ଏଣିକି ସରକାର ଆଣିଲେ ଚାକିରୀ କରୁଥିବା କର୍ମଚାରୀ ଙ୍କ ପାଇଁ ନୂଆ ନିୟମ ! 50 ବର୍ଷ ଛୁଇଁଲେ ଚାକିରିରୁ ହେବେ ବିଦା…ଏଥିରେ ଆପଣ ଙ୍କ ମତାମତ କଣ କମେଣ୍ଟ କରନ୍ତୁ..

ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି 50 ଡେଇଁଲେ ଆଉ କରିପାରିବେନି ଚାକିରି….ସରକାର ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କେବେଠାରୁ ଲାଗୁ ହେବ ନିୟମ…. । ତେବେ ଚାଲନ୍ତୁ ଜାଣି ନେବା ସଂମ୍ପୂର୍ଣ୍ଣ ଘଟଣା ବିଷୟ ରେ,ସରକାର ଙ୍କ କଡା ନିୟମ 50 ଛୁଇଁଲେ ଚାକିରି ରୁ ବିଦା । ତେବେ ସରକାରୀ ଚାକିରିଆ ଙ୍କ ପାଇଁ ବଡ଼ ଖବର।

ଏଣିକି ଅବସର ବୟସ କୁ 50 ବର୍ଷ କଲେ ସରକାର। ଅର୍ଥାତ୍‌ 50 ବର୍ଷ ପରେ ଆପଣ ଆଉ କରି ପାରିବେନି ଚାକିରି । ତେବେ ଅବସର ର ସମୟ ସୀମା କମାଇଲେ ସରକାର । ପୂର୍ବ ରୁ 60 କିମ୍ବା 62 ବର୍ଷ ରେ ସରକାରୀ ଚାକିରିଆ ମାନେ ଅବସର ନେଉ ଥିବା ବେଳେ ଏବେ ସେଇ ନିୟମ ରେ ବଡ଼ ଧରଣ ର ପରିବର୍ତ୍ତନ କରିଛନ୍ତି ସରକାର । ଏଣିକି ଅବସର ବୟସ ସୀମା କୁ 50 ବର୍ଷ କରା ଯାଇଛି ।

ସୂଚନା ଅନୁସାରେ, ୟୁପି ସରକାର ଏଇ ନିୟମ ଲାଗୁ କରିଛନ୍ତି। ଆଉ ଏଇ ନିୟମ ଲାଗୁ ହେବା ପରେ ସାରା ଦେଶ ରେ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି କୁ ନେଇ ଅସନ୍ତୋଷ ବଢ଼ିଛି । କାରଣ ଯୋଗୀ ସରକାର ସରକାରୀ ବିଭାଗ ରେ କାର୍ଯ୍ୟ କରୁ ଥିବା 50 ବର୍ଷ ରୁ ଅଧିକ ବୟସ ର କର୍ମଚାରୀ ଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ସରକାର ଙ୍କ ଏହି ନିୟମ ରେ ଖୁସି ନାହାନ୍ତି ଚାକିରିଆ । ଅବସର ବୟସ ସୀମା କୁ 50 କରିବା ପରେ ସାରା ରାଜ୍ୟ ରେ କୁହୁଳିବାରେ ଲାଗିଛି ଅସନ୍ତୋଷ ।

 

ଜୁଲାଇ 31 ସୁଦ୍ଧା ଦୁର୍ନୀତିଗ୍ରସ୍ତ, ଗୁରୁତର ଅସୁସ୍ଥ ଥିବା କର୍ମଚାରୀ, କାର୍ଯ୍ୟ ନ କରିବା ସ୍ଥିତି ରେ ଥିବା କର୍ମଚାରୀ ବା କୌଣସି ଯାଞ୍ଚ ରେ ଫସି ଥିବା କର୍ମଚାରୀ ଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଅଗଷ୍ଟ 15 ସୁଦ୍ଧା ଅବସର ପ୍ରାପ୍ତ କର୍ମଚାରୀ ଙ୍କ ବିଷୟ ରେ ଏକ ରିପୋର୍ଟ ଦାଖଲ କରିବାକୁ ସାଧାରଣ ପ୍ରଶାସନ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ଆଉ ଏଇ ନିର୍ଦ୍ଦେଶ ପାଇବା ପରେ ସରକାରୀ କର୍ମଚାରୀ ଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି ।

ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା, 50 ବର୍ଷ ପୂରଣ କରି ଥିବା ସମସ୍ତ କର୍ମଚାରୀ ଙ୍କୁ ବାଧ୍ୟତାମୂଳକ ଅବସର ଦିଆ ଯିବ ନାହିଁ । ବରଂ ଯେଉଁ ମାନେ ଭଲ କାମ କରୁଛନ୍ତି, ଯାହା ଙ୍କ ନାଁ ରେ କୌଣସି ଦୁର୍ନୀତି ଥିବା ସେମାନ ଙ୍କୁ କାର୍ଯ୍ୟ ରୁ ବରଖାସ୍ତ କରା ଯିବ ବୋଲି ସୂଚନା ମିଳିଛି । ତେବେ ଯୋଗୀ ସରକାର ଙ୍କ ଏ ନିଷ୍ପତିକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଚାକିରିଆ ମାନେ ଯେଉଂଥିପାଇଁ ଏବେ ଘୋର ଅଷନ୍ତୋଷ ଦେଖିବାକୁ ମିଳିଛି ୟୁପିରେ ।

Leave a Comment