କଲେଜ ଫ୍ରେଶର ପାର୍ଟି ( Fresher’s Party ) ରେ Cute Couple ଙ୍କ ରୋମାଣ୍ଟିକ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ସୋସିଆଲ ମିଡ଼ିଆ ରେ ଆମେ ଅନେକ କିଛି ଭିଡ଼ିଓ ଦେଖି ଥାଉ ଯାହା ଆମର ବେଳେ ବେଳେ ଖୁବ ମନରଞ୍ଜନ କରାଇ ଥାଏ ଆଉ କିଛି କିଛି ଭିଡ଼ିଓ ଏତେ ପସନ୍ଦ ଆସିଥାଏ କି ତାହା ଖୁବ ଭାଇରାଲ ମଧ୍ୟ ହୋଇ ଥାଏ | ଆଜିକାଲି ଛୋଟ ଛୁଆ ରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡିତ ଆଉ କିଛି ସମ୍ପର୍କ ରେ ଭିଡ଼ିଓ ହେଲେ ତାହାକୁ ନିହାତି ଭାବରେ ସେମାନେ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି | କେତେ ବେଳେ କିଏ ନାଚ ଭିଡ଼ିଓ କରି ଥାଏ ତ ଆଉ କିଏ ଗୀତ ଗାଇ ଭିଡ଼ିଓ ଉପଲୋଡ କରି ଥାଏ ତ ପୁଣି ଆଉ କିଏ ନିଜ ଜୀବନ ଶୈଳୀ କୁ ନେଇ ଭିଡ଼ିଓ କରିଥାଏ |
ଆପଣ ତ ଜାଣିଛନ୍ତି ସ୍କୁଲ ଓ କଲେଜ ରେ ମଧ୍ୟ ଅନେକ ଭିଡ଼ିଓ ଭାଇରାଲ ହୋଇ ଥାଏ | କାରଣ କଲେଜ ରେ ସାଧାରଣତଃ ଫ୍ରେସର ପାର୍ଟି କାର୍ଯ୍ୟକ୍ରମ ହୋଇ ଥାଏ ଆଉ ସେଠାରେ କଲେଜ ରେ ଛାତ୍ର ଛାତ୍ରୀ ମାନେ ଡ୍ୟାନ୍ସ କରି ଥାଆନ୍ତି ଗୀତ ଗାଇ ଥାଆନ୍ତି | ଆଉ ଅନେକ ଅଛନ୍ତି ଯାହାକୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରନ୍ତି, କିନ୍ତୁ ବେଳେ ବେଳେ ତାହା ଏତେ ସୁନ୍ଦର ହୋଇଯାଏ ଯେ ନିଜ ଅଜାଣତ ରେ ତାହା ଭାଇରାଲ ହେବାକୁ ଲାଗି ଥାଏ | ତେବେ ସେଭଳି ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ପସନ୍ଦ କରିବେ |

ତେବେ ଦେଖିବା ପାଇଁ ମିଳିଛି କି ଏକ କଲେଜ ରେ ଫ୍ରେସର ପାର୍ଟି ରେ ଯୁବକ ଓ ଯୁବତୀ ମଞ୍ଚ ରେ ଡ୍ୟାନ୍ସ କରି ଦେଖାଇଛନ୍ତି | ତେବେ ଦୁହିଁଙ୍କର କପୁଲ ଡ୍ୟାନ୍ସ ଏତେ ସୁନ୍ଦର ଥିଲା କି ଆପଣ ମଧ୍ୟ ଦେଖିଲେ ଆପଣଙ୍କ ଆଖି ଫେରାଇ ନେଇ ପାରିବେ ନାହିଁ | ତେବେ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଲକ୍ଷନୌ ର ଏକ ଇନଷ୍ଟିଟୁଟ ରେ ଛାତ୍ର ଛାତ୍ରୀ ଙ୍କର ଏଭଳି ଏକ ସୁନ୍ଦର ଡ୍ୟାନ୍ସ ଦେଖିବା ପାଇଁ ମିଳିଛି | ତେବେ ଏହି ଛାତ୍ର ଛାତ୍ରୀ ମାନେ ବ୍ଲାକ ରଙ୍ଗର ଡ୍ରେସ ଓ ଶାଢ଼ୀ ପିନ୍ଧି ଡ୍ୟାନ୍ସ ପରିବେଷଣ କରିଛନ୍ତି |

ସେମାନଙ୍କ ଡ୍ୟାନ୍ସ ଏତେ ହୃଦୟ ସ୍ପର୍ଶି ଥିଲା ଯେ ସେଠାରେ ଉପସ୍ଥିତ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ତାଳି ମାରି ତାଙ୍କୁ ଉତ୍ସାହ କରି ଥିଲେ | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଯିଏ ବି ଦେଖୁଛି ସେ କେବଳ ପ୍ରଶଂସା କରୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment