ଦେଖନ୍ତୁ Shocking ଭିଡ଼ିଓ : ନଦୀରେ ଭାସିଯାଉଥିଲେ ଯୁବକ, ଜୀବନ କୁ ବାଜିଲଗାଇ ଉଦ୍ଧାର କଲେ IETBP ଯବାନ…

ତେବେ ବର୍ତ୍ତମାନ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟ୍ୟବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ।ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକ ମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସି ଟିଭି ରେ ରେକର୍ଡ ହୋଇ ଯାଇଥାଏ ।


ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ । ତେବେ ସେହି ଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି ତେବେ ସେହି ଘଟଣା ଉପରେ ଆଲୋଚନା କରିନେବା । ତେବେ ଜଣେ ଯବାନ ନିଜ ଜୀବନ କୁ ବାଜି ଲଗାଇ ଅନ୍ୟ ର ଜୀବନ ବଞ୍ଚାଇବା ପାଇଁ ପଛଘୁଞ୍ଚା ଦେଇ ନାହାନ୍ତି।

ତେବେ ଏମିତି ଏକ ବିପଦଜନକ ଦୃଶ୍ୟ ଦେଖିବାକୁ ମିଳିଛି ।ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଆପଣ ଦେଖିଲେ ମୁଣ୍ଡରେ ହାତ ଦେଇ ବସିବେ। ଆଉ ବର୍ତ୍ତମାନ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ତେବେ ନଦୀରେ ପ୍ରଖର ସ୍ରୋତ। ଆଉ ସେଇ ନଦୀ କୂଳରେ ଜମା ହୋଇଥିଲେ ବହୁତ ଲୋକ। ଆଉ ତାହାରି ଭିତରେ ଚାଲିଥିଲା ଅପରେସନ୍। ଏକ ରେସ୍କ୍ୟୁ ଅପରେସନ୍। ଯାହାକୁ କାର୍ଯ୍ୟକାରୀ କରୁଛନ୍ତି ଇଣ୍ଡୋତିବେତାନ ବର୍ଡର କମିସନର ଯବାନ ମାନେ।

ନଦୀର ପ୍ରଖର ସ୍ରୋତ ରେ ଏକ ତାରରେ ଝୁଲି ରହି ଯବାନ ମାନେ ରେସ୍କ୍ୟୁ ଅପରେସନ ଜାରି ରଖିଥିଲେ। ଜୀବନକୁ ବାଜିରେ ଲଗାଇଛନ୍ତି। ଯାହାକି ସବୁବେଳେ ଜୀବନକୁ ବାଜିରେ ଲଗାଇ କମାଲ ଦେଖାଇ ଆସିଛନ୍ତି ଏହି ଯବାନମାନେ। ଘଟଣାଟି ହେଉଛି ଚଣ୍ଡିଗଡ ର ମନାଲି ହାଇୱେ ର ।

ଏଠାରେ ପ୍ରବଳ ବର୍ଷା ରେ ଗୋଟିଏ କାର୍ ଭାସି ଯାଉଥିଲା। ସେହି ତିନି ଜଣ ଥିଲେ। ତେବେ ପ୍ରଥମେ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ଦୁଇ ଜଣଙ୍କର ପତ୍ତା କିନ୍ତୁ ମିଳୁ ନଥିଲା। ଏହି ସମୟରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ଆଇଟିବିପି ର ବୀର ଯବାନମାନେ। ଜୀବନକୁ ବାଜିରେ ଲଗାଇ ଦୁଇ ନିଖୋଜ କୁ ଖୋଜିବାରେ ଲାଗିଥିଲେ। ଭାସି ଯାଉଥିବା କାର୍ ଯାଏ ପହଞ୍ଚିଥିଲେ। ତେବେ ଜଣଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଶେଷ ପର୍ଯ୍ୟନ୍ତ ଅନ୍ଯ ଦୁଇ ଜଣଙ୍କର ପତ୍ତା ମିଳି ନଥିଲା।

Leave a Comment