ତେବେ ଆଜି ଏଭଳି ଏକ ଘଟଣା ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହେବା ସହିତ ଦୁଃଖ ମଧ୍ୟ ପ୍ରକାଶ କରିବେ | ଗାଡ଼ିର ଆଗ ପଟେ ହାତ ରଖି ମଡେଲ ପରି ଠିଆ ହୋଇଛନ୍ତି ଆଉ ଦେହ ସାରା ରାସ୍ତା କଡ଼ର କାଦୁଅ ପାଣି ଲାଗିଛି | ମୁହଁ ରେ ବି ଏମିତି କି କାଦୁଅ ଲାଗିଛି ଆଉ ସେ ଯାହା କହୁଛନ୍ତି ତାହାକୁ ଶୁଣିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ |
ସେ କହୁଛନ୍ତି କି ମୁଁ ସମ୍ବଲପୁରୀ ନନୀ ମୁଁ ନିଜେ ଲେଖିଛି ନିଜେ ଗୀତ ଗାଇଛି ମୁଁ ସବୁ ନିଜେ କରିଛି | ଦେଖିଲେ ଯେମିତି ଲାଗୁଛି କି ଜୀବନ ରେ ବହୁତ କିଛି ଘଟି ଯାଇଛି ଆଉ ମାନସିକ ଭାରସାମ୍ୟ ମଧ୍ୟ ହରାଇ ବସିଛନ୍ତି, ବହୁତ ସ୍ୱପ୍ନ ତାଙ୍କର ହଜି ଯାଇଛି ହେଲେ କଥା କହିବା ଷ୍ଟାଇଲ ତାଙ୍କର ସେମିତି ରହିଛି | ତେବେ କୁହା ଯାଉଛି କି ଇଏ କୁଆଡେ ପାଗଳୀ ହୋଇ ଯାଇଛନ୍ତି, ତାଙ୍କର ରାସ୍ତା ର କାଦୁଅ ସବୁ ଦେହ ସାରା ଲାଗି ଗଲାଣି କିନ୍ତୁ ହେଲେ ବି ଘଣ୍ଟା ଘଣ୍ଟା ଧରି ରାସ୍ତା ରେ ସେ ଏମିତି ଗଡ଼ତଡ଼ ହେଉଛନ୍ତି
ଚର୍ଚ୍ଚା ହେଉଛି କି କୁଆଡେ ଯୁବତୀ ଜଣଙ୍କ ପ୍ରେମ କରି ଥିଲେ ଆଉ ପ୍ରେମ ରେ ଧୋକା ପାଇଲା ପରେ ସେ କୁଆଡେ ଏମିତି ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଆଉ ପାଗଳୀ ହୋଇ ଯାଇଛନ୍ତି | ତେବେ ଏହି କଥା କେତେ ସତ ତାହା ତ ସଠିକ ଭାବରେ ଜଣା ନାହିଁ, କିନ୍ତୁ ଏହି ଯୁବତୀ ଜଣଙ୍କ ମାନସିକ ଭାରସାମ୍ୟ ହରାଇଲା ପରେ ତାଙ୍କ ଦେଖା ଶୁଣା କରିବା ପାଇଁ ଏବେ ଏହି ଦୁନିଆଁ ରେ କେହି ନାହାଁନ୍ତି | ସେଥିପାଇଁ ତ ଏବେ ସେ ମନ ଇଚ୍ଛା ବୁଲୁଛନ୍ତି ଆଉ ରାସ୍ତା ରେ ଗଡ଼ତଡ଼ ହେଉଛନ୍ତି |ଆଉ ଆପଣ ମାନେ ଏହି ଭିଡ଼ିଓ ମାଧ୍ୟମ ରେ ହିଁ ଦେଖି ପାରିବେ କି ସେ କିଭଳି ଭାବେ ଏବେ ମାନସିକ ଭାରସାମ୍ୟ ହରାଇ ପାଗଳୀ ହୋଇ ତାଙ୍କ ଜୀବନ ରେ କେମିତି ବଞ୍ଚୁଛନ୍ତି |
ଏହି ଘଟଣା ଦେଖିବା ପାଇଁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ର 149 ନମ୍ବର ଜାତୀୟ ରାଜପଥ ନିକଟରେ | ତେବେ ବହୁତ ସମୟ ଧରି ଏମିତି ବିତିଲା ପରେ ସମାଜ ସେବୀ ବାପି ମହାନ୍ତି ପାଗିଳି ଝିଅ ଟିକୁ ଉଦ୍ଧାର କରିବା ସହିତ ପୋଲିସ ଙ୍କୁ ଡକାଇ ଆଶା ଆମ୍ବୁଲାନ୍ସ ରେ ତାଙ୍କୁ ଚିକିତ୍ସା ପାଇଁ ପାଠଇ ଥିଲେ | ତେବେ ବର୍ତ୍ତମାନ ସମୟରେ ସେହି ସ୍ଥାନୀୟ ଅଞ୍ଚଳ ର ଲୋକେ ସମାଜ ସେବୀ ବାପି ମହାନ୍ତି ଙ୍କୁ ଖୁବ ପ୍ରଶଂସା କରିଛନ୍ତି |
ସୋସିଆଲ ମିଡ଼ିଆ ମଧ୍ୟ ଏହି ପାଗିଳି ଝିଅ ଟିର ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଅନେକ ଲୋକ ଏହାକୁ ଦେଖି ଦୁଃଖ ପ୍ରକାଶ କରିଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।