ପୂର୍ବରୁ ଲୋକ ମାନେ ନିଜ କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ସମସ୍ତେ ନିଜ ଭିତରେ ଥିବା କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରୁଛନ୍ତି। ସେମାନେ ସବୁବେଳେ ପାଇଁ ତାଙ୍କ କଳାକୁ ଲୋକ ମାନଙ୍କ ନିକଟରେ ପରିବେଷଣ କରି ଥାଆନ୍ତି, ଓ ଯାହା ଫଳରେ କି ସେମାନେ ଏଥି ପାଇଁ ସେମାନେ ରାତା ରାତି ଷ୍ଟାର ମଧ୍ୟ ହୋଇ ଯାଇ ଥାଆନ୍ତି। ଯାହା ଫଳରେ କି ସେମାନେ ସବୁବେଳ ପାଇଁ ଚର୍ଚ୍ଚାରେ ରହିବା ସହିତ ଅନେକ ପ୍ରଶଂସା ମଧ୍ୟ ସାଉଁଟି ଥାଆନ୍ତି।
ତେବେ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ରୁପା ଙ୍କର ନୂଆ ଆଲବମ ଭିଡିଓ ମାଁ ଦଶଭୂଜା ଆଜି ରିଲିଜ ହୋଇ ସାରିଛି ଆଉ ଏହି ଭିଡ଼ିଓକୁ ବର୍ତ୍ତମାନ ସୁଦ୍ଧା ଲକ୍ଷଲକ୍ଷ ଲୋକ ଲୋକ ଦେଖି ସାରିଲେଣି। ତେବେ ଆସନ୍ତୁ କଣ ରହିଛି ସେହି ଭିଡ଼ିଓ ବିଷୟରେ ଜାଣିବା;
ସୂଚନା ଅନୁସାରେ, ଆପଣ ମାନେ ରୁପା ଓ ପିଣ୍ଟୁଙ୍କୁ ନିଶ୍ଚିନ୍ତ ଭଲ ଭାବରେ ଜାଣିଥିବେ। ସେମାନେ ସବୁବେଳେ ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରହୁ ଥିବାର ଦେଖିବା ପାଇଁ ମିଳିଥାଏ। ସେ ସବୁବେଳେ ସୁନ୍ଦର ସୁନ୍ଦର ଫୋଟୋ ଓ ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି। ତାଙ୍କ ଫ୍ୟାନ୍ସ ମାନେ ତାଙ୍କର ସେହି ସବୁ ଭିଡ଼ିଓକୁ ଦେଖିଲେ ବହୁତ ପସନ୍ଦ କରି ଥାଆନ୍ତି। ବର୍ତ୍ତମାନ ସେ ଦୁଇ ଜଣ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି ।
ସେ ଦୁଇ ଜଣଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି, ସେହି ଚ୍ୟାନେଲ ରୁପା, ପିଣ୍ଟୁ ଓ ଖୁସି ନାଁ ରେ ରହିଛି। ତେବେ ରୂପାଙ୍କୁ ନେଇ ଏକ ଭଜନ ଗୀତ କରା ଯାଇଛି। ସେହି ଗୀତିଟି ମାଁ ଦଶଭୂଜା ରହିଛି ଓ ସେଥିରେ ରୁପା ଲିଡ୍ ଭୂମିକାରେ ଅଭିନୟ କରିଛନ୍ତି। ସେହି ଗୀତରେ ସେ ଜବରଦସ୍ତ ନାଚିବା ସହିତ ବହୁତ ସୁନ୍ଦର ମଧ୍ୟ ଦିଶୁଛନ୍ତି। ସେ ତାଙ୍କ ଗୀତକୁ ନେଇ ବହୁତ ଖୁସି ମଧ୍ୟ ରହିଛନ୍ତି। ତାଙ୍କୁ ନେଇ ଯେଉଁ ଗୀତ କରା ଯାଇଛି ସେହି ଗୀତିଟି ହେଉଛି ଖୁସି ଏଣ୍ଟଟର୍ଣ୍ଣମେଣ୍ଟ ର ଓ ସେହି ଗୀତ ବିରାଜ ପ୍ରସାଦ ଲେଖିଛନ୍ତି। ସେହି ଗୀତର ବିବେକ କୁମାରସଙ୍ଗୀତ ନିର୍ଦେଶକ ଭାର ସମ୍ଭାଳି ଥିବା ସମୟରେ ଲିରିକ୍ସ ଦେଇଛନ୍ତି ପ୍ରମୋଦ ପରିଡା ।
ତେବେ ସେହି ଗୀତକୁ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଖୁବ ସୁନ୍ଦର ଭାବରେ ଗାଇଛନ୍ତି। ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ଭାଇରଲ ହେବା ପରେ, ଏହାକୁ ଘଣ୍ଟାରେ ଏକ ମିଲିୟନ ଲୋକ ମାନେ ଦେଖି ସାରିଲେଣି। ଏହି ଭିଡ଼ିଓଟିକୁ ଯେ କେହି ବି ଦେଖିଲେ ତା’ର ମନଖୁସି ହେବା ସହିତ ବହୁ ଆନନ୍ଦିତ ମଧ୍ୟ ହୋଇଯିବ ଏବଂ ମାଁ ଦଶଭୂଜା ଙ୍କ ଚରଣରେ ଭାବବିହ୍ୱଳ ହୋଇ ଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।