କୁନି ପିଲାଟିର ଚମତ୍କାର ଗୀତ ଥରେ ନିଶ୍ଚୟ ଶୁଣନ୍ତୁ ଆତ୍ମା ହରା ହୋଇଯିବେ… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ.

ତେବେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |


ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | ତେବେ ସବୁଠାରୁ ଛୋଟ ଛୋଟ ଛୁଆ ଙ୍କର ପ୍ରତିଭା ଦେଖିବା ପାଇଁ ଖୁବ ନିଆଁରା ଲାଗି ଥାଏ, ତେବେ ବର୍ତ୍ତମାନ ସମୟରେ ସେଭଳି ଏକ କୁନି ପିଲା ଟିର ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯେଉଁଥିରେ ଦେଖିବା ପାଇଁ ମିଳିଛି ଏକ କୁନି ପିଲା ଟି ଖୁବ ସୁନ୍ଦର ଭାବେ ଗୀତ ଗାଇଛି ଆଉ ଏହାକୁ ଶୁଣିଲେ ଆପଣ ମଧ୍ୟ ମୁଗ୍ଧ ହୋଇ ଯିବେ |

ତେବେ ଏକ କୁନି ପିଲା ଟିଏ ଯିଏ କି ଆଗ୍ରହ ଓ ଆତ୍ମ ବିଶ୍ୱାସ ର ସହିତ ଯେଉଁଭଳି ଭାବରେ ଗୀତ ଗାଉ ଥିଲେ ତାହା ଦେଖିବା ପାଇଁ ଏବଂ ଶୁଣିବା ପାଇଁ ଖୁବ ଆକର୍ଷଣୀୟ ଥିଲା | କେବଳ ଗୀତ ଗାଉଛନ୍ତି ତାହା ନୁହେଁ ବରଂ ଏହା ସହିତ କୁନି ପିଲା ଟିଏ ଟିକେ ଟିକେ ନୃତ୍ୟ ମଧ୍ୟ ପରିବେଷଣ କରୁଛନ୍ତି | ତେବେ ଏହି ପିଲା ଟି ଗାଉ ଥିବା ଗୀତ ଟିଏ ହେଉଛି ହେ ମୋର ମାତୃଭୂମି ଭାରତ ତୁମର ନାଁ ଗୀତର ଲିରିକ୍ସ ସହିତ ସ୍ୱର ମଧ୍ୟ ଏତେ ସୁନ୍ଦର ହୋଇଛି ପିଲା ଟିକୁ ଆପଣ ପ୍ରଂଶସା ନକରି ରହି ପାରିବେ ନାହିଁ |

ଭିଡ଼ିଓ ଦେଖିବା ପାଇଁ ସେତିକି ମଜାଦାର ମଧ୍ୟ ଲାଗୁଛି ତେବେ, ପିଲା ଟିର ଗୀତ ଗାଇବା ଡ୍ୟାନ୍ସ କରିବା ଦେଖିଲେ ମନରେ ଏକ ଆନନ୍ଦ ମଧ୍ୟ ଖେଳି ଯାଉଛି | ବର୍ତ୍ତମାନ ସମୟରେ ଏହି ଭିଡ଼ିଓ ଟି ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଆଉ ଯିଏ ବି ଦେଖୁଛି ସେ ପସନ୍ଦ କରିବା ସହିତ ଅନେକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖୁଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment