ଦେଖନ୍ତୁ Shocking ଭିଡ଼ିଓ- ନଡିଆ ଗଛରେ ବସିଛି ବାଘ..ଏହି ଦୃଶ୍ୟ ଦେଖିବା ପରେ ଆପଣ ବିଶ୍ବାସ କରିପାରିବେ ନାହିଁ କି ଏମିତି ବି ହୁଏ ?

ଏହି ଦୁନିଆରେ ବେଳେବେଳେ କିଛି ଏମିତି ଘଟଣା ଆମ ସାମ୍ନାକୁ ଆସିଥାଏ ଯାହା ଆମକୁ ବହୁତ୍ ବିଚଳିତ କରିଥାଏ। ସେହିଭଳି ଏକ ଘଟଣା ସଂପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।ଏହି ଘଟଣାରେ ଦୁଇଟି କଲରାପତିଆ ବାଘ ନଡ଼ିଆ ଗଛ ରେ ଚଢ଼ୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଆଉ ଏହାପରେ କିପରି ସ୍ଥିତି ସୃଷ୍ଟି ହୋଇଛି ତାହା ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ। ଆପଣ ତ ଜାଣିଛନ୍ତି ଆମ ଚତୁଃପାର୍ଶ୍ଵରେ ରହିଥିବା କିଛି ଜୀବଜନ୍ତୁ ଙ୍କ ମାନଙ୍କ ମଧ୍ୟରୁ ଚିତାବାଘ ଅନ୍ୟତମ। ଆଉ ଯଦି ଯିଏ ଭୁଲରେ ବି ଚିତାବାଘ ହାବୁଡରେ ପଡ଼ିଯାଏ ତେବେ ତାର ବଞ୍ଚିବା ଅସମ୍ଭବ ।

ତେବେ ବାଘ କୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ସମୟରେ ଅନେକ ଖବର ସଂସ୍ପର୍ଶରେ ଆସିଥିବେ।ବାଘ କୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ପ୍ରକୃତରେ ବାଘ ଏକ ଏମିତି ଜୀବ ଯାହାକୁ ମନୁଷ୍ୟ ବହୁତ୍ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳି ନଥାଏ ।ଚିତାବାଘ ଅତି ଘଞ୍ଚ ଥିବା ଜଙ୍ଗଲ ରେ ରହିଥାନ୍ତି। ତେବେ ଅନ୍ୟ ଜୀବ ପରି ବାଘ ଦେଖିଲେ କିମ୍ବା ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ବାଘ ବେଳେବେଳେ ଜଙ୍ଗଲ ଭିତରୁ ବାହାରି ଆସି ରାସ୍ତା ରେ ମଧ୍ୟ ବୁଲିଥାନ୍ତି।


ଆଉ କେହି କେହି ଲୋକ ବାଘର ଆକ୍ରମଣ ରେ ଜୀବନ ଚାଲି ଯାଇଥାଏ। ତେଣୁ ଆପଣ ଅଚାନକ ବାଘ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ସେ ବାଘ ଯେମିତି ହେଇଥାଉ ନା କାହିଁକି ବାଘ କୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ।ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।

ତେବେ ବାଘ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ।ବାଘ କେତେବେଳେ କାହାକୁ ଆକ୍ରମଣ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ।କିନ୍ତୁ ବେଳେବେଳେ ମଣିଷ ଅଳ୍ପକେ ବାଘ କବଳରୁ ରୁ ବର୍ତ୍ତି ଯାଇଥାଏ।

 

ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ।କାରଣ ଏଠାରେ ନଡ଼ିଆ ଗଛକୁ ଚଢ଼ୁଛି ବାଘ। ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। କଲରାପତିଆ ବାଘ ନଡ଼ିଆ ଗଛକୁ ଚଢ଼ି ଯାଉଛି ପୁଣି ତଳକୁ ଓହ୍ଲାଇ ଆସୁଛି। ଏତେ ସ୍ପିଡ ରେ ବାଘଟି ନଡ଼ିଆ ଗଛରେ ଚଢ଼ୁଛି ଦେଖି ୟୁଜର୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆଉ ଏହି ଭିଡିଓ ଟି ଆଇଏସ୍ ଅଧିକାରୀ ପ୍ରବୀଣ କସୱାନ୍ ନିଜ ଟ୍ୱିଟର୍ ରେ ସେୟାର କରିଛନ୍ତି।

Leave a Comment