ବର୍ତ୍ତମାନ ନବରାତ୍ରୀର ପାର୍ବଣ ଆରମ୍ଭ ହୋଇ ସାରିଛି । ଅକ୍ଟୋବର 5 ବୁଧବାର ଦିନ ପାଳିତ ହେବାକୁ ଯାଉଅଛି ପବିତ୍ର ଦଶହରା ପର୍ବ ବା ବିଜୟାଦଶମୀ । ଏହି ନବରାତ୍ରି ରେ ଗ୍ରହ ରେ ବନୁଅଛି ମହା ସଂଯୋଗ। ଯାହା ଫଳରେ ଆଜି ଠାରୁ ବଦଳିବାକୁ ଯାଉଅଛି ଏହି 5 ଗୋଟି ରାଶି ର ଭାଗ୍ଯ । ଗ୍ରହ ରେ ହେବାକୁ ଯାଉଛି ଅଦ୍ଭୁତ ବିରଳ ସଂଯୋଗ, ଯାହା ଫଳରେ ଏହି 5 ଗୋଟି ରାଶି ର ଭାଗ୍ଯ ଚମକିବାକୁ ଯାଉଅଛି। ଆଜି ଠାରି ଗ୍ରହ ମାନଙ୍କର ଗୋଚର ଏଭଳି ବନୁଅଛି ଯେ କିଛି ରାଶି ମାନଙ୍କ ପାଇଁ ବନୁଅଛି ଖୁସି ର ସମୟ। ଅର୍ଥାତ୍ ଦଶହରା ଦିନ ଠାରୁ ହିଁ ଦେବୀ ମାଁ ଙ୍କ ର କୁପା ଅନେକ ରାଶି ମାନଙ୍କ ଉପରେ ପଡିବାକୁ ଯାଉଅଛି । ବିଜୟଦଶମୀ ରେ କେଉଁ କେଉଁ ରାଶି ମାନଙ୍କ ର ପରିବର୍ତ୍ତନ ହେବାକୁ ଯାଉଛି ଚାଲନ୍ତୁ ଜାଣିବା,
ମେଷ ରାଶି-
ମେଷ ରାଶିର ବ୍ୟକ୍ତି ମାନଙ୍କୁ ଏହି ଦୁର୍ଗାପୂଜା ମହା ସଂଯୋଗରେ ମା ଦୁର୍ଗାଙ୍କର ବିଶେଷ କୃପା ପ୍ରାପ୍ତ ହେବ । ଏହା ସହ କୁଣ୍ଡଳୀରେ ଗ୍ରହ ମାନଙ୍କର ଗୋଚର ଯୋଗୁଁ ଅନେକ ଶୁଭ ଫଳ ମିଳିବ । ବ୍ୟବସାୟରେ ଲାଭବାନ ହେବେ ପାରିବାରିବ ସୁଖ ଶାନ୍ତି ପ୍ରାପ୍ତ କରିବେ ।
ବୃଷ ରାଶି-
ଏହି ବୃଷ ରାଶିର ବ୍ୟକ୍ତି ମାନଙ୍କୁ ଆସନ୍ତା ଦୁର୍ଗାପୂଜା ରୁ ମା ଦୁର୍ଗାଙ୍କର ଅଦ୍ଭୁଦ କୃପା ପ୍ରାପ୍ତି ହେବ । ଏହା ସହ ସେମାନଙ୍କର ଜୀବନ ସୁଖମୟ ହେବାକୁ ଯାଉ ଅଛି । ମା ଦୁର୍ଗା ଙ୍କର କୃପା ପାଇ ଆପଣ ମାନଙ୍କର ଭାଗ୍ୟ ମଧ୍ୟ ଫିଟି ଯିବ । ହେଲେ ସେଥିପାଇଁ ଆପଣ ମାନେ ପରିଶ୍ରମ ଜାରି ରଖନ୍ତୁ ଉତ୍ତମ ଫଳ ନିଶ୍ଚୟ ପ୍ରାପ୍ତ ହେବ ।
ତୁଳା ରାଶି-
ତୁଳା ରାଶିର ବ୍ୟକ୍ତି ମାନେ ଆଗାମୀ ସମୟରେ ନୂତନ ଯୋଜନା କରିବାର ସୁଯୋଗ ରହିଛି । ଏହା ସହିତ ମା ଦୁର୍ଗାଙ୍କର ବିଶେଷ କୃପା ଯୋଗୁଁ ଏମାନଙ୍କର ଭାଗ୍ୟ ଦୁର୍ଗାପୂଜା ଠାରୁ ସଂପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି । ଗୁପ୍ତ ଧନର ଅଚାନକ ପ୍ରାପ୍ତି ହେବାର ଯୋଗ ଅଛି । ବ୍ୟବସାୟରେ ବିଶେଷ ରୂପରେ ଉନ୍ନତି ହେବ ।
ସିଂହ ରାଶି-
ଏହି ଦୁର୍ଗାପୂଜା ରେ ଗ୍ରହ ମାନଙ୍କର ଅବସ୍ଥାନ ଯୋଗୁଁ ଆପଣ ମାନଙ୍କୁ ଶୁଭ ଫଳ ମିଳିବ । ମା ଦୁର୍ଗାଙ୍କର କୃପାରୁ ଆପଣଙ୍କ ସମସ୍ତ କାର୍ଯ୍ୟ ବହୁତ ଭଲ ଭାବରେ ହେବ । ଅଚାନକ ଏକ ବଡ ଧରଣର ଖୁସି ଖବର ମିଳିବାକୁ ଯାଉଛି ଯାହା ଆପଣଙ୍କ ଭାଗ୍ୟକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେବ ।
କୁମ୍ଭ ରାଶି-
କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସମସ୍ତ ସମୟ ମା ଦୁର୍ଗାଙ୍କର କୃପାରୁ ବହୁତ ଶୁଭ ରହିବ । ମା ଦୁର୍ଗାଙ୍କର ବିଶେଷ କୃପା ପାଇ ଆପଣ ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଏହା ସହ ଇଛା ମୁତାବକ କାର୍ଯ୍ୟ ଆପଣ ମାନେ ଏହି ଦିନରେ ସମ୍ପନ୍ନ କରିବେ । ଆପଣଙ୍କ ପରିବାରରେ ସୁଖ ସମୃଦ୍ଧିର ଆଗମନ ହେବାକୁ ଯାଉଛି ।