ଦେଖନ୍ତୁ Shocking ଭିଡ଼ିଓ – କବାଟ ଦେଇ ପଛରୁ ଜାବୁଡ଼ି ଧରିଲେ ଆଉ ପ୍ୟାଣ୍ଟ ଖୋଲିଲେ ମୁଁ କାଟିଦେଲି ,ପ୍ୟାଣ୍ଟ ସାର୍ଟ ଖୋଲି ଦୌଡିଲା… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖୁବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାକୁ ଲାଗୁଛି ଯାହା ବିଷୟରେ ଶୁଣିଲେ ଆପଣ ଙ୍କୁ ମଧ୍ୟ ଲଜ୍ୟା ଲାଗିବ ଆଉ ଆପଣ ମଧ୍ୟ ଭାବିବେ କି ପୋଲିସ କର୍ମଚାରୀ ଯିଏ କି ସମସ୍ତଙ୍କର ରକ୍ଷା କରନ୍ତି ସେ ପୁଣି ମହିଳା ଙ୍କ ସହିତ ଅସଦାଚରଣ କରୁଛନ୍ତି |

ଆଉ ଯାହା ପାଇଁ ମହିଳା ଜଣଙ୍କ ନିଜକୁ ସୁରକ୍ଷା ଦେବା ପାଇଁ କଟୁରୀର ସାହାଯ୍ୟ ନେଇଛନ୍ତି ଏବଂ ପୋଲିସ ବାବୁ ଜଣଙ୍କୁ ସେହି କଟୁରୀରେ ପ୍ରହାର କରିକି ରକ୍ତାକ୍ତ କରେଇ ଦେଉଛନ୍ତି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସେହି ଘଟଣା ଟି ଉପରେ ଟିକିଏ ନଜର ପକାଇବା |


ସୂଚନା ଅନୁଯାୟୀ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୋଇଁଥ ଗଡିଆ ପଥଡା ସାହି ଗ୍ରାମରେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା, ଘଟଣା ଅନୁସାରେମହିଳା ଜଣକ ଜଣେ ଖାକି ପୋଷାକ ପିନ୍ଧିଥିବା ଗ୍ରାମ୍ୟ ରକ୍ଷକଙ୍କୁ କଟୁରୀରେ କାଟି ଦେଇଛନ୍ତି | ତେବେ ମହିଳା ଜଣକ ଏଭଳି କରିବା ପଛରେ ଗୋଟିଏ କାରଣ ରହିଛି | ତାହା ହେଉଛି ଅସଦାଚରଣ |


ତେବେ ଯାହା ଜଣା ପଡିଛି କି ଖଇରା ଥାନାରେ କାର୍ଯ୍ୟ ରତ ଥିବା ହୋମ ଗାର୍ଡ ପୂର୍ଣଚନ୍ଦ୍ର ଦାସ, ମାଳତୀ ମଲ୍ଲିକ ଙ୍କ ଭତ୍ତା କାଟିଯିବା ଘଟଣା କୁ ଅନୁଧ୍ୟାନ କରିବା ପାଇଁ ଯାଇ ମାଳତୀ ଙ୍କୁ କହିଥିଲେ | ତମର ଭତ୍ତା କାଟିଯାଇଛି ତମେ ଭତ୍ତା ବହି ଟି ନେଇଆସ କଣ ହେଇଛି ଦେଖିବା | ଏହା ଶୁଣି ମାଳତୀ ମଲ୍ଲିକ ସଙ୍ଗେ ସଙ୍ଗେ ଘର ଭିତରକୁ ଭତ୍ତା ବହି ଆଣିବାକୁ ଯାଇଥିଲେ ଓ ପୂର୍ଣ୍ଣ ଚନ୍ଦ୍ର ତାଙ୍କ ପଛେ ପଛେ ଯାଇ କବାଟ ବନ୍ଦ କରି ମାଳତୀ ଙ୍କୁ ପଛପଟୁ ଧରି କହିଥିଲେ ମୁଁ ଆଜି ଖାଇବି ଏମିତି କିଛି କହିଥିଲେ ପୋଲିସ ବାବୁ ଜଣଙ୍କ | ଆଉ ମାଳତୀ ଘର ଭିତରୁ ଟିକିଏ ଆସୁଛି କହି ତାଙ୍କୁ ସବୁ ଖୁଲିବା ପାଇଁ କହିଥିଲା |

ଆଉ ଘର ଭିତରୁ କଟୁରୀ ଆଣିଥିଲା ତାର ସୁରକ୍ଷା ପାଇକି ଏବଂ ଯେତେବେଳେ ପୋଲିସ ଜଣଙ୍କ ଉପରକୁ ଆକ୍ରମଣ କରିଥିଲା କଟୁରୀରେ ମହିଳା ଜଣ ଙ୍କ ତାଙ୍କୁ ଆକ୍ରମଣ କରିକି ରକ୍ତାକ୍ତ କରି ଦେଇ ଥିଲେ | ଯାହା ଫଳରେ ଖାକି କର୍ମଚାରୀ ଜଣ ଙ୍କ ତାଙ୍କର ଟୋପି, ସୁଟ, ଜୋତା ପକାଇ ଜୀବନ ବିକଳରେ ପଳେଇ ଯାଇଥିଲେ । ତେବେ ଯାହା ସୂଚନା ରହିଛି କି ବର୍ତ୍ତମାନ ପୋଲିସ ବାବୁ ଜଣଙ୍କ ଡାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି | ଆଉ ତାଙ୍କର ଦେହ ଠିକ ହେବା ପରେ ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିବ ବୋଲି କହିଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |

Leave a Comment