ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯେଉଁଥିରେ କିଛି ସାଧାରଣ ଲୋକ ମଧ୍ୟ ସେଲିବ୍ରେଟି ହୋଇ ପାରିଛନ୍ତି | ଏଥିରେ ଅନେକ ସେଲିବ୍ରେଟି ରହିଛନ୍ତି ସେଥି ମଧ୍ୟରୁ ଜଣେ ହେଉଛନ୍ତି ଖୁବ ଲୋକ ପ୍ରିୟତା ଅଭିନେତା ପିଣ୍ଟୁ ଓ ଅଭିନେତ୍ରୀ ରୂପା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ, ଯିଏ କି ସୋସିଆଲ ମିଡ଼ିଆ ରେ ଅନେକ ଭିଡ଼ିଓ ଉପଲୋଡ କରି ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି | ତେବେ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ରୁପା ଙ୍କର ନୂଆ ବ୍ଲଗ ଭିଡିଓ ସାମ୍ନାକୁ ଆସି ସାରିଛି ଆଉ ଏହି ଭିଡ଼ିଓକୁ ବର୍ତ୍ତମାନ ସୁଦ୍ଧା ଲକ୍ଷଲକ୍ଷ ଲୋକ ଲୋକ ଦେଖି ସାରିଲେଣି। ତେବେ ଆସନ୍ତୁ କଣ ରହିଛି ସେହି ଭିଡ଼ିଓ ବିଷୟରେ ଜାଣିବା;
ତେବେ ଆପଣ ଯଦି ସୋସିଆଲ ମିଡିଆରେ ସମୟ ବିତାଉଥିବେ ଏବଂ ୟୁଟ୍ୟୁବ ଦେଖିବାକୁ ଭଲ ପାଉଥିବେ ତେବେ ରୂପା ଓ ପିଣ୍ଟୁଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ବର୍ତ୍ତମାନ୍ ସମୟରେ ରୂପା ପିଣ୍ଟୁ ଓଡ଼ିଶାରେ ଲୋକପ୍ରିୟ ଯୋଡି ଭାବରେ ଖୁବ୍ ଜଣାଶୁଣା । ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି । ଯାହା ଓଡ଼ିଶାର ନଂ ୱାନ ୟୁଟ୍ୟୁବ ଚ୍ୟାନେଲ ଭାବରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ବେସ ଜଣାଶୁଣା ।
ରୂପା, ପିଣ୍ଟୁ, ଏବଂ ଖୁସିଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ । ଏମାନେ ନିଜର ଛୋଟ ଛୋଟ ଅନୁଭୂତିକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି । ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି । ତେବେ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ପ୍ରତ୍ୟେକ ଭିଡିଓକୁ ଦର୍ଶକ ମାନେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥାନ୍ତି । ଏମାନଙ୍କ ପ୍ରତ୍ୟେକ ଭିଡିଓ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି ।
ଏଥି ସହିତ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି । ରୂପା ପିଣ୍ଟୁ ତାଙ୍କ ଦୈନନ୍ଦିନ ଜୀବନରେ କରୁଥିବା କାର୍ଯ୍ୟ ଗୁଡ଼ିକୁ ଏକ ନିଆରା ଢଙ୍ଗରେ ଦର୍ଶକ ମାନଙ୍କ ପାଖରେ ପହଁଚାଇଥାନ୍ତି । ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରନ୍ତି । ତେବେ ବର୍ତ୍ତମାନ ସେ ମାଁ ଗଜଲକ୍ଷ୍ମୀ ପୂଜା ବ୍ରତ କିପରି ପାଳନ କଲେ ତାହାର ଏକ ଭିଡିଓ ପୋଷ୍ଟ କରିଛନ୍ତି ।
ଯେଉଁ ଥିରେ ସେ ଲକ୍ଷ୍ମୀ ପୁରାଣ ବହି ପଢୁଥିବା ର ନଜର ରେ ଆସିଛନ୍ତି। ତେବେ ସେ ଏମିତି ଭାବେର ଲକ୍ଷ୍ମୀ ପୁରାଣ ବହି ପଢୁଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ବି କହିବେ କୌଣସି ପ୍ରଫେସନାଲ ଗାୟିକା ଠାରୁ ବି ସେ କମ୍ ନୁହଁନ୍ତି। ତାଙ୍କର ଏହି ବ୍ଲଗ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଏବଂ ବର୍ତ୍ତମାନ ପର୍ୟ୍ଯନ୍ତ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖି ବହୁତ ପସନ୍ଦ ମଧ୍ଯ କରୁଛନ୍ତି।