ଦେଖନ୍ତୁ ଭିଡ଼ିଓ ! ରାଗରେ ନିଜ ଭିଡ଼ିଓ ନିଜେ ଭାଇରାଲ କଲେ ଏହି କଲେଜ ଛାତ୍ରୀ, ଭିଡ଼ିଓଟି ଏବେ ନିଆଁ ଭଳି ଭାଇରାଲ ହେଉଛି….

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ତ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ଗେଉଥିବାର ଆପଣ ମାନେ ଦେଖୁଥିବେ | ଆଉ ଯାହା କୁହା ଯାଏ କି ଓଡ଼ିଶାର ରୀତି ନୀତି ଆଉ ପରମ୍ପରା ବିଷୟରେ ଯେତେ ପ୍ରସଂଶା କରିଲେ ମଧ୍ୟ ତାହା କମିଯିବ | ତେବେ ଆମେ ଜାଣିଛୁ କି ଓଡ଼ିଶା ରେ 30 ଟି ଜିଲ୍ଲା ରହିଛି | ଆଉ ସବୁ ଜାଗାରେ ଦେଖିବାକୁ ମିଳିଥାଏ ଭିନ୍ନ ଭିନ୍ନ ପ୍ରଥା ଆଉ ପରମ୍ପରା |

ଆଉ ତାହା ସହିତ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାଷା, ପର୍ବ ପର୍ବାଣି ମଧ୍ୟ ଦେଖା ଯାଇଥାଏ , ତାହା ସହିତ ସେମାନଙ୍କର ନୃତ୍ୟ ମଧ୍ୟ ଅଲଗା ଅଲଗା ହୋଇଥାଏ | ତେବେ ସେହି ଭଳି ଓଡ଼ିଶାରେ ଥିବା ସମ୍ବଲପୁର ବିଷୟରେ ଗୀତ ମାଧ୍ୟମରେ ସମସ୍ତ କଥା କୁ ପ୍ରକାଶ କରିଛନ୍ତି ଝିଅ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଝିଅ ଜଣଙ୍କ କଣ କହିଛନ୍ତି ତାହା ଉପରେ ଅଧିକ ଆଲୋଚନା କରିବା |

ତେବେ କୁହାଯାଏ କି ଓଡିଶା ହେଉଛି ଏକ ଏଭଳି ରାଜ୍ୟ ଯେଉଁଥିରେ ବିଭିନ୍ନ ଭାଷା ଭାଷୀ ର ଲୋକମାନେ ବାସ କରିଥାନ୍ତି | ସେଥିପାଇଁ ତ କୁହାଯାଏ ଓଡ଼ିଶାରେ ବିଭିନ୍ନତା ମଧ୍ୟରେ ଦେଖା ଯାଇଥାଏ ଏକତା | ଠିକ ସେହିଭଳି ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଝିଅ ଜଣଙ୍କ ପ୍ରକାଶ କରିଛନ୍ତି ସମ୍ବଲପୁର ବିଷୟରେ | ଅର୍ଥାତ ଝିଅ ଜଣଙ୍କ ପଶ୍ଚିମ ଓଡିଶା ବିଷୟରେ ପ୍ରକାଶ କରିବା ପାଇଁ ଲାଗିଛନ୍ତି | ଆଉ ବୁଲି ଆସ ଥରେ ଗୀତ ଟିକୁ ବହୁତ ସୁନ୍ଦର ଭାବରେ ଗାଇଛନ୍ତି |

ତେବେ ସେ କହିଛନ୍ତି କି ପଶ୍ଚିମ ଓଡିଶା ରେ ପାଳନ ହୋଇଥାଏ ବିଭିନ୍ନ ପ୍ରକାରର ପର୍ବ, ଆଉ ଯାହା ମଧ୍ୟରେ ଏକ ପ୍ରସିଦ୍ଧ ପର୍ବ ହେଉଛି ନୂଆ ଖାଇ | ଆଉ ତାହା ସହିତ ପଶ୍ଚିମ ଓଡିଶା ରେ ଥିବା ସବୁଜ ଶସ୍ୟ କ୍ଷେତ୍ର କଥା କହିଛନ୍ତି ଝିଅ ଜଣଙ୍କ | ତାହା ସହିତ ପଶ୍ଚିମ ଓଡିଶା ରେ ବାସ କରୁଥିବା ପ୍ରତେକ ଲୋକ ମାନଙ୍କ ମଧ୍ୟରେ କେତେ ଭଲ ପାଇବା ଓ ଆନ୍ତରିକତା ରହିଛି, ସେ କଥା ମଧ୍ୟ ସୁନ୍ଦର ଭାବରେ ଗୀତ ମାଧମରେ କହିଛନ୍ତି |

ତାହା ସହିତ ସେ ଝିଅ ଟି କହିଛନ୍ତି କି ଏଠି ନୂଆଖାଇ ଭେଟ ଘାଟ ପାଳନ ହୋଇଥାଏ | ଆଉ ସମ୍ବଲପୁରୀ ନାଚ ବେଶ ଫେମସ ସମସ୍ତଙ୍କ ପାଖରେ ବୋଲି କହିଛନ୍ତି | ତାହା ବ୍ୟତୀତ ହୀରାକୁଦ କୁ କେତେ ଲୋକ ମାନେ ଆସନ୍ତି ଦେଖିବା ପାଇଁ, ଆଉ ଯାହା କି ପର୍ଯ୍ୟଟକ ମାନଙ୍କର ଏକ ପ୍ରସିଦ୍ଧ ସ୍ଥାନ ବୋଲି ମଧ୍ୟ କହିଛନ୍ତି |

ତାହା ସହିତ ଝିଅ ଜଣଙ୍କ ଗୀତ ମାଧ୍ୟମରେ କହିଛନ୍ତି କି ସମ୍ବଲବଶ୍ବରୀ କିଭଳି ପଶ୍ଚିମ ଓଡିଶା ର ଲୋକ ମାନଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ରଖିଛନ୍ତି, ସେ କଥା ମଧ୍ୟ ଗୀତ ଜରିଆରେ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି | ଆଉ ଝିଅଟିର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment