ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ରହିଛନ୍ତି ଆଉ ଏଥି ମଧ୍ୟରୁ ଆମର କେହି ନା କେହି ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି | ଯାହାଙ୍କର ଫିଲ୍ମ ଦେଖିବା ପାଇଁ ଆମେ ଖୁବ ପସନ୍ଦ କରି ଥାଉ ଏବଂ ସେହି ସେଲିବ୍ରେଟି ଙ୍କ ବ୍ୟକ୍ତିଗତ ଜୀବନ ବା କିଛି ଭିଡ଼ିଓ ହେଉ ସେହି ସମ୍ପର୍କ ରେ ଜାଣିବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ରହି ଥାଆନ୍ତି | ସେଲିବ୍ରେଟି ଙ୍କର ଜୀବନ ସାଧାରଣ ଭାବରେ ଟିକେ ଷ୍ଟାଇଲିସ ଧରଣ ର ହୋଇ ଥାଏ ଯାହାକି ସେମାନେ ସାଧାରଣ ଲୋକ ଙ୍କ ଠାରୁ ତାଙ୍କ ଜୀବନ ଶୈଳୀ ଅଲଗା ହୋଇ ଥାଏ |
ସେଲିବ୍ରେଟି ମାନେ ମଧ୍ୟ ଅଧିକାଂଶ ସମୟ ସୋସିଆଲ ମିଡ଼ିଆ ଜଡ଼ିତ ହୋଇ ରହି ଥାଆନ୍ତି ଏବଂ କିଛି ନା କିଛି ମଜାଦାର ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି | ତେବେ ଆଜି ସେଭଳି ଏକ ମନ ପସନ୍ଦ ର ଭାଇରାଲ ଭିଡ଼ିଓ ସମ୍ପର୍କ ରେ କହିବୁ ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ପସନ୍ଦ କରିବେ |
ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ର ଚୁଲବୁଲି ନାୟିକା ଝିଲ୍ଲିକ ଭଟରଚାର୍ଯ୍ୟ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ବେଙ୍ଗଲୀ ଅଟନ୍ତି | କିନ୍ତୁ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ଏତେ ସୁନ୍ଦର ସୁନ୍ଦର ଫିଲ୍ମ ରେ ନିଖୁଣ ଭାବରେ ଅଭିନୟ କରିଛନ୍ତି ଯାହାକି ସେ ଓଡ଼ିଶା ବାସୀ ଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି |
ତାଙ୍କ ଚୁଲବୁଲି କଥା ହସ ଆଉ ଅଭିନୟ ସହିତ ଡ୍ୟାନ୍ସ ଏତେ ସୁନ୍ଦର ଥାଏ ଯେ ଟଙ୍କା ଫିଲ୍ମ ଦେଖିବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ରହି ଥାଆନ୍ତି | ଏହାପରେ ପରେ ସେ ବେଙ୍ଗଲୀ ହୋଇ ମଧ୍ୟ ଓଡ଼ିଆ ଘରର ବୋହୂ ହୋଇ ଥିଲେ ଯାହାକି ସେ ତାଙ୍କ ସାଂସାରିକ ଜୀବନରେ ପାଦ ଦେବାରୁ ଫିଲ୍ମ ଇଣ୍ଡଷ୍ଟ୍ରି ରେ ତାଙ୍କୁ ବହୁତ କମ ଦେଖିବା ପାଇଁ ମିଳି ଥିଲା |
ତେବେ ବର୍ତ୍ତମାନ ସମୟ ରେ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଯିଏ ବି ଦେଖୁଛି ସେ ଖୁବ ପସନ୍ଦ ମଧ୍ୟ କରୁଛି | ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ଅଭିନେତ୍ରୀ ଝିଲ୍ଲିକ କମେଡିଆନ ଗୁଡୁ ଙ୍କ ସହ ମିଶି ରୋଡ଼ ସାଇଡ ରେ ଏକ ଡ୍ୟାନ୍ସ ର ସ୍ଟେପ କରୁଛନ୍ତି ଯାହାକି ବହୁତ ସୁନ୍ଦର ମଧ୍ୟ ହୋଇଛି ଏବଂ ଖୁବ ମଜାଦାର ମଧ୍ୟ ଲାଗୁଛି |
ଦୁହେଁ ମିଶି ରାସ୍ତା ମଝିରେ ଏତେ ମଜା ମସ୍ତି କରି ନାଚ କରିଛନ୍ତି କି ଯାହାକୁ ଦେଖିଲେ ଆପଣ ଖୁବ ଖୁସି ଅନୁଭବ କରିବେ | ତେବେ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି ଏବଂ ଦର୍ଶକ ମଧ୍ୟ ଦେଖି ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।