ଆପଣ ମାନେ ଜାଣିଛନ୍ତି ଜଣେ ଶିଶୁ କଳାକାର ଭାବରେ ନିଜର ଅଭିନୟର କ୍ୟାରିଅର ଆରମ୍ଭ କରିଥିବା ସ୍ଵରାଜ ବାରିକ ଆଜି ଜଣେ ସଫଳ ଅଭିନେତା ଭାବରେ ନିଜକୁ ଉପସ୍ଥାପିତ କରି ପାରିଛନ୍ତି। ଅଭିନେତା ସ୍ବରାଜ ଙ୍କ ବିଷୟରେ ତ ଆପଣ ଜାଣିଥିବେ।ଓଡ଼ିଆ ସିନେମା ଜଗତକୁ ସେ ଅନେକ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ସାରିଲେଣି।
ତାଙ୍କ ଅଭିନୀତ ସିନେମା ସବୁ ସୁପରହିଟ ମଧ୍ଯ ହେବାରେ ଲାଗିଛି। ସ୍ବରାଜ କରିଥିବା ସୁପରହିଟ ଫିଲ୍ମ ଦର୍ଶକ ମାନଙ୍କର ବେଶ୍ ପସନ୍ଦ ମଧ୍ଯ ହୋଇଥାଏ। ଅନେକ ଫିଲ୍ମ୍ ରେ ଦମଦାର ଅଭିନୟ କରି ଲୋକ ଲୋଚନକୁ ଆସିଛନ୍ତି ଏହି ଅଭିନେତା। ତାଙ୍କର ଦମଦାର ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଥାଏ।
ସବୁ ପ୍ରକାର ଭୂମିକାରେ ସେ ଅଭିନୟ କରିବାରେ ମାହିର ଅଟନ୍ତି।ତାଙ୍କର ଅଭିନୟ ର ଢାଞ୍ଚା ମଧ୍ଯ ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ତାଙ୍କର ଭିନ୍ନ ସ୍ୱାଦର ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଓଲିଉଡ ର ହ୍ୟାଣ୍ଡସମ୍ ହିରୋ ସ୍ବରାଜ ଙ୍କ ଭଳି ଆଉ ଜଣେ ଶିଶୁ କଳାକାର ଭାବରେ ତାଙ୍କର ଅଭିନୟ ଆରମ୍ଭ କରିଥିବା ଅଭିନେତ୍ରୀ ହେଉଛନ୍ତି ଭୂମିକା ଦାସ। ତାଙ୍କ ପାଇଁ ଅନେକ ଦର୍ଶକ ଦିୱାନା ସାଜିଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନରେ କାର୍ଯ୍ୟ କଲାପ ପାଇଁ ବେଶ୍ ଚର୍ଚ୍ଚିତ ହୋଇ ପାରିଛନ୍ତି।
ଅଭିନୟ ଜଗତରେ ଏହି ଦୁଇ କଳାକାର ଯେମିତି ସମସ୍ତଙ୍କର ପ୍ରିୟ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେମାନେ ବେଶ୍ ଖୁସି ମଜାଜ୍ ଅଟନ୍ତି ଏବଂ ସେତିକି ପ୍ରିୟ ଅଟନ୍ତି ତାଙ୍କ ପରିବାରର।ଓଡ଼ିଆ ସିନେମା ଜଗତରେ ସେମାନେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେମାନେ ପାଲଟି ଯାଇଛନ୍ତି ବେଶ୍ ପସନ୍ଦର ଅଭିନେତା ଓ ଅଭିନେତ୍ରୀ।
ଅନେକ ପ୍ରଶଂସକ ରହିଥିବା ଏହି କଳାକାର ଦୁଇଜଣ ଓଡ଼ିଶାରେ ତାଙ୍କ ଅଭିନୟର ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି। ଅଭିନେତ୍ରୀ ଭୂମିକା ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି। ସୋସିଆଲ ମିଡିଆରେ ଅନେକ ସମୟରେ ଉଭୟ ସକ୍ରିୟ ରହିଥାନ୍ତି।
ଏବେ ସେମାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି ଭୂମିକା ଏବଂ ସ୍ବରାଜ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ତେବେ କିନ୍ତୁ ଏହା ରିଏଲ୍ ଲାଇଫ୍ ରେ ନୁହେଁ ବରଂ ସେମାନଙ୍କ ର ଆଗକୁ ଆସୁଥିବା ଏକ ଜବରଦସ୍ତ ଚଳଚିତ୍ର ଟିକେ ଟିକେ ଚିହ୍ନା ତୁ ର ଗୋଟିଏ ସିନ୍। ଯେଉଁ ଫିଲ୍ମ ରେ ଦୁହିଁଙ୍କ ର ବିବାହ ହେଉଛି ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଆଉ ଏହି ଫିଲ୍ମ ଟି ଆଗକୁ ଆସିବାକୁ ଥିବା ବେଳେ ଏହାରି କିଛି ଝଲକ ଏବେ ସୋସିଆଲ ମିଡିଆର ଚର୍ଚ୍ଚା ର ବିଷୟ ପାଲଟିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।