ଆଜି ସେଭଳି ଏକ ମଜାଦାର ସିନ କଥା କହିବୁ ଯାହାକୁ ଆପଣ ମଧ୍ୟ ଖୁବ ପସନ୍ଦ କରିବେ |

ତେବେ ଯାତ୍ରା ମଞ୍ଚରେ ତିନି ଜଣ କଳାକାର ଅଭିନୟ କରୁଛନ୍ତି ଆଉ ଦେଖିବା ପାଇଁ ମିଳିଛି କି ଦୁଇ ଜଣ କଳାକାର ସ୍ୱାମୀ ସ୍ତ୍ରୀ ଭୂମିକା ରେ ଅଛନ୍ତି ଆଉ ଜଣେ ବାହାର ଲୋକ ଅଛି | ଏହି ଷ୍ଟେଜ ରେ ସ୍ୱାମୀ ସ୍ତ୍ରୀ ଦୁହେଁ ଏକ ରୋମାଣ୍ଟିକ ଗୀତ ରେ ପ୍ରଥମେ ଡ୍ୟାନ୍ସ କରୁଛନ୍ତି ଯାହାକି ସେହି ଗୀତ ଟି ହେଉଛି ହାଏରେ ହାଏ ତୋର ଚେହେରା ଶୁଆଇ ଦଉନି ରାତିସାରା |

ତେବେ ଗୀତ ର ତାଳେ ତାଳେ ଏବଂ ଅଭିନୟ ଜରିଆରେ କଳାକାର ମାନେ ଏତେ ସୁନ୍ଦର ଭାବରେ ଅଭିନୟ କରିଛନ୍ତି କି ଯାହା ଖୁବ ଆକର୍ଷଣୀୟ ଅଟେ | ତିନି ଜଣ କଳାକାର ମିଶି ଯେଭଳି ଭାବେ ଜବରଦସ୍ତ ନିଖୁଣ ଭାବରେ ଅଭିନୟ କରି ଦେଖାଇଛନ୍ତି ତାହା ଦର୍ଶକ ମାନଙ୍କର ମନରଞ୍ଜନ କରାଉଛି | ତେବେ ଏଭଳି ଏକ ଯାତ୍ରା କମେଡି ସିନ ଟି ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଲୋକ ମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି | କାରଣ କମେଡି ସିନ ଏତେ ମଜାଦାର ରହିଛି କି ଯାହାକୁ ଦେଖିଲେ ବାରମ୍ବାର ଦେଖିବା ପାଇଁ ଇଚ୍ଛା ହେବ |

Leave a Comment