ବର୍ତ୍ତମାନ ର ଭଲପାଇବା ମାନେ ହେଉଛି ସେକ୍ସ ଏବଂ ପ୍ରତାରଣା। ନା ଅଛି ଭଲପାଇବାରେ ବିଶ୍ଵାସ ନା ପବିତ୍ରତା ।ଏମାନେ ହୃଦୟ ରୁ ଭଲ ପାଉ ନାହାଁନ୍ତି ବରଂ ନିଜର ଅଶୀଳ ମନ ଭାବ କୁ ପୁରୁଣ କରିବା ପାଇଁ ଗୋଟିଏ ଜୀଵନ ସହ ଖେଳୁଛନ୍ତି।ତେବେ ଆପଣ ମାନେ ମଧ୍ୟ ସୋସିଆଲ ମିଡ଼ିଆ ରେ ପ୍ରତିଦିନ ଏହିପରି ସବୁ ଘଟଣା ଓ ଦୁର୍ଘଟଣା ବିଷୟରେ ଜାଣିବାକୁ ପାଉଥିବେ। ତେବେ ଆମେ ଆଜି ଆପଣ ମାନଙ୍କୁ ଏହିପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ। ଯାହା ଜାଣିବା ପରେ ଭଲପାଇବା ଉପରୁ ଆପଣଙ୍କ ର ବିଶ୍ୱାସ ଉଠିଯିବ।
ତେବେ ଘଟଣା ଟି ଦେଖିବାକୁ ମିଳିଛି ଆମ ରାଜଧାନୀ ଭୁବନେଶ୍ବର ରେ ,ଖଣ୍ଡଗିରି ଥାନା ଅନ୍ତର୍ଗତ ଅଟେ ।ଯେଉଁ ଠାରେ ଜଣେ ଯୁବତୀ ଜଣେ ଆର୍ମି ଅଫିସର ଙ୍କ ନାମରେ ଅଭିଯୋଗ ଆଣିଛନ୍ତି କି ସେ ତାଙ୍କୁ ବିବାହ ର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ।ଆଉ ଏହିପରି 8 ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଭଲ ପାଉଥିଲେ ମାତ୍ର ବର୍ତ୍ତମାନ ସେ ତାଙ୍କୁ ପ୍ରତାରଣା ଦେଇଛନ୍ତି ଏବଂ ବିବାହ କରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ମଧ୍ୟ। ତେବେ ଯୁବତୀ ଜଣଙ୍କ ଏ ନେଇ ଥାନା ରେ ଅଭିଯୋଗ ମଧ୍ୟ କରିଛନ୍ତି।
ତେବେ ଯୁବତୀ ଜଣଙ୍କ କହିଛନ୍ତି କି ସେହି ଯୁବକ ଜଣଙ୍କ ତାଙ୍କର ଗାଁ ପାଖର ଅଟନ୍ତି ଯିଏକି ଜଣେ ଯବାନ। ଯାହାଙ୍କ ସହ ତାଙ୍କର 8 ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା । ଯବାନ ଜଣଙ୍କ ଯୁବତୀଙ୍କୁ ବିବାହ ର ପ୍ରତିଶୃତି ଦେଇଥିଲେ ଏବଂ ତାଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ।କିନ୍ତୁ ଯୁବତୀ ଯେତେବେଳେ ତାଙ୍କୁ ବିବାହ କରିବା କଥା ଜଣାଇଲେ ସେତେବେଳେ ସେ ତାଙ୍କର ଅସଲ ରୂପ ଦେଖାଇ ଦେଲେ ଏବଂ ତାଙ୍କ ସହ ସମସ୍ତ ସମ୍ପର୍କ କାଟି ଦେଲେ। ତେବେ ଯୁବତୀ ଜଣଙ୍କ ଏ ନେଇ ଖଣ୍ଡଗିରି ଥାନା ରେ ଅଭିଯୋଗ କରିଛନ୍ତି।
ତେବେ ଏନେଇ ଯବାନଙ୍କ ଭଉଣୀ କହିଛନ୍ତି ଯେ ଭାଇ ଜବରଦସ୍ତ କରି ମୋ ସାଙ୍ଗ ସହିତ ଫିଜିକାଲ ରିଲେସନଶିପ ରଖିଥିଲେ। ସେ ପ୍ରେଗ୍ନେଣ୍ଟ ଥିଲେ ଏହାପରେ ଆବର୍ସନ ବି କରିଥିଲେ ଯାହା ଆଣ୍ଟି ଜାଣିନାହାନ୍ତି କେବଳ ମୁଁ ଜାଣିଛି। ସେ ଦିଜଣ ଏକାଠି ସବୁବେଳେ ରହୁଥିଲେ, ଯୁଆଡ଼େ ଯାଉଥିଲେ ବି ଏକାଠି ।
ଆଣ୍ଟିଙ୍କୁ ଲୁଚେଇ ଭାଇ ମୋ ରୁମରେ ମୋ ସାଙ୍ଗ ସହ ରୁହନ୍ତି ଏବଂ ମୁଁ ଆଣ୍ଟିଙ୍କ ରୁମରେ ରୁହେ। ଏପରିକି ସେମାନଙ୍କ ବାହାଘର ବି ହୋଇସାରିଥିଲା ବୋଲି ସମସ୍ତେ ଜାଣନ୍ତି, ପଡିଶା ଘରେ ବି ଜାଣନ୍ତି। କିନ୍ତୁ ଏହାପରେ କଣ ହୋଇଛି ଝିଅ ଘରେ ମୁଁ ଠିକସେ ଜାଣିନି ହେଲେ ଭାଇ ବିବାହ କରିବା ପାଇଁ ଝିଅ ଦେଖିବା ପାଇଁ ଯାଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।