ଆଶ୍ଚର୍ଯ୍ୟ ! ପାଚେରୀ ଉପରେ ଗୀତ ଗାଇବା ସହ ରୋମାଣ୍ଟିକ ଡ୍ୟାନ୍ସ କରୁଛି ଏହି ଶୁଆ…. ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ ଯାହା ସମସ୍ତଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଥାଏ ଯାହାକୁ ଲୋକେ ଏତେ ମାତ୍ରାରେ ପସନ୍ଦ କରିଥାନ୍ତି ଦୃଶ୍ୟରେଟି ଏ ମୋବାଇଲରୁ ସେ ମୋବାଇଲକୁ ଘୂରି ବୁଲେ। ସେହିଭଳି ଏକ ଭିଡିଓ ବର୍ତ୍ତମାନ ସମୟରେ ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି ଯାହା ଖୁବ୍ ଭାଇରାଲ ହେବାରେ।ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣଙ୍କୁ ନିଶ୍ଚିତ ଭାବରେ ଖୁସି ଲାଗିବ।କାରଣ ଏପରି ଦୃଶ୍ୟ ହୁଏତ ଆପଣ ବହୁତ୍ କମ୍ ଦେଖିଥିବେ କିମ୍ୱା ଦେଖିବାକୁ ପାଇ ନଥିବେ।


ଆପଣମାନେ ଜାଣି ଥିବେ ମଣିଷ ଓ ପଶୁମାନଙ୍କ ମଧ୍ୟରେ ବନ୍ଧୁତା ଅତ୍ୟନ୍ତ ସ୍ୱତନ୍ତ୍ର।ବେଳେବେଳେ ଏହା ମଣିଷ ମଧ୍ୟରେ ଥିବା ବନ୍ଧୁତା ଠାରୁ ଅଧିକ ଶକ୍ତିଶାଳୀ ପ୍ରମାଣିତ ହୋଇଥାଏ। ଏହାର ଅନେକ ଉଦାହରଣ ଆମେ ସମୟ କ୍ରମେ ଦେଖିବାକୁ ପାଇଥାଉ।ମଣିଷ ଭଲପାଇବାରେ ସ୍ବାର୍ଥ ଥାଇପାରେ, ଚତୁରତାର ଭାବନା ରହିପାରେ, କିନ୍ତୁ ପଶୁମାନଙ୍କର ଏପରି ଭାବନା କେବେବି ନଥାଏ।

ତେବେ ଭିଡିଓ ଦେଖିବାକୁ ମିଳୁଛି ମଣିଷ ଓ ଗୋଟେ ଶୁଆ ମଧ୍ୟରେ ରହିଥିବା ଅନାବିଳ ପ୍ରେମ। ଆପଣା ମାନେ ଜାଣିଥିବେ କି ଶୁଆମାନଙ୍କର ମେଧା ଶକ୍ତି, ସବୁ ପକ୍ଷୀମାନଙ୍କ ଠାରୁ ଯଥେଷ୍ଟ ଅଧିକ । ଏମାନେ ମନୁଷ୍ୟ ସ୍ୱରକୁ ଅନୁକରଣ କରି ପାରନ୍ତି।ନିଜର ଲୋକପ୍ରିୟତା ବୃଦ୍ଧି କରାଇ ପାରନ୍ତି ଆଉ ଖୁବ୍ ଶୀଘ୍ର ପୋଷା ମଧ୍ୟ ମାନି ଯାଆନ୍ତି। ତେବେ ଶୁଆ ମାନଙ୍କର ଏକ ବିଶେଷ ଗୁଣ ହେଉଛି ସେମାନେ ମଣିଷ ମାନଙ୍କୁ ଅନୁକରଣ କରିବା ସହ ସେମାନଙ୍କ କଥାକୁ ମଧ୍ୟ ନକଲ କରିପାରନ୍ତି। ମଣିଷ ଭଳି କଥା କହିପାରେ ଏହି ଶୁଆ ଯେଉଁଥି ପାଇଁ କି ଶୁଆ ମାନଙ୍କ ଲୋକପ୍ରିୟତା ଖୁବ୍ ଅଧିକ।

ତେବେ ଆଜି ଆମେ ଆପଣମାନଙ୍କୁ ଏକ ଶୁଆ ର ସୁନ୍ଦର୍ କାର୍ଯ୍ୟ କଳାପର ଦୃଶ୍ୟ ଦେଖାଇବାକୁ ଯାଉଛୁ। ଯାହା ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଆଜିର ଦୁନିଆରେ ମଣିଷ ଏବଂ ଜୀବଜନ୍ତୁ ମାନଙ୍କ ମଧ୍ୟରେ ସୁସମ୍ପର୍କର ଏହା ଏକ ବଡ ଉଦାହରଣ।କାରଣ ଏଠାରେ ସେହି ଭଳି କିଛି ଘଟଣା ଘଟିଛି। ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

 

ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି କିପରି ତାଙ୍କ ଶୁଆକୁ ନଚାଉଛନ୍ତି । ବ୍ୟକ୍ତି ଜଣଙ୍କ ଶୁଆଟିକୁ ଭଲ କଥା ସବୁ ବୁଝାଉଛନ୍ତି। ଯାହାକୁ ଶୁଆଟି ଖୁବ୍ ସୁନ୍ଦର ଭାବରେ ଅନୁକରଣ କରୁଛି। ଏବଂ ଏହାକୁ ଶୁଣି ହଁ ମାରୁଛି।ଏହା ପରେ ବ୍ୟକ୍ତି ଜଣଙ୍କ ଗୀତ ଗାନ କରୁଛନ୍ତି ଏବଂ ଶୁଆଟି ଖୁସିରେ ମୁଣ୍ତ ହଲାଇ, ଡିଆଁ ମାରି ମାରି ନାଚୁଛି।ଏହି ସୁନ୍ଦର୍ ଦୃଶ୍ୟ ଦେଖିଲେ ବାସ୍ତବରେ ବହୁତ୍ ଖୁସି ଲାଗୁଛି। ପକ୍ଷୀଟିଏ ହୋଇ ମଣିଷ ସହ ତାର ସମ୍ପର୍କ ଯେଉଁଭଳି ରହିଛି ତାକୁ ଆପଣ ଏହି ଭିଡିଓ ରେ ଦେଖିଲେ ନିଶ୍ଚିତ ଖୁସି ହେବେ। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୧୦ ମିଲିୟନରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି।

Leave a Comment