ଏମିତି ହିମ୍ମତ ବାଲା ଛୁଆ ଜୀବନର କେବେ ଦେଖି ନଥିବେ… ଖତରନାକ ମାଙ୍କଡ଼ ( Langoors ) ସହ କଲା ଏମିତି…

ଆଧୁନିକ ସମାଜରେ ଟେକ୍ନୋଲୋଜି ନିଜର କାୟା ବିସ୍ତାର କରିପାରିଛି। ବର୍ତ୍ତମାନର ସୋସିଆଲ ମିଡ଼ିଆ ଟେକ୍ନୋଲୋଜିର ଏକ ଦାନ କହିଲେ କିଛି ଭୂଲ ହେବ ନାହିଁ। କାରଣ ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ରହିଛି। ଯେ କୌଣସି ଜାଗାରେ ଘଟୁଥିବା ଘଟଣା ଯେତେବେଳେ ଆମ ଆଖି ଆଗକୁ ଆସିଥାଏ। ଯଦି ତାହା ଆମକୁ କିଛି ମାତ୍ରାରେ ଭିନ୍ନ ଲାଗିଲା ତେବେ ତାହା ଆମ ସ୍ମାର୍ଟଫୋନରେ କଏଦ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥାଉ।

ତେବେ ଯଦି ଅନ୍ୟ ମାନଙ୍କୁ ଭିଡ଼ିଓ କିମ୍ବା ଫୋଟୋ କିଛି ଅଲଗା ପ୍ରକାର ଲାଗିଲା ତାହା ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଥାଏ। ତେବେ ଆପଣ ମାନେ ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଦେଖିଥିବେ ଯାହାକି ଆମକୁ କିଛି ଅଲଗା ପ୍ରକାର ଲାଗିଥାଏ ସେସବୁ ଦେଖି ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗିବା ସହିତ ଖୁସି ମଧ୍ୟ ଲାଗିଥାଏ।

ଅନେକ ଖବର ଫେସବୁକ, ଇନ୍ସଟୋଗ୍ରାମ, ଟୁଇଟର ଭଳି ସୋସିଆଲ ମିଡ଼ିଆରେ ଦେଖିବା ପାଇଁ ମିଳିଛି। ତେବେ ଏହିଭଳି ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆରେ ଦେଖିବା ପାଇଁ ମିଳିଛି। ତେବେ ଏହି ଭିଡ଼ିଓଟି ହେଉଛି ଜଣେ କୁନି ପିଲା ଓ ଗୋଟିଏ ମାଙ୍କଡ଼ ର। ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡ଼ିଓ ସମ୍ପର୍କରେ।


ତେବେ ଆପଣ ଏହା ଦେଖିଥିବେ ଯେ କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ।ଏହାକୁ କିଛି ସମୟ ଦେଖିବାକୁ ଇଚ୍ଛା ହୁଏ।ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ଯାହାବି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ। ସେହିପରି କୁନି ପିଲା ମାନଙ୍କର ଏକ ଭିନ୍ନ କାର୍ଯ୍ୟ କଳାପ ର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଯେ ପିଲାମାନେ କିପରି ମାଙ୍କଡ଼ ସହ ଲାଗୁଛନ୍ତି। ସାହସର ସହିତ ସେମାନେ ମାଙ୍କଡକୁ ଛୁଇଁ ଦୌଡ଼ି ପଲାଉ ଛନ୍ତି।


ସବୁଠାରୁ ଆଶ୍ଚର୍ୟ୍ଯ ତଥା ଚକିତ କରିଲା ଭଳି କଥା ହେଉଛି ମାଙ୍କଡ଼ ମଧ୍ୟ ସେହି ପିଲା ମାନଂକର କିଛି କ୍ଷତି କରୁନାହିଁ। ସେମାନଙ୍କ ଭିତରେ ଏକ ସୁ ସମ୍ପର୍କ ରହିଥିବା ଏହି ଭିଡିଓ ରୁ ଯାହା ଦେଖିବାକୁ ମିଳୁଛି।ଏତେ କୁନି ପିଲା କିପରି ଭାବରେ ମାଙ୍କଡ଼ ସହ ଖେଳିବା, ତାକୁ ଛୁଇଁବାର ସାହାସ କରି ପାରୁଛନ୍ତି ତାହା ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କିନ୍ତୁ ଏହା ହେଉଛି ପଶୁ ଆଉ ମଣିଷ ଭିତରେ ଥିବା ସ୍ନେହ ମମତା ଓ ଭଲ ପାଇବା।ଏହି ଭିଡିଓ ବାସ୍ତବ ରୂପେ ଏକ ସୁନ୍ଦର୍ ବାର୍ତ୍ତା ପ୍ରଦାନ କରୁଛି ଯେ ମଣିଷ ଓ ପଶୁ ଭିତରେ ସୁସଂପର୍କ ସ୍ଥାପନ କରିବା ସମ୍ଭବ ଯଦି ଆମେ ସେମାନଙ୍କ ପ୍ରତି ସେହିପରି ଉଦାର ଏବଂ ସ୍ନେହି ବ୍ୟବହାର ପ୍ରଦର୍ଶନ କରୁ।

Leave a Comment