ତେବେ ଆଜି ଆମେ ଏଭଳି ଏକ ପତ୍ର ସମ୍ପର୍କ ରେ ଜାଣିବା ଯାହା ଦ୍ୱାରା ଆମେ ଅନେକ ଉପକାର ଅର୍ଥାତ ଫାଇଦା ପାଇ ପାରିବା | ଏହାକୁ ଆପଣ ନିଜ ଘର ବାଡ଼ିରେ କିମ୍ୱା ଆଖପାଖ ରେ ନିହାତି ଭାବରେ ଦେଖି ଥିବେ, ଅନେକ ଥର ଆପଣ ଏହି ପତ୍ରର ଫାଇଦା ବିଷୟରେ ନ ଜାଣି ଏହି ଗଛକୁ ଉପାଡି ଫିଙ୍ଗି ଦିଅନ୍ତି | ତେବେ ଏହାକୁ ଆମେ ଅମରପୋଇ ଗଛ ବୋଲି କହିଥାଉ ଏହା ଷ୍ଟନ ଭଳି ରୋଗକୁ ମୂଳରୁ ସଫା କରି ଦେଇଥାଏ |
ଯଦି ପରିସ୍ରା କରିବା ସମୟରେ ବାରମ୍ବାର ଜଳନ ହେଉଛି ବା ଯଦି ଆପଣ ଙ୍କୁ କିଡ଼ନୀ ଷ୍ଟନ ଭଳି ସମସ୍ୟା ଅଛି, ଏହା ସହିତ ଯଦି ମୁଣ୍ଡ ବିନ୍ଧୁ ଅଛି ତେବେ ଏହି ପତ୍ର ସମ୍ପର୍କ ରେ ନିହାତି ଭାବରେ ଜାଣନ୍ତୁ | ଅନେକ ସମୟରେ ଲୋକ ମାନେ ଏହାର ତରକାରୀ ପ୍ରସ୍ତୁତ କରି ଖାଇ ଥାଆନ୍ତି ଯାହା ଖାଇବା ପାଇଁ ବହୁତ ଭଲ ଲାଗିଥାଏ ଏବଂ ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକ ଲାଭ ଦାୟକ ହୋଇଥାଏ |
ତେବେ ପ୍ରଥମେ ଆପଣ କିଛି ଅମରପୋଇ ପତ୍ର ତୋଳି ଆଣନ୍ତୁ, ଏହି ପତ୍ର କୁ ଯଦି ଆପଣ ଡେମ୍ଫ ସହିତ ମାଟିରେ ପୋତି ଦେବେ ତେବେ ଏହା ଗଛ ହୋଇ ଯିବ | ସର୍ବ ପ୍ରଥମେ ଆପଣ ଏହି ପତ୍ର କୁ ସଫା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ ଆଉ ମନେ ରଖିବେ କି ଆପଣ ଏହାକୁ ସମ୍ପୂର୍ଣ୍ଣ ତାଜା ପ୍ରୟୋଗ କରିବେ | ତେବେ ଏହାପରେ କିଛି ପତ୍ରକୁ ନେଇ ବାଟି ଦିଅନ୍ତୁ ଯାହାର ରସ ଆପଣ ପ୍ରୟୋଗ କରି ପାରିବେ, ଏହାର କଢ଼ା ମଧ୍ୟ ପ୍ରସ୍ତୁତ କରି ପାରିବେ ଏବଂ ଏହି ପତ୍ର କୁ ଚୋବେଇ ମଧ୍ୟ ଖାଇ ପାରିବେ |
ଯଦି ଆପଣଙ୍କ କିଡ଼ନୀ ରେ ଷ୍ଟନ ଭଳି ସମସ୍ୟା ଅଛି ତେବେ ଆପଣ ଏହାର କାଢ଼ା ପ୍ରସ୍ତୁତ କରି ନିହାତି ସେବନ କରନ୍ତୁ | ଯଦି ଆପଣ ଏହି ପତ୍ର କୁ ବାଟି ଏହାର ଲେପନ ମୁଣ୍ଡରେ ଲଗାଇବେ ତେବେ ମୁଣ୍ଡ ବିନ୍ଧା ସମସ୍ୟା ଆପଣ ଙ୍କର ଦୂର ହୋଇ ଯିବ | ଯଦି ଆପଣ ପରିସ୍ରା କରିବା ସମୟରେ ଜଳନ ହେଉଛି ତେବେ ଏହି ପତ୍ର ର ରସ 5 ଏମେଲେ ନିଅନ୍ତୁ ଏବଂ ସେଥିରେ ଅଳ୍ପ ମହୁ ମିଶାଇ ସେବନ କରନ୍ତୁ ଦେଖିବେ ଏହି ସମସ୍ୟା ଦୂର ହୋଇ ଯିବ |
ତେବେ ଆପଣଙ୍କ କିଡ଼ନୀ ରେ ଯଦି ଷ୍ଟନ ସମସ୍ୟା ଅଛି ତେବେ ଏକ ପାତ୍ର ରେ ନର୍ମାଲ ପାଣି ନିଅନ୍ତୁ | ଏହାପରେ କିଛି ପତ୍ର ଛିଡାଇ ଏହି ପାଣିରେ ପକାଇ ଦିଅନ୍ତୁ ତାପରେ ଏହାକୁ ଗ୍ୟାସ ରେ ବସାଇ ବଏଲ କରନ୍ତୁ | ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଫୁଟି ଫୁଟି ଅଧା ନ ହୋଇ ଯାଇଛି ଏହାପରେ ଏହାକୁ ଅଳ୍ପ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ | ଏହାପରେ ସେଥିରେ ଦୁଇ ଏମେଲେ ମହୁ ମିଶାନ୍ତୁ, ଦିନ କୁ ଦୁଇ ଥର ଆପଣ ଏହାକୁ ସେବନ କରନ୍ତୁ, ଅଳ୍ପ ଉଷୁମ ଥିବା ସମୟରେ ଏହାକୁ ସେବନ କରନ୍ତୁ | ଦେଖିବେ ଆପଣଙ୍କର କିଡ଼ନୀ ଜନିତ ସମସ୍ୟା ଦୂର ହୋଇ ଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।