କେଶ ପାଚିବାର କାରଣ ଏବଂ ନିରାକରଣ ବିଷୟରେ ଗ୍ୟାରେଣ୍ଟି ଭଲ ହେବ । Dr. Sukanya Gobindan

ବର୍ତ୍ତମାନ ର ସମାଜରେ ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଚୁଟି ପାଚିବା ଏକ ବଡ ସମସ୍ୟା ହୋଇ ଗଲାଣି । ଯେଉଁଥି ପାଇଁ ସେମାନଙ୍କୁ ବହୁତ ଲଜ୍ଜିତ ହେବାକୁ ପଡୁଛି । ସାଙ୍ଗ ସାଥୀ ମାନେ ମଜା ମସ୍ତିରେ ଚୁଟି ପାଚିବା କଥା କହିଦେଇଥାନ୍ତି । କିନ୍ତୁ ଆପଣ ମାନେ କଣ ଜାଣିଛନ୍ତି ଏତେ ଅଳ୍ପ ବୟସରୁ ଚୁଟି ପାଚିବା ର କାରଣ ଏବଂ ନିରାକରଣ ବିଷୟରେ । ତେବେ ଆସନ୍ତୁ ଜାଣିବା ଚୁଟି ପାଚିବାର କାରଣ ଏବଂ ନିରାକରଣ ସମ୍ପର୍କ ରେ ।

ଆମ ଶରୀରରେ ଏକ କେମିକାଲ ରହିଛି , ଯାହାର ନା ହେଉଛି ମେଲାନିନ । ଏହାର ପରିମାଣ ଶରୀରରେ ଅଧିକ ରହିଲେ ଆମ କେଶ କଳା ରହେ ଏବଂ ସେହି କେମିକାଲ ର ପରିମାଣ ଆମ ଶରୀରରେ କମ ହୁଏ , ତେବେ ଚୁଟି ପାଶିବା ଷ୍ଟାଟ ହୁଏ ।

 

ତେବେ ଏହା ଯେ କୌଣସି ଏଜ ରେ ହୋଇଥାଉନା କାହିଁକି ଏହି କେମିକାଲ ର ପରିମାଣ କମ ହେଲେ ଚୁଟି ପାଚିବା ଆରମ୍ଭ ହୋଇଥାଏ । ଦ୍ୱିତୀୟ କାରଣଟି ହେଉଛି ଜେନେରେସନ ର ଡିଏନେ ଉପରେ ଡିପେଣ୍ଡ କରିଥାଏ । କାରଣ ଯଦି ଆପଣଙ୍କ ବାପା କିମ୍ୱା ଜେଜେବାପା , ମା ଙ୍କର 20 , 30 ବୟସରେ ଚୁଟି ପାଚିବା ଆରମ୍ଭ ହୋଇଥାଏ ତ ଆପଣଙ୍କ ଠାରେ ମଧ୍ୟ ଏହା ଦେଖାଯିବ ।

ଏହାକୁ ଦୂର କରିବା ପାଇଁ କୌଣସି ବି ମେଡିସିନ ନାହିଁ କାରଣ ଏବା ଡିଏନେ ପ୍ରବ୍ଲେମ ହୋଇଥାଏ । ତେଣୁ ଏହି ସମସ୍ୟା ବଂଶଧର ଅନୁସାରେ ଲାଗି ରହିଥାଏ , ଏହାକୁ କୌଣସି ମେଡିସିନ ବା ଅଏଲ ଦୂର କରି ପରିନଥାଏ । ପ୍ରଥମତଃ ଆପଣ ନିଜର ଖାଦ୍ୟପେୟ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ , ଅଧିକ ଅଏଲି ଜିନିଷ ଆପଣ ମାନେ ଖାଇବେ ନାହିଁ । ଅଧିକ ମାତ୍ରାରେ ସବୁଜ ପନିପରିବା ଖାଇବା ଆବଶ୍ୟକ । ଗାଜର , ପତ୍ତାକୋବି ଆଦି ସବୁଜ ପନିପରିବା ଉପରେ ଅଧିକ ଧ୍ୟାନ ଦେବେ , ଆପଣ ଯେତେ ପରିମାଣରେ ସବୁଜ ପନିପରିବା ଖାଇବେ ସେତେ ଆପଣଙ୍କ ପାଇଁ ଲାଭଦାୟକ ଅଟେ ।

ଏହାଛଡା ଆପଣ ପ୍ରତିଦିନ ମାର୍କେଟ ରେ ବିକ୍ରି ହେଉଥିବା ଆମଲା ପ୍ରତିଦିନ 2 ଟି ଲେଖାଏଁ ଚୋବାଇ ଚୋବାଇ ଖାଆନ୍ତୁ । ଯଦି ଆପଣ ମୁଣ୍ଡରେ ତେଲ ଲଗୁଥାନ୍ତି , ତ କେବଳ ଦେଶି ନଡିଆ ତେଲକୁ ଘରେ ପ୍ରସ୍ତୁତ କରି ଲଗାଇ ପାରିବେ । ମାର୍କେଟ ରେ ମିଳୁଥିବା ତେଲକୁ ଆଦୌ ଲଗେଇବେ ନାହିଁ , କାରଣ ଏଥିରେ ବହୁତ ପରିମାଣରେ କେମିକାଲ ମିଶ୍ରଣ ହୋଇଥାଏ । ତେଣୁ ଆପଣ ମାନେ କୌଣସି ପ୍ରକାର ଆୟୁର୍ବେଦିକ ବା ମାର୍କେଟ ରୁ ମିଳୁଥିବା କେମିକାଲ ମିଶା ସେମ୍ପ ମଧ୍ୟ ବ୍ୟବହାର କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment