ଆପଣ ମାନେ ତ ସମସ୍ତେ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭାଇରାଲ ଭିଡିଓ ଆପଣ ଦେଖିଥିବେ । ହେଲେ ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ରେ ଭାଇରାଲ ହେବାରେ ଲାଗିଛି ଯାହା ଆପଣ ମାନେ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ସମାଜରେ ବଢି ଚାଲିଥିବା ଏହି ସବୁ ଅତ୍ୟାଚାର ଯାହା ଏବେ ସୋସିଆଲ ମିଡିଆରେ ରେ ଭାଇରାଲ ହେବାରେ ଲାଗିଛି ।
ହଁ ଆଜ୍ଞା ଭିଡ଼ିଓ ଟିକୁ ଦେଖିଲେ ଆପଣ ଭଲ ଭାବରେ ଜାଣି ପାରିବେ ଓ କହିବେ ପୁଅ କୁ ଜନ୍ମ ଦେବା ବୋଧେ ବାପା ମା ଙ୍କ ର ଭୁଲ ଥିଲା ।ଆଉ ଆଜି ସେହି ଭୁଲ ର ପ୍ରାୟଶ୍ଚିତ ପାଇଁ ଜଣେ ପୁଅ ବାପା ଙ୍କୁ ବିଜୁଳି ଖୁଣ୍ଟ ରେ ବାନ୍ଧି ପିଟି ପିଟି ମାରି ଦେଇଛି ବୋଲି ଜଣା ପଡିଛି।
ଆଉ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଭିଡ଼ିଓ ଟି ଘୁରି ବୁଲୁଛି ।ତେବେ ବାପା ମା ପୁଅଟେ ପାଇଁ କେତେ ଦେବା ଦେବୀ ଙ୍କ ଠାରେ ମାନସିକ ପୂଜା ଆଦି କରିଥାନ୍ତି । ପୁଅ ଟିଏ ଜନ୍ମ ହେଲା ପରେ ବାପା ମା ଭାବିଥାନ୍ତି ବଡ ହେଲେ ଏ ଆମର ଯତ୍ନ ନେବ ଆମ କଥା ବୁଝିବ ଓ ଆମର ସେବା ମଧ୍ୟ କରିବ । ଏହି ଟିକିଏ ଆଶା ପାଇଁ ସେ ନିଜର ପୁଅକୁ ଛୋଟ ରୁ ବଡ଼ ହେବା ଯାଏ ତାହାର ସମସ୍ତ କଥା ତାହାର ସମସ୍ତ ଅଳିଓଝାଟି ମଧ୍ୟ ସେମାନେ ଚୁପ ଚାପ ପୂରଣ କରିଥାନ୍ତି ।
ଯେତେବେଳେ ଯାହା ଭୁଲ କରିଲେ ମଧ୍ୟ ବାପା ମା ହସି ହସି ସହି ଯାଇଥାନ୍ତି କେବେଳ ତାଙ୍କ ପୁଅ ର ଖୁସି ପାଇଁ । ହେଲେ ସେ କଣ ଜାଣିଥିଲା ଯାହାକୁ ସେ ଏତେ ଖୁସି ଏତେ ଯତ୍ନ ର ସହିତ ପାଳି ପୋଷି ମଣିଷ କରିଥିଲା ସେଇ ଅ ମଣିଷ ପୁଅଟେ ପାଇଁ ଆଜି ତାହାର ଜୀବନ ଚାଲିଯିବ ବୋଲି ।
ତେବେ ଏମିତି ଏକ ଲୋମ ଟଙ୍କୁରା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡ଼ିଓ ରେ ଦେଖା ଯାଇଛି ଯେ ଜଣେ ପୁଅ ଜଣେ ମହିଳା ଙ୍କ ସହିତ ମିଶି ନିଜ ଜନ୍ମ କଲା ବାପା ଙ୍କୁ ବିଜୁଳି ଖୁଣ୍ଟ ରେ ବାନ୍ଧି ଗୋରୁ ଗାଈ ଙ୍କୁ ଯେମିତି ଲୋକେ ମାରନ୍ତି ତାହାଠାରୁ ଅଧିକ ଯନ୍ତ୍ରଣା ଦାୟକ ମାଡ଼ ମାରୁଥିବା ଦେଖା ଯାଇଛି ।ବୁଢ଼ା ବାପା ଟି ଯେତେ ଚିତ୍କାର କରୁଥାଏ ତାଙ୍କ କଥା ସେ ସୈତାନ ପୁଅ ର କାନ ଶୁଭୁ ନଥିଲା । ଥରୁଟିଏ ଭାବିଲା ନାହିଁ ଯେ ସେ କାହା ପାଇଁ ଆଜି ଦୁନିଆ ଦେଖିଲା । ଏମିତି ନିର୍ଦୟ ହୋଇ ଠେଙ୍ଗା ରେ ପିଟି ପିଟି ନିଜର ଜନ୍ମ କଲା ବାପା ଙ୍କୁ ଜୀବନ ରୁ ମାରିଦେଲା ସୈତାନ ପୁଅ ।