ଓଃ କି ଡ୍ୟାନ୍ସ ! Football Ground ରେ ଜବରଦସ୍ତ Nagpuri ଡ୍ୟାନ୍ସ କଲେ ଏହି ସୁପରହିଟ Couple… ଦେଖିଲେ ନିଜକୁ ସମ୍ଭାଳି ପାରିବେନି… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |

ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | ଅନେକ ୟୁଟ୍ୟୁବର ମଧ୍ୟ ଅଛନ୍ତି ଯେଉଁ ମାନେ କିଛି ଭିଡ଼ିଓ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | ତେବେ ଆଜି ସେଭଳି ଏକ ଡ୍ୟାନ୍ସ ଭିଡ଼ିଓ ସମ୍ପର୍କ ରେ କହିବୁ ଯାହାକୁ ଦେଖିଲେ ଆପଣ ମଧ୍ୟ ପ୍ରଂଶସା ନ କରି ରହି ପାରିବେ ନାହିଁ | ସାଧାରଣ ଭାବରେ କେଉଁଠି ନାଚ ଦେଖିଲେ ଆମ ପାଦ ମଧ୍ୟ ନାଚି ଉଠି ଥାଏ ଆଉ ଏବେ ସେଭଳି ଏକ ଜବରଦସ୍ତ ଡ୍ୟାନ୍ସ ଦେଖିବା ପାଇଁ ମିଳିଛି |

ତେବେ ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଏକ ପଡିଆ ରେ କିଛି କାର୍ଯ୍ୟକ୍ରମ ଚାଲୁ ଥିବା ସମୟ ରେ ଏକ ଡ୍ୟାନ୍ସ ଗ୍ରୁପ ଏକ ସୁନ୍ଦର ଡ୍ୟାନ୍ସ କରି ଦେଖାଇଛନ୍ତି | ତେବେ ଉଭୟ ଯୁବକ ଯୁବତୀ ଗ୍ରୁପ କରି ଏକ ନାଗପୁରି ଗୀତ ରେ ଡ୍ୟାନ୍ସ କରି ଦେଖାଇଛନ୍ତି | ନାଚ ସହିତ ତାଙ୍କ ପୋଷାକ ପରିବେଷଣ ମଧ୍ୟ ଖୁବ ସୁନ୍ଦର ଲାଗୁଥିଲା ଏବଂ ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନେ ତାଳି ମାରି ତାଙ୍କୁ ନାଚିବା ପାଇଁ ଆହୁରି ଉତ୍ସାହିତ କରୁ ଥିଲେ |

ଏହା କେଉଁ ସ୍ଥାନର ତାହା ତ ସଠିକ ଭାବରେ ଜଣା ପଡ଼ି ନାହିଁ କିନ୍ତୁ ଏହି ମେଲୋଡି ନାଗପୁରୀ ଡ୍ୟାନ୍ସ ଟି ଏତେ ସୁନ୍ଦର ହୋଇଛି ଯେ ଯାହାକୁ ଦେଖିଲେ ଆପଣ ମଧ୍ୟ ପ୍ରଂଶସା ନ କରି ରହି ପାରିବେ ନାହିଁ | ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଅନେକ ଲାଇକ ଦେବା ସହିତ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖି ପ୍ରଶଂସା ମଧ୍ୟ କରିଛନ୍ତି | ତେବେ ଏଭଳି ସୁନ୍ଦର ନାଚ ଦେଖିବା ଦ୍ୱାରା ମନକୁ ମଧ୍ୟ ଖୁବ ଖୁସି ଅନୁଭବ ହୋଇ ଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment