ତେବେ ବେଶ୍ କିଛି ଦିନ ଧରି ହେବ ସୋସିଆଲ ମିଡିଆରେ ଆଜି କାଲି ଗୋଟିଏ ମାତ୍ର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ବିଷୟରେ ଆପଣ ବେଶ ଭଲ ଭାବରେ ଜାଣିଥିବେ ତାହା ହେଉଛି ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥିବା ଅର୍ଚ୍ଚନା ନାଗ ଙ୍କ କଥା । ଆଉ ଯାହା ଜଣା ପଡିଛି କି ଧନୀ ଓ ପ୍ରଭାବ ଶାଳୀ ଲୋକ ମାନଙ୍କୁ ନିଜର ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖୁଥିଲେ । ଆଉ ସେହି ଅନ୍ତରଙ୍ଗ ମୁହୂର୍ତ୍ତ ର ଫୋଟ କୁ ଉଠାଉଥିଲେ ଅର୍ଚ୍ଚନା ନାଗ ଙ୍କ ସ୍ୱାମୀ ଜଗବନ୍ଧୁ।
ଆଉ ଘଟଣାଟି ଦିନ କୁ ଦିନ ଭିନ୍ନ ଭିନ୍ନ ମୋଡ଼ ନେବାରେ ଲାଗିଛି। ତେବେ ଘଟଣା ଟି ଉପରେ ଟିକିଏ ନଜର ପକାଇବା ।ତେବେ କମିଶନ ଙ୍କ ହାତ ରେ ଅର୍ଚ୍ଚନା ନାଗ ଙ୍କର ସମସ୍ତ ସତ ଧରା ପଡିବା ପରେ ଏବେ ଅର୍ଚ୍ଚନା ନାଗ ଙ୍କର ସମସ୍ତ ଘଟଣା ଉପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଆଉ ଯାହା ଜଣା ପଡିଛି କି ଅର୍ଚ୍ଚନା ଙ୍କର ଯେଉଁ ଯେଉଁ କାର୍ଯ୍ୟ ରେ ହାତ ରହିଛି ତାହାର ଖୋଳ ତାଳ କରିବାକୁ ବର୍ତ୍ତମାନ ଚେଷ୍ଟା ଚଳାଇଛି ପୋଲିସ । ତାହା ସହିତ ଅର୍ଚ୍ଚନା ତିଆରି କରିଥିବା ସାମ୍ରାଜ୍ୟ ସହିତ ତାଙ୍କର ବେଙ୍କ ବେଲେନ୍ସ କୁ ମଧ୍ୟ ଚେକ କରୁଛି ପୋଲିସ ।
ଆଉ ଯାହା ଜଣା ପଡିଛି ଆଦିତ୍ୟ ବିର୍ଲା ଅଫ ହାଉସ ର ମଧ୍ୟ ମାଲିକ ଅର୍ଚ୍ଚନା ଅଛନ୍ତି ବୋଲି ସେ ଫେସବୁକ ଏକାଉଣ୍ଟ ରେ ଲେଖିଛନ୍ତି ।ଆଉ ଯାହା କୁହାଯାଇଛି କି ରିଜର୍ଭ ବ୍ୟାଙ୍କ କୁ ମଧ୍ୟ ଚିଠି ଦିଆ ଯାଇଛି, ଆଉ ଯେଉଁଠି କୁହାଯାଇଛି କି ଅର୍ଚ୍ଚନା ଙ୍କ ନାଁ ରେ ଯେଉଁ ସବୁ ଜାଗା ରେ ତାଙ୍କର ନାଁ ଅଛି ତାହା ବିଷୟରେ ପୋଲିସ କୁ ଜଣାଇବା କୁ ।
ତାହା ସହିତ କୁହାଯାଉଛି କି ଅର୍ଚ୍ଚନା ଅର୍ଥାତ ନିଜର ସ୍ତ୍ରୀ ଙ୍କୁ ଶାରୀରିକ ସମ୍ପର୍କ କାମରେ ଲଗାଇ ଦେଇକି ଜଗବନ୍ଧୁ କରିଥିଲେ ସେମାନଙ୍କ ଭିଡିଓ କୁ ସୁଟିଂ । ଆଉ ସେହି ଭିଡିଓ କୁ ଏଡିଟିଂ କରିକି ସେମାନଙ୍କ ପାଖକୁ ପଠାଉ ଥିଲେ । ଆଉ ଯାହା ଫଳରେ ବ୍ଲାକ ମେଲିଙ୍ଗ କରିକି ସେମାନଙ୍କୁ ମିଳୁଥିଲା ମୋଟା ଅଙ୍କ ର ଟଙ୍କା ।
ଆଉ ଯେଉଁ ଘାଟଣା ଟି ଏବେ ଭାଇରାଲ ହେବା ପରେ ପ୍ରଶ୍ନ ଉଠିଛି କି ତାଙ୍କର ସ୍ୱାମୀ ଜଗବନ୍ଧୁ ସତରେ ତାଙ୍କର ସ୍ୱାମୀ ଥିଲେ, ନା ତାଙ୍କ ସହିତ ଆଉ କଣ ସମ୍ପର୍କ ଥିଲା ଜଗବନ୍ଧୁ ଙ୍କ । ଆଉ ତାହା ନ ହେଇଥିଲେ ସ୍ୱାମୀ ହେଇକି ନିଜ ସ୍ତ୍ରୀ ଙ୍କ ର ଏହିଭଳି ଭାବରେ ଭିଡିଓ ସୁଟ କରିଥାନ୍ତେ ବୋଲି ପ୍ରଶ୍ନ ଉଠିଛି । ଯାହା ଏବେ ସୋସିଆଲ ମିଡିଆରେ ଏହି ଘାଟଣା ଟି ଚହଳ ସୃଷ୍ଟି କରିଛି ।