ଆସିଲା ବର୍ଷାଙ୍କ ଆଉ ଏକ ଭାଇରଲ Audio Call… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି…

ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ। ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। ତେବେ ଆଜିର ଏହି ସମାଜରେ ଲୋକ ମାନଙ୍କ ଜୀବନରେ କେତେବେଳେ କଣ ଘଟଣା ଘଟୁଛି ବା ଆଗକୁ ଘଟିବ କେହି ବି ଜାଣି ପାରିବେ ନାହିଁ।

ଆଜିକାଲି ର ସମୟରେ କିଛି ଏମିତି ପ୍ରକାରର ଖରାପ କାର୍ଯ୍ଯ କଲାପର ଭିଡିଓ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ଅବିଶ୍ୱସନୀୟ ଯୋଗ୍ଯ ହୋଇଥାଏ। ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରୁ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ଚର୍ଚ୍ଚା ର ବିଷୟ ପାଲଟିଯାଏ।

ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ।


ତେବେ ବର୍ତ୍ତମାନ ସମୟରେ ପ୍ରେମ ଏମିତି ଏକ ଜିନିଷ ହୋଇ ଗଲାଣି ଯାହାକି କରିବା ଆଗରୁ ସେମାନେ ଆଗ ପଛ କିଛି ଭାବୁ ନାହାନ୍ତି। ଆଉ କାହାର ସ୍ୱାମୀ ଥାଇ ଅନ୍ୟ ଜଣେ ପୁରୁଷଙ୍କୁ ଭଲ ପାଇବା ବା ସ୍ତ୍ରୀ ଥାଇ ଅନ୍ୟ ସ୍ତ୍ରୀ ସହିତ ବୁଲିବା ଏବେ ଟ୍ରେଣ୍ଡ ହୋଇ ଗଲାଣି। ତେବେ ସେଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଆଉ ଘଟଣାଟି ହେଉଛି ଜଣେ ଯୁବକର ସ୍ତ୍ରୀ ଥାଇ ମଧ୍ୟ ଅନ୍ୟ ଜଣେ ଯୁବତୀ ଙ୍କୁ ଭଲ ପାଉଛନ୍ତି। ତେବେ ସେହି ଯୁବକର ସ୍ତ୍ରୀ ଙ୍କ ନାମ ହେଉଛି ବର୍ଷା। ସେ ଯେତେବେଳେ ଏହିସବୁ କଥା ଜାଣି ପାରିଥିଲେ ସେତେବେଳେ ସେ ତାଙ୍କ ସ୍ୱାମୀ ଙ୍କୁ ଠିକ୍ ବାଟକୁ ଆଣିବା ଚେଷ୍ଟା କରୁଥିଲେ। ଆଉ ସେହି ସମୟରେ ସେହି ଝିଅର ଭାଇ ବାହାରି ମହିଳା ଜଣଙ୍କୁ କଲ୍ ରେ ଶୋଧିବାକୁ ଆରମ୍ଭ କରି ଦେଇଥିଲେ।


ତେବେ ସୂଚନା ଅନୁସାରେ, ମହିଳା ଜଣଙ୍କ ଆଉ ତାଙ୍କ ସ୍ୱାମୀଙ୍କ ସହିତ ଭଲ ସମ୍ପର୍କ ଚାଲିଥିଲା। ଆଉ ତାଙ୍କର ୭ ବର୍ଷର ଜଣେ ପିଲା ମଧ୍ୟ ଅଛି। ତଥାପି ସେହି ଝିଅ ଜଣଙ୍କ ତାଙ୍କ ସ୍ୱାମୀକୁ ଫସାଇ ଶାରିରୀକ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରୁଥିଲେ। ଆଉ ଏହାକୁ ବିରୋଧ କରିବାକୁ ଯାଇ ମହିଳା ଜଣଙ୍କୁ ଶୁଣିବାକୁ ପଡ଼ିଥିଲା ବିଭିନ୍ନ ଖରାପ କଥା। ତେବେ ବର୍ଷା ଓ ସେହି ଝିଅର ଭାଇଙ୍କ ଏବେ କଲ୍ ରେକର୍ଡ ସାମ୍ନାକୁ ଆସିଛି। ଯେଉଁଥିରେ ସେହି ଝିଅର ଭାଇ ବର୍ଷାଙ୍କୁ କହିଥିଲେ ସେ ଛୁଆ ତାର ନୁହେଁ ଅନ୍ୟ କାହାର। ଆଉ ବିଭିନ୍ନ ପ୍ରକାରର ଗାଳିଗୁଲଜ ମଧ୍ୟ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment