ଦେଖନ୍ତୁ ଭାଇରାଲ Video – ଘୋଡା ହାତୀ ଗଣ୍ଡା ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା ! rani panda ହଟ ” hot ” ଜବରଦସ୍ତ ସିନ୍ …..

ଅନେକ ଦର୍ଶକ ଅଛନ୍ତି ଯେଉଁ ମାନେ ଖୁବ ଯାତ୍ରା ପ୍ରିୟ ହୋଇ ଥାଆନ୍ତି ଏବଂ ଯାତ୍ରା ରେ ଏତେ ନିଶା ରହି ଥାଏ କି ରାତି ଅନିଦ୍ରା ରହି ସେହି ଯାତ୍ରା ର ସିନ କୁ ଉପଭୋଗ କରି ଥାଆନ୍ତି | ତେବେ ଆପଣ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ତ ବେସ ଭଲ ଭାବରେ ଜାଣିଛନ୍ତି, ଯିଏ କି ଯାତ୍ରା ଜଗତ ର କୁଇନ ଅଟନ୍ତି | ଏହା ସହିତ ରାଣୀ ପଣ୍ଡା ଓଲିଓଡ଼ ରେ ମଧ୍ୟ ଅନେକ ଆଇଟମ ଗୀତ ରେ ନିଜର ଜଲବା ଦେଖାଇଛନ୍ତି ଏବଂ ଅନେକ କମେଡି ସୋ ରେ ମଧ୍ୟ ଅଭିନୟ କରି ଦେଖାଇଛନ୍ତି | ରାଣୀ ପଣ୍ଡା ଙ୍କର ଏକ ଯାତ୍ରା “ଘୋଡ଼ା ହାତୀ ଗଣ୍ଡା ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା” ଏଥିରେ ଏକ ଜବରଦସ୍ତ ରେପ ସିନ ଦେଖିବା ପାଇଁ ମିଳିଛି ଯାହାକି ଦେଖିଲେ ଆପଣ ମଧ୍ୟ ଆଖି ଫେରାଇ ନେଇ ପାରିବେ ନାହିଁ |
ତେବେ ଏଥିରେ ଦେଖିବା ପାଇଁ ମିଳିଛି କି ଭିଲିଆନ ରାଣୀ ଙ୍କୁ କହୁଛି କି ରାଣୀ ତମ ପିଠି ରେ କାଦୁଅ ଲାଗି ଯାଇଛି ଛାଡ଼ ମୁଁ ପୋଛି ଦିଅ କିନ୍ତୁ ରାଣୀ ମନା କଲେ ମଧ୍ୟ ସେ ତାଙ୍କ ପିଠି ପୋଛି ଦେବା ପାଇଁ ବାଧ୍ୟ କରୁଛନ୍ତି | ପରେ ପରେ ରାଣୀ ପଣ୍ଡା ରାଗି ଯାଇ ବ୍ୟକ୍ତି ଜଣଙ୍କୁ ଚାପୁଡ଼ା ମାରୁଛନ୍ତି ଯାହାକି ଭିଲିଆନ ରାଗିକି କହୁଛି କି ଏ ରାଣୀ ତୁ ମୋ ଉପରେ ହାତ ଉଠେଇ ଦେଲୁ |

ଏହାପରେ ରାଣୀ ପଣ୍ଡା କହିଛନ୍ତି କି କଣ ଟା ହେଇ ଗଲା ସେଇଠୁ ଯଦି ତୋ ଉପରେ ହାତ ଉଠେଇ ଦେଲି ତୁ ମୋ ଦେହରେ ହାତ ଲଗେଲୁ ତୁ କଣ ଭଡୁଆ ନୁହେଁ କି | ତାପରେ ଭିଲିଆନ କହୁଛି କି ତୁ ଏହି ଭଡୁଆ ପରିଚୟ ପାଇଛୁ ଛତରଖାଇ ରୁ ଆଜି ଟି ସମାଜସେବୀ ହୋଇ ଯାଇଛୁ କାହିଁକି ନା ମୁଁ ତତେ ଗଣି ଗଣିକି 25 ଲକ୍ଷ ଟଙ୍କା ଦେଇଛି |

ଏହାପରେ ରାଣୀ ପଣ୍ଡା କହୁଛନ୍ତି କି ମୁଁ ବି ତତେ ଗଣି ଗଣିକି 50 ଲକ୍ଷ ଟଙ୍କା ଦେବି ଯା ତୋ ମା କୁ ଆଉ କାହା ପାଖରେ ଶୁଆଇ ଦେବୁ | ଏହାପରେ ଭିଲିଆନ ଯେତେବେଳେ ରାଗିକି ହେ ରାଣୀ ପଣ୍ଡା ଡାକିଚି ସେତେବେଳେ ରାଣୀପଣ୍ଡା କହିଛନ୍ତି କି ହେ ରାଣୀ ପଣ୍ଡା ଦେବି ଯୋଡିଏ ଅଣ୍ଡା ଅଣ୍ଡା ଯିବ ଫାଟି ତୁ ଶଳାଟି ଦେବୁ ଚାଟି | ତେବେ ଏହି ଡାଇଲଗ ଟି ଶୁଣିବା ପରେ ଯାତ୍ରା ପେଣ୍ଡାଲ ତଳେ ବସିଥିବା ଦର୍ଶକ ମଧ୍ୟ ତାଳି ମାରି କମ୍ପେଇ ଦେଇ ଥିଲେ | ଯାହାକି ଏହି ରେପ ସିନ ର ଡାଇଲଗ ଟି ମଧ୍ୟ ଖୁବ ଭାଇରାଲ ହୋଇଛି ଏହାକୁ ଦେଖି ରାଣୀ ପଣ୍ଡା ଙ୍କୁ ଅନେକ ଦର୍ଶକ ପ୍ରଶଂସା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment