ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଘଟଣା !ପେଟ ଭିତରେ ଷ୍ଟିଲ୍ ଗ୍ୟାସ୍ ..ପୁରା ଘଟଣା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ…ଦେଖନ୍ତୁ ଆଉ ସତର୍କ ହୁଅନ୍ତୁ…..

ଅସ୍ତ୍ରୋପଚାର କରାଯାଇ ଜଣେ ଯୁବକଙ୍କ ପେଟ ଭିତରୁ ଏହି ଷ୍ଟିଲ୍‌ ଗ୍ଳାସ୍‌କୁ ବାହାର କରାଯାଇଛି। 10 ଦିନ ପୂର୍ବେ ସେ ନିଜ ସାଙ୍ଗମାନଙ୍କ ସହ ମଦ୍ୟପାନ କରୁଥିବାବେଳେ ସେମାନେ ମଦ୍ୟପାନ କରି ତାଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରି ଦେଇଥିଲେ। ତେବେ ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ନୂଆ ନୂଆ ତଥ୍ୟ ବିଷୟରେ ଶୁଣିବା ପାଇଁ ମିଳିଥାଏ। ସମାଜରେ ଯେତେ ସବୁ ଅନ୍ୟାୟ ବା ଅପରାଧିକ କାର୍ଯ୍ୟ ହେଉଛି ସବୁର ମୂଳ କାରଣ ହେଉଛି ମଦ, ମଦ ପିଇ ଲୋକ ମାନେ ନିଜର ହିତାହିତ ଜ୍ଞାନ ସବୁ ଭୁଲି ଯାଉଛନ୍ତି, ଯାହା ଫଳରେ କି ଏଭଳି କାର୍ଯ୍ୟ ସବୁ କରି ଥାଆନ୍ତି।

ସେମାନେ ମନରେ ଭୟ ରଖନ୍ତି ନାହିଁ ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ଏମିତିକି ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ତେବେ ଏଭଳି କିଛି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।


ତେବେ ଆଜିର ସେସିଆଲ ମିଡ଼ିଆ ର ଯୁଗରୁ ଦିନକୁ ଦିନ ମଦ ପାନ କରିବା ଟା ବଢି ବଢ଼ି ଯାଉଛି, ତେବେ ଏତେ ବଢ଼ି ଯାଉଛି ଲୋକ ମାନେ ଆଉ ପାଣି ପିଇଉ ନାହାନ୍ତି, ପାଣି ଭଳିଆ ମଦକୁ ପିଇ ବାରେ ଲାଗିଛନ୍ତି | ପାଣି ନ ଦେଲେ ପଛକେ ଲୋକ ମାନେ ବଞ୍ଚି ଯାଇପାରିବେ କିନ୍ତୁ ମଦ ନ ହେଲେ ବଞ୍ଚିବାଟା କଷ୍ଟ କର ହୋଇଗଲାଣି | ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ।


ପେଟ ଭିତରୁ ବାହାରିଲା ଷ୍ଟିଲ୍‌ ଗ୍ଲାସ୍। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଅସ୍ତ୍ରୋପଚାର କରାଯାଇ ଜଣେ ଯୁବକଙ୍କ ପେଟ ଭିତରୁ ଏହି ଷ୍ଟିଲ୍‌ ଗ୍ଳାସ୍‌କୁ ବାହାର କରାଯାଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାଲିପଦର ଅଞ୍ଚଳର ଏହି ଘଟଣା ଘଟିଛି। ବ୍ରହ୍ମପୁର MKCG ମେଡିକାଲ୍‌ ସର୍ଜରୀ ବିଭାଗରେ ଏହି ବିରଳ ଅସ୍ତ୍ରୋପଚାର ହୋଇଛି।

ସୂଚନା ଅନୁସାରେ, କୃଷ୍ଣ ରାଉତ ନାମକ ଜଣେ ଯୁବକ ଗୁଜୁରାଟର ସୁରତକୁ ଯାଇ ସେଠାରେ ସୂତା କଳରେ କାମ କରୁଥିଲେ । 10 ଦିନ ପୂର୍ବେ ସେ ନିଜ ସାଙ୍ଗମାନଙ୍କ ସହ ମଦ୍ୟପାନ କରୁ ଥିବା ବେଳେ ସେମାନେ ମଦ୍ୟପାନ କରି ତାଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରି ଦେଇଥିଲେ।

ଯନ୍ତ୍ରଣା ଅସହ୍ୟ ହେବାରୁ କୃଷ୍ଣ ସୁରତ ଛାଡ଼ି ନିଜ ଗାଁକୁ ଫେରି ଆସିଥିଲେ। ପରେ ତାଙ୍କର ପେଟ ଓ ଗୋଡ଼ ଫୁଲିବାରେ ଲାଗିଥିଲା। ପୀଡ଼ା ଅସହ୍ୟ ହେବାପରେ ସେ MKCG ଡାକ୍ତର ଟିମ୍‌ଙ୍କ ସହ ପରାମର୍ଶ କରିବା ସହ ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ଡାକ୍ତରୀ ଟିମ୍‌ ଅସ୍ତ୍ରୋପଚାର କରି ପେଟ ଭିତରୁ ଷ୍ଟିଲ୍‌ ଗ୍ଲାସ୍‌ ବାହାର କରିଥିଲେ। ଅପରେସନ ପରେ କୃଷ୍ଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Leave a Comment