ଦେଖନ୍ତୁ EXCLUSIVE :ଭିଡିଓ ଲୋକଙ୍କ ଉପରେ ପଡିଗଲା ରାବଣ…ଆଉ ତା ପରେ ଯାହା ହେଲା ଭିଡିଓ ଦେଖିଲେ ହୋସ ରହିବନି…

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ । ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଅନେକ ସମୟରେ କିଛି ଏମିତି ଦୁଃଖଦ ଘଟଣା ସାମ୍ନା ଆସିଥାଏ ଯେ ଯାହାକୁ ଦେଖିବା କ୍ଷଣି ଆଖିରୁ ଲୁହ ଆସିଯାଇଥାଏ । ତେବେ ସେହିପରି କିଛି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ହୁଏତ ଆପଣ ବିଶ୍ୱାସ କରିବେନି ।

 

ତାହାଲେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଥିବା ସେହି ଭିଡ଼ିଓ ସମ୍ପର୍କ ରେ ଜାଣିବା ।ତେବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଭିଡ଼ିଓ ଏହା ଦେଖା ଯାଇଛି ।ତେବେ ଆସନ୍ତା କାଲି ବିଜୟା ଦଶମୀ ଗଲା।

ଆଉ ବିଜୟା ଦଶମୀ ରେ ଅନେକ ଜାଗାରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥାଏ। ଆଉ ସେହି ଉତ୍ସବ କୁ ଲୋକେ ବହୁତ୍ ଧୁମଧାମରେ ମଧ୍ୟ ପାଳନ କରିଥାନ୍ତି। ତେବେ ଏହି ବିଜୟା ଦଶମୀ ଦିନ ରାବଣ ପୋଡ଼ି ବେଳେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ସେଠାରେ ଦେଖିବାକୁ ଆସୁଥିବା ଲୋକଙ୍କ ଉପରେ ପଡ଼ି ଯାଇଥିଲା ରାବଣ। ଆଉ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି।

କୋରନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ପରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଦେଖିବା ପାଇଁ ବହୁତ ଉତ୍ସାହ ଭରି ରହିଥିଲା। ତେଣୁ ସାଙ୍ଗସାଥି ଧରି ହଜାର ହଜାର ଲୋକ ଉପସ୍ଥିତ ହୋଇଥିଲେ ରାବଣ ପୋଡ଼ି ଦେଖିବା ପାଇଁ। କିନ୍ତୁ ହଠାତ୍ ଘଟଣା କିଛି ଅଲଗା ଘଟିଥିଲା। ରାବଣର ପୁତଳିକା ରେ ରାମ ନିଆଁ ଲଗାଇବା ପୂର୍ବରୁ ଲାଗି ଯାଇଥିଲା ନିଆଁ।

ପାଖରେ ଠିଆ ହୋଇଥିବା ଲୋକ ଉପରେ ଏହି କୁଶ ପୁତ୍ତଳିକା ପଡ଼ି ଯାଇଥିଲା। ହରିୟାଣା ର ଫତେଇବାଦ ଜିଲ୍ଲା ର ଯମୁନା ନଗର ରେ ଏଭଳି ଏକ ଅଘଟଣ ଘଟିଛି। ଯଦିଓ ଅନେକ ଆହାତ ହୋଇଛନ୍ତି କିନ୍ତୁ ସଠିକ୍ ସମୟରେ ସଠିକ୍ ପଦକ୍ଷେପ ନିଆଯିବାରୁ ଗୋଟିଏ ବଡ଼ ଦୁର୍ଘଟଣା କୁ ଏଡ଼ାଇ ଦିଆ ଯାଇଥିଲା।

କାଠ ବାହାର କରିବା ବେଳେ ୭୦ ଫୁଟ୍ ର ଏହି ରାବଣ ପୁତ୍ତଳିକା ଜଳୁଥିବା ଅବସ୍ଥାରେ ଲୋକଙ୍କ ଉପରେ ପଡ଼ି ଯାଇଥିଲା। ଆଉ ଏହାପରେ ଲୋକମାନେ ଏଣେତେଣେ ଦୌଡ଼ିବା ଆରମ୍ଭ କରି ଦେଇଥିଲେ। ଘଟଣାସ୍ଥଳରେ ସୁରକ୍ଷା ପାଇଁ ନିଯୁକ୍ତ ଥିବା ପୋଲିସ କର୍ମଚାରୀ ମାନେ ମଧ୍ୟ ଆହାତ ହୋଇଥିବା ଖବର ଆସିଛି। ଏମିତିକି ଦୁଇ ଜଣ ନିଆଁ ଧାସରେ ଆସିଥିଲେ ବୋଲି କୁହାଯାଇଛି। ଆଉ ସେମାନଙ୍କ ପୋଷାକ ମଧ୍ୟ ଜଳି ଯାଇଛି। ଶେଷରେ କିଛି ଲୋକ ଆହାତ ହୋଇଥିବା ଖବର ଆସିଥିବା ବ୍ୟତୀତ ଆଉ କିଛି ଖବର ସାମ୍ନାକୁ ଆସିନାହିଁ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment