ଥରେ ଶୁଣନ୍ତୁ ବଳଭଦ୍ର ଜେନାଙ୍କ କଣ୍ଠରୁ ଭଜନ ଓ ଆଧୁନିକ ଗୀତର ରିମିକ୍ସ ( Rimix )… ନିଆଁ ଭଳି ଭିଡ଼ିଓ ହେଲା ଭାଇରାଲ…

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ପ୍ରତେକ ଦିନ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବା ଘଟଣା ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ଆଉ ଏହି ସୋସିଆଲ ମିଡ଼ିଆରେ ଜରିଆରେ ଲୋକ ମାନେ ନିଜ ଭିତରେ ଥିବା କଳା କୁ ଦେଖାଇ ଲୋକ ମାନଙ୍କ ପାଖରେ ମଧ୍ୟ ଅତି ସହଜରେ ପହଞ୍ଚି ପାରୁଥିବାର ଘଟଣା ବିଷୟରେ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ ।

ତେବେ ବର୍ତ୍ତମାନ ସେଭଳି ଏକ ଭିଡ଼ିଓ ଟେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ଦେଖା ଯାଇଛି । ଏକ ନୂଆ ଅନ୍ଦାଜ ରେ ସୁନ୍ଦର ଭାବରେ ଗୀତ ମାଧ୍ୟମରେ ଗାଇବାକୁ ଲାଗୁଛନ୍ତି ଆଧୁନିକ ଆଉ ଭଜନ ଗୀତ ର ରିମିକ୍ସ । ଆଉ ଯାହା କୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ତାହେଲେ ଭାଇରାଲ ହେଉଥିବା ସେହି ଗୀତ ଉପରେ ଟିକିଏ ନଜର ପକାଇବା ।ତେବେ ଭାଇରାଲ ହେଉଥିବା ଏହି ଆଧୁନିକ ଆଉ ଭଜନ ଗୀତ ର ରିମିକ୍ସ କୁ ଗାଉଛନ୍ତୁ ବଳଭଦ୍ର ନାମକ ଜଣେ ଲୋକ । ଆଉ ନିଜ ପାଖରେ ଥିବା କଳା ଆଉ ଦକ୍ଷତା ମାଧ୍ୟମରେ ସେ ଦର୍ଶକ ଙ୍କର ମନକୁ ମଧ୍ୟ ବେଶ ଭଲ ଭାବରେ ମୋହି ନେଉଥିବାର ଦେଖିବାକୁ ମିଳିଛି ।ଆଉ ଦେଖା ଯାଇଛି କି ଭିଡ଼ିଓ ଟିରେ ଏକ ଅନୁଷ୍ଠାନ ରେ ସୁନ୍ଦର କଣ୍ଠ ରେ ବଳଭଦ୍ର ନାମକ ଜଣେ ଲୋକ ଗାଇବାକୁ ଲାଗିଛନ୍ତି ଆଧୁନିକ ଗୀତ ସାଙ୍ଗକୁ ଭଜନ ର ରିମିକ୍ସ ।


ଆଉ ଯାହାକୁ ତାଙ୍କର ମଧୁର ଅନ୍ଦାଜ ରେ ପ୍ରକାଶ କରିଛନ୍ତି ।ଆଉ ଦେଖା ଯାଉଛି କି ଲୋକ ମାନଙ୍କ ଗୀତ ର ତାଳ ସହିତ ହାତରେ ଧରିଥିବା ଝୁମକା କୁ ମଧ୍ୟ ବଜାଇବା ରେ ଲାଗିଛନ୍ତି । ଆଉ ତାଙ୍କର ଗୀତ ସହିତ ତାଳ ଦେବା ପାଇଁ ଅନ୍ୟ କେତେ ଜଣ ଲୋକ ମଧ୍ୟ ଅଛନ୍ତି । ଆଉ ସେମାନେ ବାଜା ଆଦି ଧରିକି ସୁନ୍ଦର ଭାବରେ ଗୀତ ସହିତ ତାଳ ଦେଇକି ବଜେଇବାରେ ଲାଗି ପଡିଛନ୍ତି । ଆଉ ସେହି ଗୀତର ସ୍ୱର ଆଉ ତାଳ ଏତେ ଆକର୍ଷଣୀୟ ଥିଲା କି ତାହା ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ ମଧ୍ୟ କରେଇଥିଲା ।


ତେବେ ଏକ ଭିନ୍ନ ଅନ୍ଦାଜ ରେ ଏହି ଗୀତ ଟିକୁ ଗାଇବା ଫଳରେ ପାଖରେ ଥିବା ଲୋକ ମାନେ ମଧ୍ୟ ଏହି ଗୀତ କୁ ଶୁଣିବା ପାଇଁ ବେଶ ଆଗ୍ରହୀ ହୋଇ ପଡିଥିଲେ । ଆଉ ଏହି ଭଳି ଗୀତ ଗାଇବାର ଶୌଳୀ ଏକ ନିଆରା ଶୌଳୀ ହୋଇଥିବାରୁ ଏହି ଗୀତ କୁ ଶୁଣିବା ପାଇଁ ମଧ୍ୟ ଲୋକଙ୍କ ମନରେ ବହୁତ ଆଗ୍ରହ ଜନ୍ମି ଥିଲା । ଆଉ କେହି ଜଣେ ଏହି ଭିଡିଓଟିକୁ ମୋବାଇଲ ରେ ଉଠାଇ ସୋସିଆଲ ମିଡ଼ିଆରେ ଭାଇରାଲ କରେଇ ଦେଇଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Leave a Comment