ସୃଷ୍ଟିରେ ଏମିତି କିଛି ଜିନିଷ ରହିଥାଏ l ଯାହାକୁ ପାଇବା ପାଇଁ ଆମେ ସବୁ କିଛି କରିଥାଉ l ଏ ପୃଥିବୀରେ ମାନବ ଜୀବନ ଇଶ୍ୱରଙ୍କ ବରଦାନ ବୋଲି କୁହା ଯାଇଥାଏ l ଇଶ୍ୱରଙ୍କ କୃପାରୁ ମନୁଷ୍ୟ ଜୀବନ ବହୁତ କିଛି ଖୁସି ଏବଂ ଦୁଃଖ ମଧ୍ୟ ରହିଥାଏ ଓ ପ୍ରଭୁଙ୍କ ଇଚ୍ଛାରେ ମଧ୍ୟ ମଣିଷର ଉତତ୍ଥାନ ପତନ ମଧ୍ୟ ହୋଇଥାଏ l ଆମ ଜୀବନରେ ଆମେ କେତେକ ସମୟରେ ଦିବ୍ୟ ଶକ୍ତିର ଆଭାସ ଆମକୁ ମିଳିଥାଏ l
ସେହି ଦିବ୍ୟ ଶକ୍ତି ଆମକୁ ଆମ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାକୁ ସାହାର୍ଯ୍ୟ କରେ l ଆମର ଗୃହରେ ଏମିତି କିଛି ବାସ୍ତୁ ରହିଥାଏ ଯାହାକି ଆମକୁ ସେ ଧନୀ କରିଥାଏ ଏବଂ ଗରିବ ମଧ୍ୟ କରି ଦେଇଥାଏ l
ଶାସ୍ତ୍ରରେ କୁହା ଯାଇଛି ଯେ ଜଣେ ଯଦି ତା ହୃଦୟରୁ ଭଗବାନଙ୍କୁ ପ୍ରାର୍ଥନା କରି ଥାଏ ତ ତାହାର ପ୍ରାର୍ଥନା ଭଗବାନ ନିଶ୍ଚିନ୍ତ ଶୁଣିଥାନ୍ତି ଓ ତାଙ୍କ ମନସ୍କାମନା ପୂର୍ଣ୍ଣ କରି ଥାନ୍ତି l ଆମକୁ ଏମିତି କିଛି ଜିନିଷ ଅଛି ସେ ଆମକୁ ବହୁତ ଡେରିରେ ମଧ୍ୟ ମିଳିଥାଏ, ହେଲେ ଆମକୁ ତାହା ଧର୍ଯ୍ୟ ଧରି ରହିବା ଦରକାର l ଆଜି ଆମେ ସେହି ଦୁଇଟି ଶବ୍ଦ ବିଷୟରେ ଜାଣିବା ଯାହା କି ଆମେ ଶୋଇବା ପୂର୍ବରୁ କହିଲେ ଆମ ଭାଗ୍ୟ ବଦଳି ଯାଇପାରେ l
ଏହି ଦୁଇଟି ଶବ୍ଦକୁ ଆମେ ପ୍ରତିଦିନ କହିଲେ ଆମ ଘରକୁ ଧନର ଅଭାବ ରହିବ ନାହିଁ l ପ୍ରଥମ ଶବ୍ଦଟି ହେଉଛି – ଶ୍ରୀକୃଷ୍ଣ l ଏହି ଶ୍ରୀକୃଷ୍ଣ ଶବ୍ଦ ହିଁ ଏକ ପ୍ରକାରର ମନ୍ତ୍ର ହୋଇଥାଏ l ଶ୍ରୀକୃଷ୍ଣଙ୍କ ନାମ ଜପ କରିବା ଦ୍ୱାରା ମନୁଷ୍ୟର ସମସ୍ତ କଷ୍ଟ ଦୂର ହୋଇଯାଇଥାଏ l ଏହି ନାମରେ ସମ୍ପୂର୍ଣ ବ୍ରହ୍ମାଣ୍ଡ ଲୀନ ହୋଇଥାଏ l ଏହି ମନ୍ତ୍ରକୁ 108 ଥର ଜପ କଲେ ଆମର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ l
ଭଗବାନ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର ବୋଲି କୁହାଯାଇଥାଏ l ଏହି ସ୍ମରଣ ମାତ୍ରକେ ସବୁ ଦୁଃଖ ଦୂର ହୋଇ ଯାଇଥାଏ l ଯଦି ମନୁଷ୍ୟର ଧନ ସମ୍ବଦ୍ଧିୟ କୌଣସି ଅସୁବିଧା ଥାଏ, ତାହେଲେ ସେସବୁ ଦୂର ହୋଇଯାଇଥାଏ l
ଦ୍ୱତୀୟ ଶବ୍ଦଟି ହେଉଛି – ଗୋବଲ୍ଲଭାୟ ସ୍ୱାହା ଏହି ମନ୍ତ୍ରକୁ ଜପ କଲେ ଆମକୁ ଅପାର ଧନ ବର୍ଷା ହୋଇଥାଏ l ଏହି ମନ୍ତ୍ରକୁ ଜପ କଲାବେଳେ ଭୁଲ ମନ୍ତ୍ର ଜପ କରନ୍ତୁ ନାହିଁ l ଭୁଲ ଜପ କଲେ ଆମକୁ କୌଣସି ଫଳ ମିଳି ନଥାଏ l ଏହି ମନ୍ତ୍ରକୁ ଅଢ଼େଇ ହଜାର ଥର ଜପ କଲେ ଭଲ ଫଳ ମିଳିଥାଏ l ଆମକୁ ମାନସମାନ, ଧନ ଆଦି ସୁଖ ଶାନ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ l
ଆପଣ ଯଦି ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜ ହୃଦୟରୁ ମାନୁ ଥିବେ ତାହେଲେ ଭଗବାନଙ୍କର କୃପା ଆପଣଙ୍କ ଉପରେ ନିଶ୍ଚିନ୍ତ ରହିବ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।