ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ । ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।
ଅନେକ ସମୟରେ କିଛି ଏମିତି ଦୁଃଖଦ ଘଟଣା ସାମ୍ନା ଆସିଥାଏ ଯେ ଯାହାକୁ ଦେଖିବା କ୍ଷଣି ଆଖିରୁ ଲୁହ ଆସିଯାଇଥାଏ । ତେବେ ସେହିପରି କିଛି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ହୁଏତ ଆପଣ ବିଶ୍ୱାସ କରିବେନି ।
ତାହାଲେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଥିବା ସେହି ଭିଡ଼ିଓ ସମ୍ପର୍କ ରେ ଜାଣିବା ।ତେବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଭିଡ଼ିଓ ଏହା ଦେଖା ଯାଇଛି ।ତେବେ ମନୁଷ୍ୟ ଜୀବନରେ କେତେବେଳେ କେଉଁ ରୂପରେ ମୃତ୍ୟୁ ଆସିଥାଏ ତାହା ମଧ୍ୟ ସମସ୍ତଙ୍କୁ ଅଛପା ହୋଇଥାଏ। କାହା ସହିତ କେତେବେଳେ କଣ ଘଟିବ ତାହା କେହି ବି କଳ୍ପନା କରି ପାରିବେ ନାହିଁ। ଆଜ୍ଞା ହଁ କିଏ ରୋଗ ରେ ପୀଡିତ ହେଲେ ମୃତ୍ୟୁ ବରଣ କରୁଛନ୍ତି ତ ଆଉ କିଏ ଖୁସି ର ମୁହୁର୍ତ୍ତକୁ ବିତାଉଥିବା ସମୟରେ ମଧ୍ୟ ମୃତ୍ୟୁ ଘଟୁଛି।
ତେବେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ତେବେ ଘଟଣାଟି ଥିଲା ଜଣେ ଯୁବକ ନାଚୁ ନାଚୁ ଉଡ଼ିଗଲା ପ୍ରାଣବାୟୁ। ସେଠାରେ ଆଉ ଅନ୍ୟମାନେ ମଧ୍ୟ ନାଚୁଥିବା ଲୋକେ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆଉ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି।
ତେବେ ଆଜିକାଲି ହୃଦରୋଗ ଯୋଗୁଁ ଅନେକ ଲୋକଙ୍କ ଜୀବନ ଚାଲି ଯାଉଛି। ତେବେ ନିକଟରେ ଆପଣ ଦେଖିଥିବେ କିଏ ଷ୍ଟେଜ୍ ରେ ଗୀତ ଗାଉ ଗାଉ ଜୀବନ ହରାଉଛି ତ ଆଉ କାହାର ନାଚୁ ନାଚୁ ଜୀବନ ଚାଲି ଯାଉଛି। ବୁଢ଼ା ବା ପିଲା ସମସ୍ତେ ଆଜିକାଲି ହୃଦରୋଗ ର ଶିକାର ହେଉଛନ୍ତି।
ତେବେ ଏଠାରେ ଜଣେ ଯୁବକ ନାଚୁ ନାଚୁ ଜୀବନ ହରାଉଛି। ଏହି ଘଟଣାଟି ହେଉଛି ଗୁଜୁରାଟର। ଗରବା ଖେଳୁ ଖେଳୁ ୨୧ ବର୍ଷିୟ ଜଣେ ଯୁବକ ହୃଦରୋଗର ଶିକାର ହୋଇଛନ୍ତି। ଭିଡିଓରେ ଦେଖାଯାଉଛି କି ଖୁସିର ମାହୋଲ ଭିତରେ ବିରେନ୍ଦ୍ର ସିଂ ନାମକ ଜଣେ ଯୁବକ ନାଚୁ ନାଚୁ ହଠାତ ହାର୍ଟାଟାକ୍ ଆସିବାରୁ ତଳେ ପଡ଼ିଗଲେ। ଆଉ ସଙ୍ଗେ ସଙ୍ଗେ ହସପିଟାଲ ନିଆ ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।