କେତେ ଆଉ ପଢ଼ିବି..ପାଠ ପଢ଼ି ପଢ଼ି ବୁଢ଼ା ହୋଇଯିବ..ମା’ର ଗାଳି ଶୁଣି କାନ୍ଦି କାନ୍ଦି ଏମିତି କହୁଛି ପିଲାଟି ଦେଖିଲେ ହସି ହସି ଗଡ଼ିଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ତେବେ ସୋସିଆଲ ମିଡିଆରେ ଆମେ ଅନେକ ଭିଡ଼ିଓ ଦେଖି ଥାଉ କିନ୍ତୁ ବେଳେ ବେଳେ କିଛି ଏମିତି ମନଲୋଭା ଭିଡ଼ିଓ ଆସି ପହଞ୍ଚି ଥାଏ ଯାହାକି ଦେଖିବା ପାଇଁ ମନରେ ଏକ ଖୁବ ସୁନ୍ଦର ଅନୁଭବ ଆସି ଥାଏ | ତେବେ ସାଧାରଣତଃ ଛୋଟ ଛୋଟ ପିଲା ଙ୍କର କିଛି ଭିଡ଼ିଓ ଦେଖିବା ପାଇଁ ବହୁତ ଭଲ ଲାଗି ଥାଏ କାରଣ ତାହା ଏତେ ମଜାଦାର ହୋଇ ଥାଏ କି ଯିଏ ବି ଦେଖିବ ସେ ଆଖି ଫେରାଇ ନେଇ ପାରିବେ ନାହିଁ | କାରଣ ଛୋଟ ଛୁଆ ମାନଙ୍କର ଚୁଲବୁଲି କଥା ଏତେ ହୃଦୟ ସ୍ପର୍ଶି ହୋଇ ଥାଏ କି ଯାହା ଦେଖିବା ପାଇଁ ମନକୁ ଖୁସି ମିଳି ଥାଏ | ଆଉ ଏବେ ସେଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି ଯାହା ଯିଏ ବି ଦେଖୁଛି ସେ ହସି ହସି ଗଡ଼ି ଯାଉଛି |

ମୁଁ ଆଉ ପାଠ ପଢ଼ିବି ନାହିଁ କେତେ ଆଉ ପାଠ ପଢ଼ିବି ଏତେ ପାଠ ପଢି ମୁଁ କଣ କରିବି ଜୀବନ ସାରା ଆଉ ପାଠ ଛଡ଼ା କିଛି ଅଛି କି ନାହିଁ | ପାଠ ପଢି ପଢି ମୁଁ ବୁଢ଼ା ହୋଇ ଯିବି ହେଲେ କିଛି ହେବ ନାହିଁ, କାନ୍ଦ କାନ୍ଦ ଆଖିରେ ଏମିତି କିଛି କଥା କୁନି ପିଲା ଟିଏ କହିଛି | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ର ଭିଡ଼ିଓ ଭାଇରାଲ ହେଉ ଥିବାର ଆପଣ ମାନେ ଦେଖି ଥିବେ |

ଆଉ ଏବେ ଭାଇରାଲ ହେଉ ଥିବା ଭିଡ଼ିଓ ରେ ପିଲା ଟିର ସରଳତା ଦେଖି ଆପଣ ହସି ହସି ବେଦମ ହୋଇ ଯିବେ | ଟୁଇଟର ରେ ସେୟାର ହୋଇ ଥିବା ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳୁଛି କି ଏହି କୁନି ପିଲା ଟି କୁନି କୁନି ଆଖିରେ କ୍ୟାମେରା ପାଖକୁ ଅନାଇଁ ପକାଇଛି ପିଲାଟି ପାଠ ପଢିବ ନାହିଁ ବୋଲି କହିବା ସହିତ ପିଲା ଟି କାହିଁକି ପାଠ ପଢିବ ନାହିଁ ତାର କାରଣ ମଧ୍ୟ କହି ପକାଉଛି |

ଯେତେ ବେଳେ ଭିଡ଼ିଓ ଟିରେ କୁନି ପିଲା ର ମାମା କହୁଛନ୍ତି କି ତୁ କାହିଁକି ପଢ଼ିଲୁନି | ସେତେ ବେଳେ ପିଲାଟି ଉତ୍ତର ଦେଇ କହୁଛି ଜୀବନ ଯାକ ପାଠ ପଢି ପଢି ମୁଁ ପୁରା ବୁଢ଼ା ହୋଇ ଯିବି ଆଉ ଏବେ ଏହି ପୁରା ଭିଡ଼ିଓ ଟି ସୋସିଆଲ ମିଡିଆରେ ହଇଚଇ ଖେଳାଇଛି | ଏହି ଭିଡ଼ିଓ ଟିକୁ ଟୁଇଟର ଜିନ୍ଦେଗି କୁଲଜରା ଆକାଉଣ୍ଟ ରେ ପୋଷ୍ଟ କରା ଯାଇଛି | ଏହି ଭିଡ଼ିଓ ଏବେ ସୁଦ୍ଧା ଅନେକ ଭ୍ୟୁ ହୋଇ ସାରିଲାଣି ଏବେ ଅନେକ ଲାଇକ ସହ ଖୁବ ସୁନ୍ଦର ସୁନ୍ଦର ଲୋକ ମାନେ ପ୍ରତିକ୍ରିୟା ରଖିଛନ୍ତି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment