ମହିଳା ବ୍ଲାକମେଲର ସୁନ୍ଦରୀ ଅର୍ଚନା ଙ୍କ ନାଁ ଧରା ପଡିବା ପରେ ତାଙ୍କ କଳାକାରନାମା ର ଫଟୋ ଗୋଟିଏ ପରେ ଗୋଟିଏ ଭାଇରାଲ ହେବାରେ ଲାଗିଛି | ଆଉ ବହୁ ବଡ଼ ବଡ଼ିଆ ତାଙ୍କ ସାନିଧ୍ୟ ଲାଭ କରୁ ଥିଲେ ବୋଲି କୁହା ଯାଉଛି | ସ୍ୱାମୀ ସ୍ତ୍ରୀ ମିଶି ଯେଉଁ ଚକ୍ରବିହ୍ଵ ରଚି ଥିଲେ ତାହାକୁ ଯିଏ ବି ଶୁଣିଲେ ସେ ଆଶ୍ଚର୍ଯ୍ୟ ହୋଇ ଯିବ | ଟଙ୍କା ଧନ ଲୋଭ ରେ ସ୍ୱାମୀ ନିଜ ସ୍ତ୍ରୀ କୁ ହିଁ ବେଶ୍ୟା ସଜାଇ ଦେଇ ଥିଲା ଆଉ ଗୋଟିଏ ବେଡ଼ରୁମ ରେ ନିଜ ସ୍ତ୍ରୀ କୁ ଅନ୍ୟ ଏକ ପୁରୁଷ ସହିତ ଛାଡ଼ି ଦେଇ ଚାଲି ଯାଉ ଥିଲା |
ବଡ଼ ବଡ଼ିଆ ଅନେକ ନେତା, ମନ୍ତ୍ରୀ ଠାରୁ ଆରମ୍ଭ କରି ରାଜା ପର୍ଯ୍ୟନ୍ତ ସମସ୍ତେ ନିଶାଶକ୍ତ ଅବସ୍ଥା ରେ ଅର୍ଚନା ଙ୍କ ପାଖକୁ ଆସୁ ଥିଲେ | ଆଉ ଅର୍ଚନା ବେଡ଼ରୁମ ରେ ସିକ୍ରେଟ କ୍ୟାମେରା ଲଗାଇ ସେ ଶାରୀରିକ ସମ୍ପର୍କ ରଖୁ ଥିବାର ସମସ୍ତ ମୁହୂର୍ତ୍ତ କୁ ରେକର୍ଡ କରୁ ଥିଲେ | ଆଉ ପରେ ପରେ ଯେଉଁ ବଡ଼ ବଡ଼ିଆ ମାଛ ଙ୍କୁ ନିଜ ଜାଲ ରେ ଫସାଇ ଭିଡ଼ିଓ ଭାଇରାଲ କରି ଦେବାର ଧମକ ଦେଇ ତାଙ୍କ ଠୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁ ଥିଲେ |
ଅର୍ଚ୍ଚନା କୁଆଡ଼େ ପ୍ରଥମେ ପ୍ରଥମେ ଧନୀ ଲୋକଙ୍କୁ ଫେସବୁକ ରେ ଫେଣ୍ଡ ହେଇ ତାଙ୍କ ଆଗରେ ନିଜର ଏକାକୀ ପଣ ବ୍ୟକ୍ତ କରୁଥିଲେ | ଆଉ ପରେ ଅର୍ଚ୍ଚନା ର ସଂସ୍କାରି ରୂପ ସମସ୍ତଙ୍କୁ ଆକର୍ଷଣ କରୁଥିଲା ତେବେ କେହି ଜାଣି ପାରୁ ନଥିଲେ ତାହା ଏକ ମାୟାବୀର ଜାଲ ଥିଲା | ଆଉ ସେଠାରେ ଥରେ ଯିଏ ଫସି ଯାଉଥିଲା ଆଉ ମୁକୁଳି ପାରୁ ନଥିଲା, କାରଣ ଥରେ ଅର୍ଚ୍ଚନା ସେକ୍ସ ରୁମ କୁ କେହି ବ୍ୟକ୍ତି କୁ ନେଇ ଗଲା ପରେ ସେହି ଲୋକ ସବୁକିଛି ହରେଇ ଦେଉଥିଲା | ତେବେ ଏହାକୁ ନେଇ ଏକ ବରିଷ୍ଠ ବ୍ୟକ୍ତି ତାଙ୍କ ନାଁ ରେ କିଛି ନୂଆ କଥା କହିଛନ୍ତି |
ସେ କହିଛନ୍ତି କି ଏହା ସତ ଯେ ଅର୍ଚନା ବ୍ୟବସାୟ କରୁ ଥିଲେ କିନ୍ତୁ ସେ ଯାହାଙ୍କୁ ନେଇ ବ୍ଲାକମେଲ କରୁ ଥିଲେ ସେମାନେ କଣ ଛୋଟ ପିଲା ଥିଲେ କି କିଛି ବୁଝି ପାରୁ ନଥିଲେ | ତେବେ ଅର୍ଚନା ଦୋଷୀ ଅଟନ୍ତି କିନ୍ତୁ ସେହି ଦୋଷୀ ରେ ଅନ୍ୟ ମାନେ ମଧ୍ୟ ଭାଗିଦାର ଅଟନ୍ତି | ଯେପରି କମ୍ବଳ ରୁ ବାଳ ବାହାର କରିବାକୁ ଗଲେ ସବୁ ବାଳ ସଫା ହୋଇଯିବ ଠିକ ସେହିଭଳି ଏହି ଘଟଣା ରେ ମଧ୍ୟ ସମସ୍ତେ ଦୋଷୀ ଅଟନ୍ତି |
ଆଉ ଏହି ଘଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ରହିଛି କିନ୍ତୁ କିଛିଦିନ ପରେ ସବୁକିଛି ସ୍ଥିର ହେଇଯିବ ଆଉ ସେତେବେଳେ କାହାର ବି ମୁହଁ ଖୋଲିବ ନାହିଁ ।କାରଣ ଆଗରୁ ଏମିତି ଘଟଣା ବହୁତ ବାର ଘଟିଛି ଯାହାର ପରିଣାମ କିଛି ହୁଏ ନାହିଁ | ତେବେ ବ୍ୟକ୍ତି ଙ୍କର ଏହି କଥାକୁ ଶୁଣି ସୋସିଆଲ ମିଡ଼ିଆ ରେ ପ୍ରାୟ ଲୋକ ସମର୍ଥନ କରିଛନ୍ତି ଯାହାକୁ ନେଇ ଏବେ ବେସ ଚର୍ଚ୍ଚା ଧରିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।