ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ଭିନ୍ନ ଧରଣର ହୋଇଥାଏ। ସେହି ଭିଡିଓ ଯାହା ଦେଖିବା ଭଳି ହୋଇଥାଏ ଏବଂ ସେଥିରୁ କିଛି ଶିଖିବାକୁ ମିଳିଥାଏ।ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି।
ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ, କଣ ଏମିତି ବି ଘଟିପାରେ।ତେବେ ଆମେ କହିବାକୁ ଯାଉଥିବା
ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ। ଏଠାରେ ଇତର ପ୍ରାଣୀଙ୍କ ସ୍ନେହ ପ୍ରେମ ଶ୍ରଦ୍ଧା ଓ ଆଦର ର ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି, ତେବେ ଏପରି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।
ଆଉ ଏହିସବୁ ଭିଡିଓ ମାନଙ୍କୁ ଭିତରୁ କିଛି ଭିଡିଓ ଏମିତି ଥାଏ ଯାହାକୁ ଦେଖିଲେ ଲୋକେ ଏହି ଘଟଣାକୁ ସମ୍ପୂର୍ଣ୍ଣ ନଦେଖି ଏହାକୁ ଏଡାଇ ପାରନ୍ତି ନାହିଁ। ଏହାକୁ ଦେଖି ସେମାନେ ଏଥିପ୍ରତି ପ୍ରତିକ୍ରିୟା ଶିଳ ହୋଇ ପଡନ୍ତି ବହୁତ୍ ଖୁସି ହୁଅନ୍ତି। କାରଣ ଏହି ଭିଡିଓ ଏମିତି ହୋଇଥାଏ ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ବା ମଜାଦାର ହୋଇଥାଏ।ଆପଣ ପ୍ରତିଦିନ ଦେଖୁଥିବା ଅନେକ ଭାଇରାଲ ଭିଡିଓ ଭଳି ଏବେ ଏକ ଭିଡିଓ ପୁଣି ସାମ୍ନାକୁ ଆସିଛି। ଯେଉଁ ଭିଡିଓରେ ଏକ ବିଲେଇ କେଡେ ସୁନ୍ଦର୍ ଭାବରେ ଗୀତ ଗାଉଛି। ଗୋଟିଏ ପଶୁ ହୋଇ ସେ ଯେଉଁଭଳି ଭାବରେ ଶବ୍ଦ ବାହାର କରୁଛି ତାହା ବେଶ୍ ଶ୍ରୁତି ମଧୁର ଲାଗୁଛି।
ବିଲେଇ ଟି ଦେଖିବା ପାଇଁ ଯେମିତି କ୍ୟୁଟ ଲାଗୁଛି ତାର ସ୍ୱର ମଧ୍ୟ ସେହିପରି ବହୁତ୍ ମଜାଦାର ହୋଇଛି। ତେବେ ଆପଣ ଦେଖୁଥିବା ଏହି ଭିଡିଓ ଟି ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ନୁହେଁ।ଏହି ଭିଡିଓ ଟିକୁ ଏଡିଟ କରା ଯାଇଛି।ସେ ଯାହାବି ହେଉ ବିଲେଇର ଏତାଦୃଶ କାର୍ଯ୍ୟ ର ଭିଡିଓ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚିଛି ଏବଂ ଏହାକୁ ଦେଖି ସମସ୍ତେ ବେଶ୍ ଆନନ୍ଦିତ ହେଉଛନ୍ତି।ଏହି ଭିଡିଓ ଟି କୁଶିଂ ଶାଲାୱତ ନାମକ ୟୁ ଟ୍ୟୁବ୍ ଚ୍ୟାନେଲ ରେ ପୋଷ୍ଟ କରା ଯାଇଥିବା ବେଳେ ଏବେ ସୁଦ୍ଧା ଏହି ଭିଡିଓ ଟିକୁ 6 କୋଟି ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।