କେଉଁ ଜିଲ୍ଲା ଝିଅ କେମିତିକା, ପୁଣି ଏମିତି ଗୀତ ଗାଇଲେ ଶଙ୍କର ଓମ ଶରଣ… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ

ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ କିଛି ଭିଡ଼ିଓ ଦେଖି ଥାଉ ଯାହାକୁ ବେଳେ ବେଳେ ଖୁବ ଭାଇରାଲ ହେବାରେ ଲାଗି ଥାଏ | ଆମେ ଏଥିରେ ଅନେକ ଭାଇରାଲ ଗୀତ ନିହାତି ଭାବରେ ଶୁଣିଥିବା ଯାହାକି ଖୁବ ଚର୍ଚ୍ଚିତ ହୋଇ ରହି ଥାଏ ଏବଂ ଦେଖୁ ଥିବା ଲୋକ ମଧ୍ୟ ଏହାକୁ ଖୁବ ପସନ୍ଦ କରି ଅନେକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଇ ଥାଆନ୍ତି | ତେଵେ ଆଜି ସେଭଳି ଏକ ଗୀତ ସମ୍ପର୍କ ରେ କହିବୁ ଯାହାକୁ ଶଙ୍କର ଓମ ଶରଣ ଗାଇଛନ୍ତି | ତେବେ ସେ ଆମ ଓଡ଼ିଶା ରାଜ୍ୟ ର ସମସ୍ତ ଜିଲ୍ଲା ର ଝିଅ କିପରି ଅଟନ୍ତି ଅର୍ଥାତ ତାଙ୍କ ଚରିତ୍ର କିପରି ହୋଇ ଥାଏ ଶଙ୍କର ଓମ ଶରଣ ତାହାକୁ ନେଇ ଏକ ଗୀତ ପ୍ରସ୍ତୁତ କରିଛନ୍ତି |

ପୂର୍ବରୁ ମଧ୍ୟ ସେଭଳି ଏକ ଗୀତ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇ ଥିଲା ଆଉ ତାହାକୁ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ଲୋକ ମାନେ ଦେଇ ଥିଲେ | ଆଉ ଏବେ ପୁଣି ଥରେ ସେଭଳି ଏକ ଗୀତ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି | ତେବେ ସେ ଗୀତ ମାଧ୍ୟମ ରେ ପ୍ରକାଶ କରିଛନ୍ତି କି ଭୁବନେଶ୍ୱର ର ଆଜିକାଲି ଝିଅ କେଉଁ ଭଳି ଭାବରେ ସେକ୍ସ କାରବାର କରୁଛନ୍ତି ସେହି ସମ୍ପର୍କ ରେ କହିବା ସହିତ ପୁଣି ଝିଅ ମାନେ କିଭଳି ବିବାହ ପୂର୍ବରୁ ହିଁ ପ୍ରେଗନେଟ ହେଇ ଯାଉଛନ୍ତି ସେ ସମ୍ପର୍କ ରେ ମଧ୍ୟ ଏହି ଗୀତ ମାଧ୍ୟମ ରେ ପରି ପ୍ରକାଶ କରିଛନ୍ତି | ପ୍ରେଗନେଟ ହୋଇ ଝିଅ ମାନେ ନିଜର ଜୀବନ ହାରି ଦେଉଛନ୍ତି ସେ ଏହା ମଧ୍ୟ କହିଛନ୍ତି |

ଏହା ସହିତ ସେ ରୁଚିକା ଙ୍କ କଥା ମଧ୍ୟ କହିଛନ୍ତି କି, ଆମ ରାଜ୍ୟ ରେ ଏଭଳି ମଧ୍ୟ ଯୁବତୀ ଅଛନ୍ତି ଯେଉଁ ମାନେ ରୁଚିକା ଭଳି ଆମ ରାଜ୍ୟ ର କଲେଜ ରେ ପଢୁ ଥିବା ଝିଅ କୁ ହାରାଶ କରୁଛନ୍ତି ଆଉ ଶେଷରେ ସେମାନେ ଆତ୍ମହତ୍ୟା କରି ଦେଉଛନ୍ତି | କେବଳ ଯେ ଭୁବନେଶ୍ୱର ତାହା ନୁହେଁ ବରଂ ସେ ଏମିତି ଅନେକ ଜିଲ୍ଲା ର ଝିଅ ମାନଙ୍କର ଚରିତ୍ର ବିଷୟ ରେ ବର୍ଣ୍ଣନା କରିଛନ୍ତି | ତେବେ ଶେଷରେ ଗୀତ ଟି ଗାଇବା ପରେ ପ୍ରଶ୍ନ କରିଛନ୍ତି କୁ ତମେ କେଉଁ ଜିଲ୍ଲା ର ଝିଅ | ଏହି ଗୀତ କୁ ଶୁଣି କେହି କେହି ସମର୍ଥନ କରିଥିବା ବେଳେ ଆଉ କେହି କେହି ଏହାକୁ ସମର୍ଥନ କରି ନାହାଁନ୍ତି ଏବଂ ତାହାକୁ ନେଇ ଅନେକ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି | ସେ ଯାହା ବି ହେଉ ଗୀତ ଟି ଯେଉଁଭଳି ଭାବରେ ଝିଅ ମାନଙ୍କର ଚରିତ୍ର କୁ ନେଇ ବର୍ଣ୍ଣନା କରା ଯାଇଛି ତାହାକୁ ନେଇ କିଛି କିଛି ଲୋକ ସହଜ ରେ ଗ୍ରହଣ କରି ନାହାଁନ୍ତି |

Leave a Comment