ବର୍ତ୍ତମାନ ସମୟରେ ପ୍ରତିଦିନ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଘଟଣା ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଯେଉଁଠି ଦେଖିବାକୁ ମିଳିଛି କି ରାସ୍ତା ଉପରେ ଦୁଇ କଲେଜ ଛାତ୍ର ଦଳ ମଧ୍ୟରେ ହୋଇଥିଲା ଝଗଡା । ଆଉ ଯାହା ଫଳରେ ଯୁବକ ଜଣଙ୍କୁ ପଛ ରୁ କାର ଟି ଆସିକି ଦେଇଥିଲା ଧୋକା । ଆଉ ଯାହା ଫଳରେ ଛାତ୍ର ଜଣଙ୍କ ରାସ୍ତାର କିଛି ବାଟକୁ ଛିଟିକି ଯାଇଥିଲେ ।
ଆଉ ରାସ୍ତା ଉପରେ ଛାତ୍ର ମାନଙ୍କର ଏଭଳି ଗଣ୍ଡଗୋଳ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତାହେଲେ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା ।ତେବେ ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି ଉତ୍ତରପ୍ରଦେଶ ର ଗାଜିବାଦ ଅଞ୍ଚଳର ମସୁରୀ ଅଞ୍ଚଳ ରେ ।
ଆଉ ଯେଉଁଠି ଦେଖିବାକୁ ମିଳିଛି କି ରାସ୍ତା ଉପରେ ଗଣ୍ଡଗୋଳ ହୋଇଥିଲା ଦୁଇଟି ଘରୋଇ କଲେଜ ର ଛାତ୍ର ସମୂହ ଓ ଦୁଇ ଗୋଷ୍ଠି ମଧ୍ୟରେ । ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଛାତ୍ର ମାନେ ରାସ୍ତା ଉପରେ ଏତେ ଜୋର ରେ ଝଗଡା କରିବାକୁ ଲାଗିଥିଲେ କି ଆଗ ପଛ କେଉଁଠିକୁ ସେମାନଙ୍କର ଆଉ ନଜର ନ ଥିଲା ।
ଗାଡ଼ି କେତେବେଳେ ଆସୁଛି କଣ ହେଉଛି ସେ ସବୁ ର ସୂଚନା ମଧ୍ୟ ନ ଥିଲା ଛାତ୍ର ମାନଙ୍କ ମନରେ ।ତେବେ ଯାହା ଜଣା ପଡିଛି କି ଗାଜିବାଦ ର ମସୁରୀ ଅଞ୍ଚଳରେ କଲେଜ ଛାତ୍ର BBA ଓ BCA ମଧ୍ୟରେ ଝଗଡା ଲାଗୁଥିଲା। ଆଉ ଯାହା ଜଣା ପଡିଛି କି କୌଣସି ଗୋଟିଏ କାରଣ ଯୋଗୁଁ ଦୁଇ ଗୋଷ୍ଠି ମଧ୍ୟରେ ଏମିତି ଝଗଡା ଲାଗିଥାଏ । ଆଉ ଯାହା ଫଳରେ ସେଠାରେ ଥିବା ଛାତ୍ର ମାନେ ଉତ୍ୟକ୍ତ ହୋଇଯାଇଥିଲେ, ଆଉ ଯାହା ଫଳରେ ରାସ୍ତା ଉପରେ କରିବାକୁ ଲାଗିଥିଲେ ଝଗଡା ।
ଆଉ ଏମିତି ଘଟଣା ଚାଲିଥିବା ସମୟରେ ଦେଖା ଯାଇଥିଲା କି ପଛ ପଟୁ ଗୋଟିଏ କାର ଆସିକି ଜଣେ ଯୁବକ ଙ୍କୁ ଧୋକା ଦେଇଥିଲା ଆଉ ଯାହା ଫଳରେ ସେ ରାସ୍ତାର କିଛି ବାଟ କୁ ଛିଟିକି ଯାଇଥିଲେ ।ଆଉ ଛାତ୍ର ଜଣ ଙ୍କ ଏମିତି ପଡିଗଲା ପରେ ମଧ୍ୟ ଅନ୍ୟ ଦଳର ଛାତ୍ର ମାନେ ତାଙ୍କ ନିକଟକୁ ଆସିଥିଲେ, ଆଉ ତାଙ୍କୁ ପୁଣି ଥରେ ମାଡ଼ ଦେବାକୁ ଲାଗି ପଡିଥିଲେ ।
ଆଉ ଯାହା ଜଣା ପଡିଛି କି ଏଭଳି ଘଟଣା ଟି ରାସ୍ତା ଉପରେ ଘଟିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।ଆଉ ସଙ୍ଗେ ସଙ୍ଗେ ଘଟଣା ର ତଦନ୍ତ କରିବା ପାଇଁ ମଧ୍ୟ ଲାଗି ପଡିଥିଲା ।ଆଉ ପୋଲିସ କୁ ଦେଖିବା ପରେ ଛାତ୍ର ମାନେ ଦୌଡିକି ସେଠାରୁ ପଳେଇ ଯାଇଥିଲେ । ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।