ତେବେ ବର୍ତ୍ତମାନ ଓଡ଼ିଆ ଫ୍ଲିମ ଜଗତରେ ହୋଇ ଚଇ ସୃଷ୍ଟି କରିଥିବା, ତଥା ଫ୍ଲିମ ଇଣ୍ଡୋଷ୍ଟ୍ରି ପ୍ରତି ତାଙ୍କର ଅଶେଷ ଭଲ ପାଇବା ଅଛି ବୋଲି କହୁଥିବା ଅକ୍ଷୟ ପରିଜା ଙ୍କ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଯେଉଁଠି ଯୁବତୀ ଜଣଙ୍କ ଥାନା ରେ ଅଭିଯୋଗ କରିଛନ୍ତି କି ଫିଲ୍ମ ରେ ସ୍ଥାନ ଦେବାକୁ କହିକି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ସହିତ ଯୌନ ନିର୍ଯାତନା ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି । ଆଉ ଅନ୍ୟ ପକ୍ଷରେ ଅକ୍ଷୟ ପରିଜା କହିଛନ୍ତି କି ତାଙ୍କୁ ଡିନର କରିବାକୁ ଡାକିକି ତାଙ୍କ ସହିତ ସମ୍ପର୍କ ରଖିକି ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡ଼ିଓ କରିଛନ୍ତି ଭାଇରାଲ , ଆଉ ତାଙ୍କୁ ବ୍ଲାକ ମେଲିଙ୍ଗ ମଧ୍ୟ କରିବାକୁ ଲାଗିଛନ୍ତି ।
ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା । ତେବେ ଫିଲ୍ମ ଜଗତକୁ ଭଲ ପାଉଛନ୍ତି ବୋଲି କହୁଥିବା ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ଙ୍କ ନାଁ ରେ ଏବେ ହେବାକୁ ଲାଗିଛି ଅଭିଯୋଗ ।କଞ୍ଚା ଲଙ୍କା ଅଟିଟି ପ୍ଲାଟଫର୍ମ ର ମୁଖ୍ୟ ଅକ୍ଷୟ ପରିଜା ଙ୍କ ଭିଡ଼ିଓ ହେବାକୁ ଲାଗିଛି ଭାଇରାଲ । ଆଉ ଯେଉଁଠି ତାଙ୍କ ଫିଲ୍ମ ରେ କାମ ଦେବେ ବୋଲି କହିକି ଦୀର୍ଘ ଗୋଟିଏ ବର୍ଷ ହେବ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ ଆଉ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ । ଆଉ ଝିଅ ଜଣଙ୍କ ସେହି କଥା କୁ ବିରୋଧ କରିଲେ ତାଙ୍କୁ ଜୀବନରୁ ମାରି ଦେବାର ମଧ୍ୟ ଧମକ ଦେଉଥିଲେ ଅକ୍ଷୟ ପରିଜା ।
ଆଉ ତାଙ୍କର କହିବା କଥା କି ଝିଅ ଜଣଙ୍କ ର ଯେତେବେଳେ ବାହାଘର ଠିକ ହେଇଯାଇଥିଲା ସେତେବେଳେ ଅକ୍ଷୟ ଙ୍କ ନିର୍ଯାତନା ଆହୁରି ବଢିଯାଇଥିଲା । ଆଉ ଝିଅ ଙ୍କର କହିବା କଥା କି ଅକ୍ଷୟ ପରିଜା ଚାହୁଁଥିଲେ କି ଝିଅ ଟି ବାହା ନ ହେଇକି ତାଙ୍କ ପାଖରେ ରହୁ ଆଉ ଶାରୀରିକ ସମ୍ପର୍କ ରଖୁ ବୋଲି । କହିଥିବା ବେଳେ ଅକ୍ଷୟ ପରିଜା କହିଛନ୍ତି କି ଝିଅ ଜଣଙ୍କ ଫିଲ୍ମ ରେ କାମ କରିବ ବୋଲି କହିଥିଲା , ଆଉ ତାଙ୍କୁ ଡିନର ପାଇଁ ମଧ୍ୟ ଡାକିଥିଲା, ଆଉ ସେଠାରେ ଶାରୀରିକ ସମ୍ପର୍କ ରଖିବା କଥା ମଧ୍ୟ କହିଥିଲା ।ଆଉ ଯେତେବେଳେ ସେ ଶାରୀରିକ ସମ୍ପର୍କ ରଖୁଥିଲେ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ର ଫୋଟ ଆଉ ଭିଡ଼ିଓ ମଧ୍ୟ ଉଠାଇଥିଲା ଆଉ ଏବେ ସେହି ଫୋଟ ଆଉ ଭିଡ଼ିଓ ର ଧମକ ଦେଇକି ତାଙ୍କୁ 5 କୋଟି ଟଙ୍କାର ଦାବି କରିଛି ଝିଅଟି ।
ଆଉ ଯାହା ଫଳରେ ନୟାଗଡ ଥାନା ରେ ମଧ୍ୟ ଅଭିଯୋଗ କରିଛନ୍ତି ଯୁବତୀ ଜଣଙ୍କ । ଆଉ ଅକ୍ଷୟ ପରିଜା ଏହି କଥା କୁ ନେଇକି କହିଛନ୍ତି କି ଶାରୀରିକ ସମ୍ପର୍କ ଦୁଇ ଜଣଙ୍କ ଇଚ୍ଛା ରେ ରଖିଲେ ଆଇନ ଅନୁସାରେ ଏହା ଭୁଲ ନୁହଁ, କିନ୍ତୁ ଫୋଟ ଉଠାଇ ବ୍ଲାକ ମେଲିଙ୍ଗ କରିବାଟା ଭୁଲ ଅଟେ ।ଆଉ ସେହି ଭିଡ଼ିଓ ଟି ଯେଉଁ ଭାଇରାଲ ହେଉଛି ସେଥିରେ ସେ ଅଛନ୍ତି ବୋଲି କହିଛନ୍ତି । ଆଉ ବଲିଉଡ ଭଳି ଓଲିଉଡ ରେ ମଧ୍ୟ ଏମିତି ଫିଲ୍ମ କ୍ୟାରିୟର ପାଇଁ ନିର୍ଯାତନା ହେଉଛି ବୋଲି ଅନେକ କମେଣ୍ଟ କରିଛନ୍ତି । ଯାହା ଏବେ ଭାଇରାଲ ହେଉଛି ।