ଏଠି ଗାଈ ମାଳ ମାଳ ଷଣ୍ଢ ଦୁର୍ବଳ କେମିତି ହେବ ଖେଳ ଗୀତରେ ନାଚିଲେ ଜବରଦସ୍ତ ଡ୍ୟାନ୍ସ।

ବର୍ତ୍ତମାନ ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ସାଜିଛି ଯାହା ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଦେଖିବା ଭଳି ଏଵଂ ଭିନ୍ନ ଧରଣର ହୋଇଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି।

ଏଠାରେ ଜଣେ ଯୁବତୀ ଓ କିଛି ଜଣ ଯୁବକ ମିଶି ଡ୍ୟାନ୍ସ କରୁଥିବାର ଷ୍ଟାଇଲ ଦେଖିବାକୁ ମିଳିଛି। ଯାହାକୁ ଦେଖି ଲୋକେ ବହୁତ୍ ଖୁସି ହେବା ସହ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି। ତେବେ ଏହି ଭିଡିଓ ରେ ଯେଉଁ ଡ୍ୟାନ୍ସ କରୁଥିବାର ଆପଣ ଦେଖିବାକୁ ପାଉଛନ୍ତି ସେହି ଡ୍ୟାନ୍ସ ବାସ୍ତବରେ ଏକ ଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଅଟେ।

ଯାହାକୁ ଦେଖିଲେ ହୃଦୟରୁ ଏକ ଭିନ୍ନ ଖୁସି ଆସୁଛି। ତେବେ ଆପଣ ତ କୁନି ପିଲା ହେଉ କି ସେ ଯୁବକ ଯୁବତୀ ମାନଙ୍କର ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।

ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ସେମାନଙ୍କର ଡ୍ୟାନ୍ସ ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ।ସେମାନଙ୍କ ଡ୍ୟାନ୍ସ ଭିଡିଓ ରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ।ଆମେ ସେମାନଙ୍କ କାର୍ଯ୍ୟ କଲାପ ଦେଖି ବହୁତ୍ ଖୁସି ହୋଇଥାଉ।ତେବେ ଅନେକ ସମୟରେ ବହୁତ କଥା ଆମକୁ ବେଶ୍ ତାଯୁବ ମଧ୍ୟ କରିଥାଏ। ଯାହାବି ହେଉ ସଙ୍ଗୀତ ଭଳି ଡ୍ୟାନ୍ସ ମଧ୍ୟ ବହୁତ୍ କୌତୁହଳ ପୂର୍ଣ୍ଣ ହୋଇଥାଏ।


ତେବେ ମା ଭୂଇଁଆଣୀ ଯୁବକ ସଂସ୍ଥା ତରଫରୁ ଏକ ଡ୍ୟାନ୍ସ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଥିଲା। ଆଉ ସେହି ପ୍ରୋଗ୍ରାମ୍ ରେ ଏମିତି ପ୍ରକାରର ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା ଯାହାକୁ ଦେଖି ଆପଣ ବି ସମ୍ଭାଳି ପାରିବେନି। ସେମାନେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରକାରର ଡ୍ୟାନ୍ସ କାର୍ଯ୍ୟକ୍ରମ ବା ଉତ୍ସବରେ ତାଙ୍କର ପାରଦର୍ଶିତା ହାସଲ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କର ଡ୍ୟାନ୍ସର ଶୈଳୀ ଏତେ ସୁନ୍ଦର ଯଦି ଆପଣ ମାନେ ବି ଦେଖିବେ ବହୁତ ଖୁସି ହେବା ସହିତ ପ୍ରଶଂସା ମଧ୍ଯ କରିବେ। କାରଣ ଜଣେ ଡ୍ୟାନ୍ସ ଶିଖିବା ବା କରିବା ଏତେ ସହଜ କାମ ହୋଇ ନଥାଏ। ଆଉ ସେହି ଷ୍ଟେଜ ଉପରେ ଗାଈ ମାଳ ମାଳ ଷଣ୍ଢ ଦୁର୍ବଳ କେମିତି ହେବ ଖେଳ ଗୀତରେ ଯୁବତୀ ଜଣକ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି।

Leave a Comment