ଅନେକ ସମୟରେ ଆମେ ଆପଣଙ୍କୁ ବହୁତ କିଛି ଘଟଣାର ଭିଡିଓ ଆପଣଙ୍କୁ ଦେଖାଇଥାଉ। କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି କିଛି ଏମିତି ମଜାଳିଆ ବା କୌତୁକିଆ ଘଟଣା ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ। ଏପରି ଭିଡିଓ ସୋସିଆଲ ମିଡିଆରେ ମଧ୍ଯ ବେଶ୍ ଭାଇରାଲ ହେବାରେ ଲାଗିଥାଏ। ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।
ତେବେ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ଦେଖୁଥିବେ।
କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର।
ତେବେ ଆସନ୍ତୁ ଜାଣିବା କଣ ଘଟିଛି ଏହି ଭିଡିଓ ରେ।ଏହା ହେଉଛି ଝିଅର ଭିଡିଓ। ଏଠାରେ ଜଣେ ଝିଅର ମୁହଁରୁ ଫେସ୍ ପେକ୍ ଉଠାଇବା ସମୟରେ ଯେଉଁଭଳି ଭାବରେ ସେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ତାହା ଥରେ ଦେଖନ୍ତୁ। ଯାହାକୁ ଦେଖିଲେ ଆପଣ ବି ହସି ହସି ବେଦମ୍ ହୋଇଯିବେ। ଏହିଭଳି ଭାବରେ ଅନେକ ନିଜକୁ ଟିକେ ସୁନ୍ଦର୍ ଦେଖାଯିବା ପାଇଁ ଅନେକ ପ୍ରକାର ସୋନ୍ଦର୍ଯ୍ୟ ବର୍ଦ୍ଧକ କ୍ରିମ ଏବଂ ଫେସ୍ ପେକ ମୁହଁରେ ଲଗେଇ ଥାଆନ୍ତି। କିନ୍ତୁ ବେଳେବେଳେ ଏହା ଅତିରୁ ଇତି ହୋଇଯାଏ। ଯେମିତି ଏଠାରେ ଘଟିଛି।
ଝିଅଟି ମୁହଁରେ ଫେସ୍ ପେକ୍ ଲଗାଇଥିବା ବେଳେ ଏହା ଶୁଖି ଯାଇଛି ଏବଂ ଏହାପରେ ଯେତେବେଳେ ଏହାକୁ ସେ ଉଠାଇବାକୁ ଚେଷ୍ଟା କରିଛି ଏହା ସହଜରେ ଛାଡି ନାହିଁ। ମୁହଁ ଉପରେ ଏକ ଲେୟାର ଭଳି ବସି ଯାଇଛି। ଆଉ ଯେତେବେଳେ ଏହାକୁ ଅନ୍ୟମାନେ ଉଠାଇବାକୁ ଚେଷ୍ଟା କରୁଛନ୍ତି ସେତେବେଳେ ସେ ଡରି ଯାଇ ପାଟି କରୁଛି। ଏହାକୁ ଦେଖି ସମସ୍ତେ ହସିବାକୁ ଲାଗିଛନ୍ତି।ତେବେ ଇଣ୍ଟରନେଟ ରେ ଝିଅଟିର ଏଭଳି ପ୍ରତିକ୍ରିୟାର ଭିଡିଓ କୁ ପୋଷ୍ଟ କରାଯିବା ପରେ ଏହା ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି।