ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ପ୍ରତି ଲୋକ ଦର୍ଶକ ମାନଙ୍କ ଅହେତୁକ ଭଲ ପାଇବା ରହିଛି। ଓଡ଼ିଆ ଅଭିନେତା ଅଭିନେତ୍ରୀ ମାନଙ୍କୁ ମଧ୍ୟ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି। ଆମ ଓଡ଼ିଶାରେ ଖୁବ୍ ଟେଲେଣ୍ଟେଡ ଅଭିନେତା ଅଭିନେତ୍ରୀ ରହିଛନ୍ତି। ଯେଉଁମାନଙ୍କ ବିଷୟରେ ଜାଣିବା ପାଇଁ ଫ୍ୟାନସ୍ ମାନେ ଆଗ୍ରହ ପ୍ରକାଶ କରିଥାନ୍ତି। ଏ ମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି। କାହିଁନା ଏମାନଙ୍କର ଜୀବନ ଶୈଳୀ ସାଧାରଣ ଲୋକଙ୍କ ଜୀବନ ଶୈଳୀ ଠାରୁ ଟିକେ ଭିନ୍ନ ଧରଣର ହୋଇଥାଏ। ସେଥି ପାଇଁ ତ ସୋସିଆଲ ମିଡିଆ ବ୍ୟବହାର କରୁ କରୁ ସମସ୍ତେ ନିଜ ନିଜ ପ୍ରିୟ ଅଭିନେତା ଅଭିନେତ୍ରୀଙ୍କ ବିଷୟରେ ଜାଣିବା ପାଇଁ ସର୍ଚ୍ଚ କରିଥାନ୍ତି।
ତେବେ ଆଜି ଆମେ ଆପଣଙ୍କୁ ସେହି ଭଳି ଜଣେ ମଲ୍ଟି ଟେଲେଣ୍ଟେଡ ଅଭିନେତ୍ରୀଙ୍କ ବିଷୟରେ ଜଣାଇବୁ। ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟ ହେବା ସହିତ ଘରେ ଘରେ ପରିଚିତ ହୋଇ ପାରିଛନ୍ତି ଏଥି ସହିତ ଏହି ଅଭିନେତ୍ରୀ ଜଣକ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି।
ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଆପଣ ମାନଙ୍କର ଅତି ପ୍ରିୟ ଅର୍ଚ୍ଚିତା ସାହୁ।ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି।୨୦୦୫ ମସିହାରେ ଓ ମାଇଁ ଲଭ୍ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ଅର୍ଚ୍ଚିତା ଆଉ ଏହା ପରଠାରୁ ଏହି ଅଭିନେତ୍ରୀ ଜଣକ ଗୋଟିଏ ପରେ ଗୋଟିଏ ହିଟ୍ ସିନେମାରେ ନଜର ଆସୁଛନ୍ତି।
ତେବେ ଆପଣମାନେ ଜାଣିଥିବେ ଅଭିନେତ୍ରୀ ଅର୍ଚ୍ଚିତା ୨୦୨୧ ମସିହା ମାର୍ଚ୍ଚ ୧ ତାରିଖରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିଥିଲେ । ଏହା ଏହି ଦୁଇ ଷ୍ଟାର କପଲ୍ ସୋସିଆଲ ମିଡିଆରେ ଖୁବ୍ ଏକ୍ଟିଭ ରହିଛନ୍ତି। ତେବେ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ର ଏକ ଭିଡିଓ ବହୁ ମାତ୍ରାରେ ରେ ଭାଇରାଲ ହେବା ରେ ଲାଗିଛି। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।
ତେବେ ଭିଡ଼ିଓରେ ଦେଖିବାକୁ ମିଳୁଛି ଅଭିନେତ୍ରୀ ଅର୍ଚ୍ଚିତା ଏକ ଜଙ୍ଗଲ ଭିତରେ ଖୁବ୍ ମସ୍ତି କରୁଛନ୍ତି। ତେବେ ଅଭିନେତ୍ରୀ ଅର୍ଚ୍ଚିତା ତାଙ୍କ ସ୍ଵାମୀ ଅଭିନେତା ସବ୍ୟସାଚୀଙ୍କ ସହିତ ଆମେରିକାରେ ଅଛନ୍ତି। ଆଉ ସେଠାରେ ଜଙ୍ଗଲ ଭିତରେ ଏକ ନଈ କୂଳରେ ଅର୍ଚ୍ଚିତା ତାଙ୍କ ସ୍ବାମୀଙ୍କ ସହିତ ଖୁବ୍ ମଜାମସ୍ତି କରୁଥିବା ନଜର ଆସୁଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ଦର୍ଶକ ମାନେ ଏହାକୁ