ଓଡିଶାର No-1 ୟୁଟୁବର ରୂପା ଙ୍କର ଆଉ ଏକ ନୂଆ ଭିଡିଓ, ପ୍ ରେ କି ମାଛ ..ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣିବା

ତେବେ ଆପଣ ଯଦି ସୋସିଆଲ ମିଡିଆରେ ସମୟ ବିତାଉଥିବେ ଏବଂ ୟୁଟ୍ୟୁବ ଦେଖିବାକୁ ଭଲ ପାଉଥିବେ ତେବେ ରୂପା ଓ ପିଣ୍ଟୁଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ବର୍ତ୍ତମାନ୍ ସମୟରେ ରୂପା ପିଣ୍ଟୁ ଓଡ଼ିଶାରେ ଲୋକପ୍ରିୟ ଯୋଡି ଭାବରେ ଖୁବ୍ ଜଣାଶୁଣା । ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି । ଯାହା ଓଡ଼ିଶାର ନଂ ୱାନ ୟୁଟ୍ୟୁବ ଚ୍ୟାନେଲ ଭାବରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ବେସ ଜଣାଶୁଣା ।

ରୂପା, ପିଣ୍ଟୁ, ଏବଂ ଖୁସିଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ । ଏମାନେ ନିଜର ଛୋଟ ଛୋଟ ଅନୁଭୂତିକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି । ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି । ତେବେ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ପ୍ରତ୍ୟେକ ଭିଡିଓକୁ ଦର୍ଶକ ମାନେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥାନ୍ତି ।

 

ଏମାନଙ୍କ ପ୍ରତ୍ୟେକ ଭିଡିଓ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି । ଏଥି ସହିତ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି । ରୂପା ପିଣ୍ଟୁ ତାଙ୍କ ଦୈନନ୍ଦିନ ଜୀବନରେ କରୁଥିବା କାର୍ଯ୍ୟ ଗୁଡ଼ିକୁ ଏକ ନିଆରା ଢଙ୍ଗରେ ଦର୍ଶକ ମାନଙ୍କ ପାଖରେ ପହଁଚାଇଥାନ୍ତି । ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରନ୍ତି ।

ତେବେ ବର୍ତ୍ତମାନ ସେମାନଙ୍କ ର ଏକ ବ୍ଲଗ ଭିଡିଓ ସାମ୍ନା କୁ ଆସିଛି ଯେଉଁ ଥିରେ ଦେଖିବାକୁ ମିଳିଛି ବର୍ଷା ଅତ୍ଯଧିକ ହେବା କାରଣ ରୁ ସବୁ ଠି ପାଣି ଜମି ଯାଇଛି ଆଉ ପିଣ୍ଟୁ ଯାଇଛନ୍ତି ବିଲ କୁ ମାଛ ଧରିବା ପାଇଁ। ପିଣ୍ଟୁ ତାଙ୍କର ପରିବାର ର ଅନ୍ଯ ଲୋକ ମାନେ ଏବଂ ସାଙ୍ଗ ସାଥୀ ମିଶି ବିଲ ରେ ମାଛ ଧରିବା ସହିତ ବହୁତ ମଜାମସ୍ତି ମଧ୍ଯ କରୁଛନ୍ତି ।

ଆଉ ସବୁଠାରୁ ମଜାଦାର କଥା ହେଉଛି ଭିଡିଓ ରେ ଦେଖିବାକୁ ମିଳିଛି ଯେ ସେମାନେ ମାଛ ଧରିବା ସମୟ ରେ ପିଣ୍ଟୁ ଙ୍କୁ ଏକ କୁକୁର ବିଲ ରେ ଗୋଡାଉଛି ଏବଂ ପିଣ୍ଟୁ ମଧ୍ଯ କୁକୁର ଭୟ ରେ ଜୋର୍ ରେ ଏଣେତେଣେ ଦୌଡୁଛନ୍ତି। ତେବେ କୁକୁର ଟି ଏମିତି କରିବାର ଉଦ୍ଦେଶ୍ଯ ଥିଲା ଯେ ସେ ମାଛ ଖାଇବା ପାଇଁ ଇଚ୍ଛା କରି ପିଣ୍ଟୁ ଙ୍କୁ ଗୋଡାଉଥିଲା। ତେବେ ସେମାନଙ୍କ ର ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ଏବଂ ଏହାକୁ ଦର୍ଶକ ମାନେ ଦେଖି ଖୁବ୍ ପସନ୍ଦ ମଧ୍ଯ କରୁଛନ୍ତି।

Leave a Comment