ଓଃ କି ଡ୍ୟାନ୍ସ ! ବର୍ଷାରେ ଓଦା ହୋଇ Sizzling Dance କଲେ Ritu -Stage ରେ ଲାଗିଲା ନିଆଁ…. ଭିଡ଼ିଓ ଦେଖିଲେ ଆପଣ ବି ସମ୍ଭାଳି ପାରିବେନି…

ତେବେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |


ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | ତେବେ ଟିଭି ର ମଧ୍ୟ ଏଭଳି ଅନେକ ରିୟାଲିଟି ସୋ ରହିଛି ଯେଉଁଥିରେ ରାଜ୍ୟର କୋଣ ଅନୁକୋଣ ରୁ ପିଲା ଆସି ନିଜର ପ୍ରତିଭା ଦେଖାଇ ଥାଆନ୍ତି | ତେବେ ସବୁ ପ୍ରତିଭା ମଧ୍ୟରୁ ଡ୍ୟାନ୍ସ ଅନ୍ୟତମ ହୋଇ ଥାଏ ଯାହା ମନରେ ଏକ ଅଦ୍ଭୁତ ଖୁସି ନେଇ ଆସି ଥାଏ ଏବଂ ନାଚ ଦେଖିଲେ ନିଜ ପାଦ ମଧ୍ୟ ନାଚି ଉଠି ଥାଏ | ତେବେ ଆଜି ସେଭଳି ଏକ ଡ୍ୟାନ୍ସ କଥା କହିବୁ ଯାହାକି ମଞ୍ଚ ରେ ନିଆଁ ଲଗାଇ ଦେଇଛି |

ତେବେ ସିଦ୍ଧାର୍ଥ ଚ୍ୟାନେଲ ରେ ପ୍ରସାରିତ ହେଉ ଥିବା ନାଚ ଓଡ଼ିଶା ର ଗ୍ରାଣ୍ଡ ଫାଇନାଲ ରେ ଏକ ଜବରଦସ୍ତ ଡ୍ୟାନ୍ସ ଦେଖିବା ପାଇଁ ମିଳିଛି | ତେବେ ଏହି ପ୍ରତିଭା ଜଣଙ୍କ ହେଉଛନ୍ତି ଋତୁସ୍ନିଗ୍ଧା ଯିଏ କି ତାଙ୍କ ଡ୍ୟାନ୍ସ ର ଜଲବା ରେ ସମସ୍ତ ଦର୍ଶକ ଙ୍କୁ ହଜାଇ ଦେଇ ଥିଲେ | ମୋ ତୋ ଗୋରୀ ହିରୋ ତୁ ମୋ ହିରୋଇନ ର ଗୀତ ରେ ସେ ତାଙ୍କର ଠୁମକା ଦେଖାଇ ଥିଲେ, ଜବରଦସ୍ତ ଗୀତ ସହିତ ତାଙ୍କ ନାଚିବାର ଶୈଳୀ ଏତେ ଧମାଲ ମଚାଇ ଥିଲା ଯେ ସେଠାରେ ଉପସ୍ଥିତ ଥିବା ଦର୍ଶକ ବେସ ଖୁସି ହୋଇ ଯାଇ ଥିଲେ |

ଏମିତି କି ସେଠାରେ ବସି ଥିବା ଜଜ ମଧ୍ୟ ଖୁସି ରେ ଷ୍ଟେଜ କୁ ଉଠି ଆସି ପ୍ରତିଭା ଙ୍କ ସହ ତାଳରେ ତାଳ ମିଶାଇ ଡ୍ୟାନ୍ସ କରି ଥିଲେ | ଏହା ସହିତ ଅନ୍ୟ ଜଜ ମନେ ମଧ୍ୟ ଋତୁସ୍ନିଗ୍ଧା ଙ୍କର ବେସ ପ୍ରଶଂସା କରି ଥିଲେ ଏବଂ ଖୁବ ମଜାଦାର କଥା ମଧ୍ୟ କହି ଥିଲେ | ତେବେ ଏଭଳି ଏକ ନିଆଁରା ଡ୍ୟାନ୍ସ ଦେଖାଇ ଋତୁସ୍ନିଗ୍ଧା ସେଠାକାର ମାହଲ ମଧ୍ୟ ଖୁବ ବଦଳାଇ ଦେଇ ଥିଲେ | ବର୍ତ୍ତମାନ ସମୟରେ ରେ ଏହି ଡ୍ୟାନ୍ସ ଭିଡ଼ିଓ ଟି ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଅନେକ ଦର୍ଶକ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି |

Leave a Comment