ଅର୍ଦ୍ଧନଗ୍ନ ଅବସ୍ଥାରେ ଅର୍ଚ୍ଚନାଙ୍କ କୋଳରେ ଦୁଇ ରାଜା, ତେବେ କିଏ ସେହି ରାଜା ?

ହନିଟ୍ରାପ୍ସ ଓଡ଼ିଶା ସୁନ୍ଦରୀ ଅର୍ଚ୍ଚନା ଙ୍କ କୋଳରେ ଓଡ଼ିଶା ରାଜା ତାହା ପୁଣି ଜଣେ ନୁହେଁ ଦୁଇ ଦୁଇ ଜଣ ରାଜା ଅର୍ଚନା ଙ୍କ କୋଳରେ ଶୋଇଛନ୍ତି | ପୋଲିସ ହାତରେ ଏବେ ରାଜା ମାନଙ୍କର ଅର୍ଦ୍ଧ ନଗ୍ନ ଫଟୋ ଲାଗିଛି ଆଉ ଏହି ସବୁ ଫଟୋ ଭିନ୍ନ ଭିନ୍ନ ମୁଦ୍ରା ରେ ରହିଛି | ଏହି ଦୁଇ ରାଜା ଘରେ ରାଣୀ ମାନଙ୍କୁ ଛାଡ଼ି ଅର୍ଚନା ଙ୍କ ପାଖରୁ ଆସି ଦେହ ର ସୁଖ ନେଇଛନ୍ତି | ଅର୍ଚନା ଙ୍କ ଡଲପ ଗଦି ରେ ବି ଓଡ଼ିଶା ର ରାଜା ମାନେ ମଧ୍ୟ ଭାଗିଦାର ହୋଇଛନ୍ତି |

ଡଲପ ଗଦି ରେ ରାଜା ମାନେ ଦେହର ସୁଖ କୁ ମେଣ୍ଟାଇଛନ୍ତି ଆଉ ପରେ ଅର୍ଚନା ଙ୍କ ନାଗ ଫାଶ ରେ ମଧ୍ୟ ଫସିଛନ୍ତି | ଏହା ଆମେ କହୁନୁ ଏମିତି କିଛି ତଥ୍ୟ ଏବେ ପୋଲିସ ପାଇଛି | ଅର୍ଚନା ଙ୍କ ମେଲ ରୁ ମିଳି ଥିବା 64 ଟି ଫଟୋ ମଧ୍ୟରୁ ଦୁଇ ଜଣ ରାଜା ଙ୍କର ଫଟୋ ରହିଛି ହେଲେ କିଏ ସେହି ରାଜା ତାହା ପୋଲିସ ସୂଚନା ଦେଇ ନାହିଁ | କିଏ କହିଲା ନାଗ ଫାଶ ବିଷାକ୍ତ ବୋଲି ହେଲେ ଏପଟେ ଅର୍ଚନା ଙ୍କର ତଃ ନାଗ ଫାଶ ପୁରା ରୋମାଣ୍ଟିକ ଥିଲା |

ସେହି ନାଗ ଫାଶ ରେ ଯିଏ ବି ଫସୁ ଥିଲା ସେ ଦେହ ର ସୁଖ ମେଣ୍ଟାଇ ପାରୁ ଥିଲା | ଆଉ ଏବେ ସେହି ମାନଙ୍କର ନଗ୍ନ ଫଟୋ ଦେଖି ପୋଲିସ ତାଯୁବ ହୋଇ ଯାଇଛି | ତେବେ ଏହି ସବୁ ଫଟୋ ମଧ୍ୟରେ ଓଡ଼ିଶା ର ଦୁଇଟି ନାମିଦାମୀ ରାଜା ରହିଛନ୍ତି | ରାଜା ବି କେବେ ଏଭଳି ଲଜ୍ୟା ଜନକ କାମ କରିବେ ତାହା କେବେ ହେଲେ ପୋଲିସ ଅଧିକାରୀ ମାନେ ଭାବି ମଧ୍ୟ ପାରି ନଥିଲେ ଯେଉଁଥି ପାଇଁ ଫଟୋ କୁ ଦେଖି ପୋଲିସ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ | ଗୋଟିଏ ରାଜା ଙ୍କ ସହ ଅର୍ଚନା ଙ୍କର ଅର୍ଦ୍ଧ ନଗ୍ନ ଫଟୋ ଥିବା ବେଳେ ଆଉ ଜଣେ ରାଜା ଅର୍ଚନା ଙ୍କୁ ଆଲିଙ୍ଗନ କରୁ ଥିବାର ଫଟୋ ପୋଲିସ ହାତରେ ଲାଗିଛି |

ନଗ୍ନ ରାଜା ମାନଙ୍କୁ ଭିନ୍ନ ମୁଦ୍ରା ରେ ଫଟୋ ଗୁଡିକୁ ଉଠା ଯାଇଛି ଆଉ ଫଟୋ କୁ ଦେଖିବା ପରେ ପୋଲିସ କେମିତି ଯେ ତାଙ୍କୁ ଜେରା ପାଇଁ ଡାକିବ ତାହା ଜାଣି ପାରୁ ନାହିଁ | ତେବେ ପୋଲିସ ଅର୍ଚନା ଙ୍କ ଠାରୁ ଜବତ କରିଥିବା ପେଣ୍ଡ୍ରାଇଭ ରେ କେବଳ ରାଜା କି ନେତା ନାହାଁନ୍ତି, ଅର୍ଚନା ଙ୍କୁ ଛାଡ଼ି ଅନ୍ୟାନ୍ୟ ଯୁବତୀ ଙ୍କ ସହ ମଧ୍ୟ ନାମିଦାମୀ ବ୍ୟକ୍ତି ରହିଛନ୍ତି | ତେବେ ଏହି ସବୁ ଫଟୋ ଘରେ ଥିବା ସିକ୍ରେଟ କ୍ୟାମେରା ରୁ ଉଠା ଯାଇଛି ଆଉ ଏବେ ରାଜା ଙ୍କ କଥା ଉଠିବାରୁ ପୁରା ରାଜ୍ୟ ରେ ଚହଳ ପଡ଼ିଛି କି ସେହି ରାଜା ଦୁଇ ଜଣ କିଏ |

Leave a Comment