ଦେଖନ୍ତୁ Shocking ଭିଡ଼ିଓ – ମଂଚରୁ ଗଳିପଡିଲେ ନିଆଳୀ ଛେନା..ଆଉ ତା ପରେ

ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ଘଟଣା ସମ୍ପର୍କ ରେ ଅବଗତ ହୋଇ ଥାଉ ଆଉ ଅନେକ ଭାଇରାଲ ଭିଡ଼ିଓ ମଧ୍ୟ ଦେଖି ଥାଉ | କିଛି କିଛି ଏତେ ଆଶ୍ଚର୍ଯ୍ୟ ଜନକ ଥିବା ବେଳେ ଆଉ କିଛି ଭିଡ଼ିଓ ବହୁତ ମଜାଦାର ହୋଇ ଥାଏ | ଆପଣ ସୋସିଆଲ ଅନେକ ନାଚ ଭିଡ଼ିଓ ମଧ୍ୟ ଦେଖୁ ଥିବେ ଯାହାକି ଦେଖିବା ପାଇଁ ବହୁତ ଖୁସି ଲାଗି ଥାଏ ଆଉ ଡ୍ୟାନ୍ସ କେଉଁଠି ଦେଖିଲେ ନିଜ ପାଦ ମଧ୍ୟ ନାଚି ଉଠେ | କିନ୍ତୁ ବେଳେ ବେଳେ ସେହି ନାଚ ରେ ଯଦି କିଛି ଭୁଲଭାଲ ହୋଇ ଯାଇ ଥାଏ ତେବେ ଖୁବ ଲଜ୍ୟା ମଧ୍ୟ ଅନୁଭବ ହେବା ପାଇଁ ପଡେ |
ତେବେ ଆପଣ ମାନେ ତ ଅନେକ ଷ୍ଟେଜ ପ୍ରଗ୍ରାମ ଦେଖି ଥିବେ ଯେଉଁଠି କି ମନରଞ୍ଜନ କରାଇବା ପାଇଁ କଳାକାର ମାନେ ନାଚ ଗୀତ ଆଦି କରି ଥାଆନ୍ତି | ଆଉ ବେଳେ ବେଳେ ନାଚ ମଧ୍ୟ ଏତେ ସୁନ୍ଦର ହୋଇ ଥାଏ ଯାହା ଭାଇରାଲ ହୋଇ ଯାଇଥାଏ ଆଉ ବେଳେ ବେଳେ ସେହି ନାଚ ରେ ଏମିତି କିଛି ମଧ୍ୟ ଦେଖିବାକୁ ମିଳେ ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ି ଯିବେ | ତେବେ ସେଭଳି ଏକ ଡ୍ୟାନ୍ସ ଭିଡ଼ିଓ ଏବେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ନ ହସି ରହି ପାରିବେ ନାହିଁ |


ଏବେ ଏବେ ଅନେକ ପୂଜା ଯାଇଛି ଆଉ ଏହି ପୂଜା ରେ ଅନେକ ଷ୍ଟେଜ ପ୍ରଗ୍ରାମ ମଧ୍ୟ ହୋଇ ଥାଏ ଯେଉଁଠି ନାଚ ଗୀତ ଆସର ଦେଖିବା ପାଇଁ ମିଳେ | କିନ୍ତୁ ଏଠାରେ ମନ୍ଦିର ଜାଗାରେ ଭଜନ କୀର୍ତ୍ତନ କରିବା ବଦଳ ରେ ଷ୍ଟେଜ ପ୍ରଗ୍ରାମ କରି ଝିଅ ମାନଙ୍କୁ ଆଣି ଆଇଟମ ଗୀତ ରେ ନଚା ଯାଉଛି ଯାହାର ଫଳ ମଧ୍ୟ ଏବେ ମିଳି ସାରିଲାଣି | ତେବେ ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ଏକ ପୂଜା ର କାର୍ଯ୍ୟକ୍ରମ ରେ ଜଣେ ଯୁବତୀ ଷ୍ଟେଜ ଉପରେ ଆଇଟମ ଡ୍ୟାନ୍ସ କରି ଦେଖାଉ ଥିଲେ | କିନ୍ତୁ ଯୁବତୀ ଜଣଙ୍କ ଡ୍ୟାନ୍ସ କରୁଥିବା ସମୟରେ ଷ୍ଟେଜ ରୁ ଗଳି ପଡ଼ି ତଳେ ପଡ଼ି ଯାଇ ଥିଲେ |


ଆଇଟମ ଗୀତ ରେ ମାହଲ ଟି ପୁରା ଜମି ଆସି ଥିଲା ଆଉ ଦର୍ଶକ ମାନେ ମଧ୍ୟ ଆହୁରି ଅମୃତ ରସ ପାନ କରି ଥାଆନ୍ତେ ହେଲେ ଠିକ ବେଳକୁ ଯୁବତୀ ଜଣଙ୍କ ଆଇଟମ ଗୀତ ରେ ନାଚୁ ନାଚୁ ଷ୍ଟେଜ ତଳକୁ ପଡ଼ି ଯାଇ ଥିଲେ | କିନ୍ତୁ ସବୁଠାରୁ ମଜା କଥା ହେଉଛି ଯେ ଯୁବତୀ ଜଣଙ୍କ ତଳେ ପଡିବା ପରେ ମଧ୍ୟ ସେ ଉଠି ପଡ଼ି ପୁଣି ଷ୍ଟେଜ କୁ ଯାଇଁ ନିଜର ନାଚ ଦେଖାଇ ଥିଲେ | ତେବେ ବର୍ତ୍ତମାନ ସମୟରେ ଏହି ଭିଡ଼ିଓ ଟି ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଲୋକ ମାନେ ମଧ୍ୟ ପ୍ରତିକ୍ରିୟା ରେ ରଖିଛନ୍ତି କି ମନ୍ଦିର ଭଳି କାର୍ଯ୍ୟ ରେ ଏଭଳି ଆଇଟମ ଗୀତ ନାଚିବା ବହୁତ ଲଜ୍ୟା ଜନକ କଥା ଅଟେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment