ଦେଖନ୍ତୁ EXCLUSIVE :ଭିଡିଓ ‘ମୁଁ ଖଣ୍ଡଗିରିରେ କଣ ଖୋଲି ଦେଲି ଯେ, ମତେ ଖଣ୍ଡଗିରି ମନା, ଯାହା ପଛପଟ ଖୋଲିଥିଲି, ଏବେ ଆଗପଟ ବି…’ …ଦେଖନ୍ତୁ ଖଣ୍ଡଗିରି ଯାତ୍ରା କୁ ନେଇ ରାଣୀପଣ୍ଡା କହିଲେ ଏମିତି..

ଆପଣ ମାନେ ତ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମାନଙ୍କ ମଧ୍ୟରୁ ଆଜି ଯେଉଁ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଯାତ୍ରା ଜଗତରେ ସୁନାମ ଅର୍ଜନ କରିଛନ୍ତି । ଏହି ଯାତ୍ରା ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରାଣୀ ପଣ୍ଡା ।

ରାଣୀ ପଣ୍ଡା ଅଧିକାଂଶ ସମୟ ଅନେକ ବିବାଦ ପାଇଁ ଚର୍ଚ୍ଚାରେ ରୁହନ୍ତି ।ତେବେ ଗତ କିଛି ସମୟ ହେବ ରାଣୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାଣୀ ଏକ ଏପରି ବୟାନ ଦେଇଛନ୍ତି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ଆଉ ଡେରି ନକରି ଜାଣିବା ଏହା ବିଷୟରେ ।ଏହି ସାକ୍ଷାତକାରରେ ରାଣୀ ପଣ୍ଡା କହିଛନ୍ତି-‘ଖଣ୍ଡଗିରିରେ କଣ କହିବି କି ବ୍ଳାଉଜ ଖୋଲି ଥିଲି ଯେ ମୋତେ ପୁରା ବ୍ୟାନ କରି ଦେଇଛନ୍ତି । ଗତ ଦୁଇ ବର୍ଷ କରୋନାରେ ଗଲା ତା ପୂର୍ବରୁ ଯେଉଁ ବର୍ଷ ହୋଇଥିଲା ଯାତ୍ରା ମୁଁ ସଚିତାନନ୍ଦରେ ଥିଲି ଆଉ ସଚିନ୍ତାନନ୍ଦକୁ ମନା କରି ଦେଇଥିଲେ ଯେ, ରାଣୀ ପଣ୍ଡା ଅଛି ସେ ଅନୁଷ୍ଠାନ ଆସିବ ନାହିଁ । ମୁଁ ପ୍ରଶାସନର କଣ ଚିତା କାଟି ଦେଇଛି କିଛି ଯାତ୍ରା ମାଲିକ କିଛି ଯାତ୍ରା କଳାକାର କିଛି ଯାତ୍ରାର ମ୍ୟାନେଜମେଣ୍ଟ ମୋ ପାଇଁ ତାଙ୍କର କଣ ଭାସି ଯାଉଛି ସେଇଟା ମୁଁ ଜାଣିନି ।


ହେଲେ ସେମାନେ ଏମିତି କରିଲେ ମୋ ଅନୁଷ୍ଠାନ ଗଲା ନି କି ମୁଁ ଗଲିନି 200 ପରିବାରଙ୍କ ପେଟରେ ଲାତ ମରାଗଲା । କିନ୍ତୁ ମୁଁ ଏ ବର୍ଷ ଏମିତି ଆଶା ରଖିବିନି ମୁଁ ଆଶା ରଖିବି ମୋ ଅନୁଷ୍ଠାନ ସେହି ଜାଗାକୁ ଯାଉ ତାର ପ୍ରତିଭା ଦେଖାଉ । ରାଣୀ ପଣ୍ଡାକୁ ବି ସେ ସୁଯୋଗ ମିଳୁ ତାର ଟ୍ୟାଲେଣ୍ଟ ଦେଖେଇବା ପାଇଁ ।

ମୋତେ କାମ କରିବାର ସୁଯୋଗ ମିଳୁ ସବୁଠାରୁ ବଡ କଥା ହେଉଛି ମୋ ରିଅଲ ଲାଇଫ ଷ୍ଟୋରିକୁ ନେଇ ନାଟକ । ମୁଁ ଚାହୁଁଛି ଯେ, ଖଣ୍ଡଗିରିଟା ହେଉଛି ବହୁତ ଭଲ ଜାଗା ଯେତେ ଯାତ୍ରା ପଡେ ଖଣ୍ଡଗିରି ହେଉଛି ବହୁତ ବଡ ଜାଗା । ମୁଁ ଚାହୁଁଛି ସବୁ ଦର୍ଶକ ଆସି ରାଣୀ ପଣ୍ଡାର ରିଅଲ ଲାଇଫ ଷ୍ଟୋରି ଦେଖିକି ଯାଅନ୍ତୁ’ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment