ଦୁର୍ଲଭ ବସୁନ୍ଧରା ସାପ ( Trinket snake ) ର ଦିଲ ଦୋହଲି ଦେବା ଭଳି ଦୃଶ୍ୟ, ଖତରନାକ ରେସକ୍ୟୁ… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ.

ସାଧାରଣତଃ ସାପ କୁ ଆମେ ପ୍ରାୟ ସ୍ଥାନ ରେ ଦେଖିବାକୁ ପାଇ ଥାଉ ଏବଂ ବିଭିନ୍ନ ପ୍ରଜାତି ର ମଧ୍ୟ ସାପ ରହିଛନ୍ତି | କେଉଁଠି ବିଷଧର ସାପ ତ ଆଉ କେଉଁଠି ସାପ ଭୟଙ୍କର ଦେଖାଯାଏ କିନ୍ତୁ ସାପ ଟିର ବିଷ ନଥାଏ | ସାପ ନାଁ ଶୁଣିଲେ ଦେହ ଭୟ ରେ ଶୀତେଇ ଉଠେ ସେ ସାପ ର ବିଷ ଥାଉ କି ନଥାଉ ଦେଖି ଦେଲେ ମଣିଷ ଆତଙ୍କିତ ହୋଇ ପଡେ ଆଉ ତା ପାଖକୁ ଯିବା କଥା ଭାବିଲେ ମନ ରେ ଛନକା ପଳେଇ ଆସେ |

କାରଣ ଏହା ସତ ଯେ ସାପ ଦଂଶନ କରିବା ଦ୍ୱାରା ଅନେକ ଲୋକ ଙ୍କର ଜୀବନ ମଧ୍ୟ ଚାଲି ଯାଇଛି | ସାପ ଯଦି ଥରେ ଦଂଶନ କରିଛି ତେବେ ସେହି ବ୍ୟକ୍ତିର ଜୀବନ ବଞ୍ଚାଇବା ବହୁତ କଷ୍ଟକର ହୋଇ ପଡି ଥାଏ | ତେବେ ଆଜିକାଲି ର ଲୋକ କିନ୍ତୁ ସତର୍କ ଓ ସଚେତନ ହୋଇ ଗଲେଣି କେଉଁଠି ଯଦି ବିଷାକ୍ତ ସାପ ଦେଖୁଛନ୍ତି ତେବେ ସଂଗେ ସଂଗେ ସାପ ଧରାଳି ଙ୍କ ସହ ଯୋଗାଯୋଗ କରୁଛନ୍ତି | ତେବେ ବିଷଧର ସାପ କୁ ନେଇ ପ୍ରାୟ କିଛି ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳି ଥାଏ |

ଆପଣ ତ ଜାଣିଛନ୍ତି ପ୍ରାୟତଃ ଭଦ୍ରକ ଜିଲ୍ଲା ରେ ହିଁ ସାପ ଅଧିକାଂଶ ଦେଖିବା ପାଇଁ ମିଳେ ଆଉ ପୁଣି ଥରେ ସେହି ଭଦ୍ରକ ଜିଲ୍ଲା ରେ ସାପ ଦେଖିବା ପାଇଁ ମିଳିଛି ଯାହାକୁ ନେଇ ଖୁବ ଚହଳ ମଧ୍ୟ ସୃଷ୍ଟି ହୋଇ ଥିଲା | ତେବେ ସୂଚନା ମୁତାବକ ଭଦ୍ରକ ଜିଲ୍ଲା ର ଏକ ଗ୍ରାମରେ ହଠାତ ଏକ ବିରଳ ଭିନ୍ନ ରଙ୍ଗର ବିଷଧର ସାପ ଦେଖିବା ପାଇଁ ମିଳି ଥିଲା |

ଏହି ଭୟଙ୍କର ସାପ କୁ ଦେଖି ପ୍ରଥମେ ଗ୍ରାମ ବାସୀ ଖୁବ ଭୟଭୀତ ହୋଇ ଯାଇ ଥିଲେ | କାରଣ ଏହି ବିଷଧର ସାପ ଟି ଯେଉଁଭଳି ଭାବରେ ଭୟଙ୍କର ଗର୍ଜନ କରୁ ଥିଲା ତାହାକୁ ଯିଏ ଦେଖି ଥିଲେ ବି ଭୟଭୀତ ହୋଇ ଯାଇ ଥାଆନ୍ତା |


ତେବେ ପରେ ପରେ ଗ୍ରାମ ବାସୀ ସାପ ଧରାଳି ଙ୍କ ସହ ଯୋଗାଯୋଗ କରି ତାଙ୍କୁ ସେହି ଗ୍ରାମକୁ ଡକାଇ ଥିଲେ | ସାପ ଧରାଳି ମଧ୍ୟ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସେହି ବିଷଧର ସାପ କୁ ନିଜର ବିଦ୍ୟା ର କୌଶଳ କ୍ରମେ ସାପ ଟିକୁ ଧରିବାରେ ସକ୍ଷମ ହୋଇ ପାରି ଥିଲେ | ଆଉ ସାପ ଟିକୁ ଏକ ବୁରା ରେ ପୁରାଇ ଜଙ୍ଗଲ କୁ ନେଇ ଯାଇ ଥିଲେ | ତେବେ ବର୍ତ୍ତମାନ ସମୟରେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଯିଏ ବି ଏହାକୁ ଦେଖିବ ସେ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment