ଦେଖନ୍ତୁ ଭିଡ଼ିଓ : ମ୍ୟାଡ଼ାମ କାହିଁକି ଏ ଭୁଲ କଲ…ଶିକ୍ଷିତ ହୋଇ ଶେଷରେ…. ଛିଃ ଛିଃ…ଏ ମ୍ୟାଡାମ୍ ଙ୍କ କାରନାମା ଶୁଣିଲେ ଆପଣ ବି ଘୃଣା କରିବେ

କମିଶନର ପୋଲିସ କବଜା ରେ ବ୍ଲାକମେଲ କରୁଥିବା ମହିଳା, ରାଜନେତା ଓ ପ୍ରଯୋଜକ ଙ୍କୁ ବ୍ଲାକମେଲ କରି ଟଙ୍କା ହଡ଼ପ କରୁଥିବା ଜଣେ ମହିଳା ଙ୍କୁ ଖଣ୍ଡଗିରି ର ପୋଲିସ ଗିରଫ କରି ଥିବାର ସୂଚନା ମିଳିଛି | ସମ୍ପୂକ୍ତ ମହିଳା ଙ୍କ ପାଖରୁ ପୋଲିସ ଦୁଇଟି ପେଣ୍ଡ୍ରାଇଭ ଜବତ କରି ଥିବାର ଜଣା ପଡ଼ିଛି | କିଛି ଦିନ ପୂର୍ବରୁ ମହିଳା ଙ୍କ ବିରୋଧ ରେ ଜଣେ ସିନେ ପ୍ରଯୋଜକ ଙ୍କୁ ବ୍ଲାକମେଲ କରୁ ଥିବାର ଅଭିଯୋଗ ଆଣି ଥିଲେ |

ପୂର୍ବରୁ କିଛି ନେତା ଓ ପ୍ରଯୋଜକ ଙ୍କୁ ମହିଳା ଜଣଙ୍କ ବ୍ଲାକମେଲ କରୁ ଥିବାର ଅଭିଯୋଗ ହୋଇ ଥିଲା | ପୋଲିସ ଏହି ଘଟଣା ର ତଦନ୍ତ କରିଥିବା ବେଳେ ମହିଳା ଙ୍କୁ ଗିରଫ କରା ଯିବା ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ | ତେବେ ବର୍ତ୍ତମାନ ସମୟରେ ଯେଉଁ ମହିଳା ଙ୍କ ନାଁ ରେ ଅଭିଯୋଗ ଆସୁଛି ସେ ଲଗାତାର ଭାବରେ କିଛି ନେତା ଓ ପ୍ରଯୋଜକ ଙ୍କୁ ବ୍ଲାକମେଲ କରୁ ଥିଲେ ଆଉ ବାରମ୍ବାର ତାଙ୍କ ନାଁ ରେ ଅଭିଯୋଗ ମଧ୍ୟ ଆଣୁ ଥିଲେ ଏବଂ ଟଙ୍କା ମଧ୍ୟ ମାଗୁ ଥିଲେ |

 

ଆଉ ଲଗାତାର ଭାବରେ ତାଙ୍କୁ ପୋଲିସ ମଧ୍ୟ ଖୋଜୁ ଥିଲା ଆଉ ଧ୍ୟାନ ରେ ରଖୁ ଥିଲା | ଯାହାକି ମହିଳା ଙ୍କ ନାଁ ରେ ପାଖାପାଖି 3ଟି ମାମଲା ରୁଜୁ ହୋଇ ଥିଲା ଏବଂ 2022 ମସିହା ରେ 2ଟି ମାମଲା ରୁଜୁ ହୋଇ ଥିଲା | 5 ଟି ମାମଲା କୁ ଆଧାର କରି ପୋଲିସ ମହିଳା ଜଣଙ୍କୁ ଖୋଜା ଖୋଜି କରୁଥିଲା ଆଉ ଗତକାଲି ରାତିରେ ହିଁ ତାଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି | ତେବେ ପଚରା ଉଚରା ସମୟରେ ମହିଳା ଙ୍କ ପାଖରୁ 2ଟି ପେଣ୍ଡ୍ରାଇଭ ଓ ଦୁଇଟି ମୋବାଇଲ ମିଳିଛି ଆଉ ଏହି ପେଣ୍ଡ୍ରାଇଭ ରେ ତାଙ୍କର ନେତା ଙ୍କ ସହିତ କେଉଁଭଳି ଭାବରେ ସମ୍ପର୍କ ଓ ଯାହା ବି ସତ ଏଥିରେ ସବୁ ରହିଛି |

ତେବେ ମହିଳା ଜଣଙ୍କ କିଛିଦିନ ପୂର୍ବରୁ ଏକ ପ୍ରଯୋଜକ ଙ୍କ ନାଁ ରେ ଅଭିଯୋଗ ଆଣି ଥିଲେ କି ପ୍ରଯୋଜକ ତାଙ୍କୁ ଅଶ୍ଳୀଳ ଫଟୋ ଦେଖାଇ ଖରାପ ବ୍ୟବହାର କରୁଛି | କିନ୍ତୁ ଅନ୍ୟ ପଟରେ ସେହି ପ୍ରଯୋଜକ ଥାନାରେ ଅଭିଯୋଗ କରିଛନ୍ତି କି ମହିଳା ଜଣଙ୍କ ତାଙ୍କୁ ବ୍ଲାକମେଲ କରି 3କୋଟି ଟଙ୍କା ଡିମାଣ୍ଡ କରୁଛନ୍ତି |

ତେବେ ବର୍ତ୍ତମାନ ସମୟରେ ଯେତେ ବେଳେ ମହିଳା ଙ୍କ ନାଁ ରେ ଲଗାତାର ଅଭିଯୋଗ ଆସିଲା ସେତେ ବେଳେ ପୋଲିସ ମହିଳା ଙ୍କୁ ଗିରଫ କରିଛି | ତେବେ ଘଟଣା ଟି କଣ ଆଉ ମହିଳା ଜଣଙ୍କ କେଉଁ ଫଟୋ ଦେଖାଇ ଏତେ ବ୍ଲାକମେଲ କରୁ ଥିଲେ ତାହା ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment