ଅକ୍ଷୟ ମହାନ୍ତିଙ୍କ ଅବିକଳ ନକଲ କରି ଗୀତ ଗାଉଛନ୍ତି ପ୍ରଦୀପ୍ତ, ପୁଣି ମନେ ପକାଇ ଦେଉଛନ୍ତି ସେ ପୁରୁଣା ସ୍ମୃତି

ଆମ ଓଡ଼ିଶାର ଗର୍ବ ଓ ଗୌରବ, ଚାରିଆଡେ ତାଙ୍କର ନାମ ପ୍ରସିଦ୍ଧ। ଯିଏ ନିଜର ସଙ୍ଗୀତ କ୍ଷେତ୍ରରେ ନିଜ ଜୀବନ କୁ ସଙ୍ଗୀତ ସହିତ ବିସର୍ଜନ କରି ସାରିଛନ୍ତି। ସଙ୍ଗୀତ ପାଇଁ ବିନା ପ୍ରଶିକ୍ଷଣ ରେ କେତେ କଷ୍ଟ କରି ସଙ୍ଗୀତ ଗାଇବାର ଚରମ ସୀମାରେ ପହଞ୍ଚି ପାରିଥିଲେ। ଆଉ ସେ ହେଉଛନ୍ତି ଆମର ଓଲିଉଡ୍ ଚଳଚ୍ଚିତ୍ର ର ଶ୍ରେଷ୍ଠ ଗାୟକ ଅକ୍ଷୟ ମହାନ୍ତି। ଯାହାକୁ ସମସ୍ତେ ଖୋକା ଭାଇଙ୍କ ନାମରେ ଜାଣିଥାନ୍ତି। ଆପଣ ମାନେ ତ ସମସ୍ତେ ଖୋକା ଭାଇ ଙ୍କୁ ଜାଣିଥିବେ।

ସେ ବହୁତ ସଙ୍ଗୀତ କ୍ଷେତ୍ରରେ ବହୁତ ପ୍ରସିଦ୍ଧ ଅଟନ୍ତି। ତାଙ୍କ ଗୀତରେ ଯେମିତି ଯାଦୁ ରହିଛି। ଆଉ ତାଙ୍କ ଭଳି ଗୀତ ଗାଇବାର ଆପଣ କୋଉଠି ବି ଶୁଣିବା ପାଇଁ ପାଇ ନଥିବେ। ସେ ଭଜନ ସହିତ ଆଧୁନିକ ଗୀତ ମଧ୍ୟ ଗାଇଛନ୍ତି। ଓଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ରେ ମଧ୍ୟ ସେ ତାଙ୍କର କଣ୍ଠଦାନ କରିଛନ୍ତି।

ତାଙ୍କର ଲେଖା ହୋଇଥିବା ଗୀତ ଯେମିତି ସେମିତି ସେ ସୁନ୍ଦର ଭାବରେ ଗୀତ ଗୁଡ଼ିକୁ କଣ୍ଠଦାନ କରି କୋଇଲି ପରି ବହୁତ ସୁନ୍ଦର ସୁନ୍ଦର ସ୍ୱର ରେ ଗାଇଥାନ୍ତି। ତେବେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣ ମାନେ କେବେବି ବିଶ୍ୱାସ କରି ପାରିବେ ନାହିଁ। କିନ୍ତୁ କଥାଟି ସତ। ତେବେ ଜଣେ ଅକ୍ଷୟ ମହାନ୍ତିଙ୍କ ଅବିକଳ ନକଲ ଗାଉଥିବା ଗୀତ ବ୍ୟକ୍ତି ଜଣେ ସାମ୍ନାକୁ ଆସିଛନ୍ତି।

କଥାଟି ବିଶ୍ୱାସ ନେହେଲେ ମଧ୍ୟ କିନ୍ତୁ ସତ। ଯେମିତି ସ୍ୱରରେ ଅକ୍ଷୟ ମହାନ୍ତି ଗୀତ ଗାଇଥାନ୍ତି ଠିକ୍ ସେହିପରି ଏ ବ୍ୟକ୍ତି ଜଣକ ଗାଉଛନ୍ତି। ଆଉ ତାଙ୍କ ନାମ ହେଉଛି ପ୍ରଦୀପ୍ତ ବିଶ୍ୱ ମହାପାତ୍ର। ତାଙ୍କ କଣ୍ଠରୁ ଥରେ ଗୀତ ଶୁଣିଲେ ଆପଣଙ୍କ ପୁରା ହୋସ ଉଡ଼ିଯିବ। ତାଙ୍କର ସବୁ ଗୀତକୁ ପ୍ରଦୀପ୍ତ ନାମକ ଜଣେ ବ୍ୟକ୍ତି ଗାଇ ପାରୁଛନ୍ତି।


ତେବେ ସେ ଏହି ବ୍ୟକ୍ତି ଜଣକ ସାକ୍ଷାତକାରରେ କହିଛନ୍ତି, ସାନ ବେଳରୁ ତାଙ୍କର ଗୀତ ଗାଇବାର ବହୁତ ଇଚ୍ଛା ଥିଲା। ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ରେ ସଙ୍ଗୀତ ପାଇଁ ନାମ ମଧ୍ୟ ଲେଖାଇଥିଲେ। କିନ୍ତୁ ସେଠାରେ ତାଙ୍କର କିଛି ସାଙ୍ଗ କହିଥିଲେ କି ଏଠାରେ ଅକ୍ଷୟ ମହାନ୍ତିଙ୍କ ଗୀତ ଚଳିବନି। ଆଉ ଏହି କଥା ପାଇଁ ସେ ସେଠାରୁ ପଳେଇ ଆସିଥିଲେ। କାରଣ ସେ ତାଙ୍କ ଗୀତ ଛଡ଼ା ଆଉ କାହାରି ଗୀତ ପସନ୍ଦ ନଥିଲା। ଆଉ ସେ ସେଠାରୁ ଆସି ଯୁକ୍ତ ଦୁଇ କଳା ରେ ନାମ ଲେଖାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment