ଓଡିଶାର No-1 ୟୁଟୁବର – ମୁଁ ଓଡ଼ିଆ ମୋ ଚାଷ ବଢିଆ ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଆପଣମାନେ ସମସ୍ତେ ଜାଣିଥିବେ ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସାଙ୍ଗକୁ ସୁନ୍ଦର୍ ଡାନ୍ସ ଦେଖାଇ ମ୍ୟୂଜିକ୍ ଭିଡିଓ ଜରିଆରେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ। ତେବେ ମନୋରଂଜନ ଦୁନିଆର ଏକ ଲୋକପ୍ରିୟ ଯୋଡି ଭାବରେ ରୂପା ଏବଂ ପିଣ୍ଟୁ ଲୋକଙ୍କର ବେଶ୍ ପସନ୍ଦର ଯୋଡି ହୋଇ ପାରିଛନ୍ତି।ସେମାନେ ଏବେ ଏକ ସେଲିବ୍ରିଟି ଯୋଡି। ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଏହି ଦୁଇ ଯୋଡି ବେଶ୍ ପରିଚିତ ଚେହେରା ଭାବରେ ଉଭା ହୋଇଛନ୍ତି। ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ କରୁଛନ୍ତି।


ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି।ତେବେ ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ।ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରଶଂସକ ସଂଖ୍ୟା ମଧ୍ୟ ଅଧିକ।

ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି।ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।ଏହି ଯୋଡ଼ି ମ୍ୟୁଜିକ ଭିଡିଓ ରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି।

ଏବେ ସେମାନେ ବ୍ଲଗ ଭିଡିଓ ମାଧ୍ଯମରେ ଲୋକଙ୍କ ସହିତ ତାଙ୍କର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରୁଛନ୍ତି।ସେହିପରି ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁ ଭିଡିଓ ରେ ଆପଣ ଦେଖିବାକୁ ପାଇବେ କିପରି ଭାବରେ ପିଣ୍ଟୁ, ତାଙ୍କ ଘରେ ରଖିଥିବା ଗୋଟିଏ ପୋଷା କୁକୁର ଙ୍କ ସହ କଥା ହେଉଛନ୍ତି।

ସେ ଯାହା କରିବାକୁ କହୁଛି କୁକୁର ଟି ତାହା ସବୁ କରୁଥିବାର ଦେଖିବାକୁ ମିଳିଛି। କିନ୍ତୁ ଖୁସି ମା କୁକୁର ଟିକୁ ଡାକିବାରୁ ସେ ଶୁଣୁ ନାହିଁ। ସେଠାରେ ସମସ୍ତେ ବସି ଏହି ଦୃଶ୍ୟ ଦେଖୁଥିବାର ସାମ୍ନାକୁ ଆସିଛି। ଏହି ସୁନ୍ଦର ଦୃଶ୍ୟ ଯାହାକି ଜଣେ ମନୁଷ୍ୟ ଓ ଗୋଟିଏ କୁକୁର ମଧ୍ୟରେ ଥିବା ଭଲ ପାଇବା ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment