ଦେଖନ୍ତୁ ପ୍ରଥମ ଥର ପାଇଁ taranga ସିରିଏଲ୍ ଝିଅ ଆମର ନୂଆ ବୋହୂର ମୁଖ୍ୟ ନାୟିକା ପୂଜା ଙ୍କ ପରିବାର ଆଉ ଭାଈ ..ଭଉଣୀ ସମ୍ପର୍କରେ…

ଆପଣ ମନେ ସମସ୍ତେ ଜାଣିଥିବେ କି ଆମ ଦେଶ କଳା ଓ ସଂସ୍କୃତିର ଏକ ରୂପ। କଳାକାର ହେଉଛନ୍ତି କଳା ର ପ୍ରେମୀ ।ଆଉ ତାଙ୍କର ଅଭିନୟ ର ଯାଦୁ ମାଧ୍ୟମରେ ସେମାନେ ଦର୍ଶକ ମାନଙ୍କୁ କରିଥାନ୍ତି ପାଗଳ । ଆଉ ଯାହା ପାଇଁ ଦର୍ଶକ ମାନେ ମଧ୍ୟ ଚାହିଁକି ରହିଥାନ୍ତି ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ କୁ ଟିକିଏ ଦେଖିବା ପାଇଁ, ଆଉ ମନର କ୍ଳାନ୍ତି କୁ ସବୁଦିନ ପାଇଁ ଦୂର କରିଦେବା ପାଇଁ । ତେଣୁ ସେଭଳି ଜଣେ କଳା କାର ଯିଏ କି ନିଜର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ମନ ଜିତି ପାରିଛନ୍ତି।

ଆଉ ଆଜି ସେହି ଅଭିନେତ୍ରୀ ଙ୍କ କ୍ୟାରିୟର ଏବଂ ତାର ପରିବାର ବିଷୟରେ ଜଣାଇବୁ। ତାହେଲେ ଆଜି ଆମେ ଜାଣିବା କି ସେ କଣ ସବୁ ତାଙ୍କର ଅଭିନୟ ରହିଥିଲା। ସାଧାରଣତଃ ଗାଁ ଗହଳିର ଲୋକ ଏବଂ ସହରର ମଧ୍ୟ ସମସ୍ତେ କାମରୁ ଫୁରସତ ମିଳିଲେ ଟିଭି ହେଉ ବା ମୋବାଇଲ୍ ରେ ଓଡ଼ିଆ ଧାରାବାହିକ ଦେଖିଥାନ୍ତି।

ତେବେ ସେ ଯାହା ହେଉ ନା କାହିଁକି ଯଦି ଆପଣଙ୍କ ମନରେ କଳା ପ୍ରତି ଭକ୍ତି ଭାବ ଥିବ ଆଉ ଆପଣ କଳାକୁ ଭଲ ପାଉଥିବେ , ତାହେଲେ ସେ ଯାତ୍ରା ହେଉ କି ଫିଲ୍ମ ବା ଧାରାବାହିକ ଆପଣଙ୍କୁ ଭଲ ଲାଗିବ । ତେବେ ସେହି ପରି ଜଣେ ସିରିଏଲ ଜଗତ ସହିତ କାମ କରୁଥିବା କଳାକାର ଜଣଙ୍କ ବିଷୟରେ କହିବୁ। ତେବେ ସେ ହେଉଛନ୍ତି ପୁଜା ବା ଲବ୍ରିନ୍ ଖାନାମ।

ଆଉ ଅଭିନେତ୍ରୀ ଜଣକ ହେଉଛନ୍ତି ଓଡ଼ିଆ ଧାରାବାହିକ ଝିଅ ଆମର ନୂଆବୋହୁ ରେ ଅଭିନୟ କରିଥିଲେ। କିନ୍ତୁ ଆପଣ କଣ ଜାଣିଛନ୍ତି ଲବ୍ରିନ୍ ଖାନାମ ଙ୍କ ପରିବାର ବିଷୟରେ। ତେବେ ଲବ୍ରିନ୍ ଖାନାମ ଙ୍କୁ ଆପଣ ମାନେ ଏହି ସିରିଏଲରେ ପ୍ରଥମ ଥର ଦେଖିବାକୁ ପାଇଥିବେ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଲବ୍ରିନ୍ ଖାନାମ ସିରିଏଲ ଦୁନିଆକୁ ଆସିବା ପୂର୍ବରୁ ବହୁତ କଷ୍ଟ କରିଥିଲେ ମୁମ୍ବାଇରେ।


ତେବେ ସେ ମୁମ୍ବାଇରେ ମଡଲିଂ କରୁଥିଲେ।ଆଉ ସେହି ମଡଲିଂ ରେ ଅଳ୍ପ କିଛି ସଫଳତା ମଧ୍ୟ ହାସଲ କରିଥିଲେ। ଆଉ ଏହାପରେ ତାଙ୍କର ନିଜ ଘର ଅର୍ଥାତ୍ ବାଲେଶ୍ଵର ରେ ଆସି ଏକ ଆକ୍ଟିଙ୍ଗ କ୍ଲାସ୍ ଖୋଲିଥିଲେ। ଯେଉଁ କ୍ଲାସ୍ ମାଧ୍ୟମରେ ନୂଆ ନୂଆ ଆକ୍ଟିଙ୍ଗ ଶିଖିବା ପାଇଁ ଚାହୁଁଥିବା ପିଲା ମାନଙ୍କୁ ସିରିଏଲରେ କାମ ଦେଉଥିଲେ। ଠିକ୍ ସେହି ସମୟରେ ଯେତେବେଳେ ଝିଅ ଆମର ନୂଆ ବୋହୂ ସିରିଏଲ ର ଅଡ଼ିସନ ଆରମ୍ଭ ହେଲା ସେତେବେଳେ ସେ ନିଜେ ହିଁ ଆସିଥିଲେ ଅଡ଼ିସନ ଦେବା ପାଇଁ ଏବଂ ସେ ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିବାର ସୁଯୋଗ ପାଇଥିଲେ।

ଯାହାପରେ ସେ ଏହି ସିରିଏଲରେ କାମ କରିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସେ ଏହି ସିରିଏଲରେ କାମ କରିବା ଛାଡ଼ି ଦେଇଛନ୍ତି। ପୁଣିଥରେ ସେ ତାର ଆକ୍ଟିଙ୍ଗ କ୍ଲାସ୍ କୁ ଫେରି ଯାଇଛନ୍ତି। ଆଉ ତାଙ୍କ ପରିବାରରେ ତାଙ୍କ ବାପା, ମା, ତାଙ୍କଠୁ ଜଣେ ବଡ଼ ଭାଇ ଓ ଜଣେ ସାନ ଭଉଣୀ ଅଛନ୍ତି। ଯାହାର ଫଟୋ କୁ ଏବେ ସେ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment