ଦେଖନ୍ତୁ Shocking ଭିଡ଼ିଓ- ମଶାଣୀରୁ ଫେରିଲା ଝିଅର ଶବ…ଘଟଣାଟି ଦେଖିବା ପରେ ଆପଣ ବି ଚକିତ ହୋଇଯିବେ…

ମା ଙ୍କର ମୃତ୍ୟୁ ପରେ ବାପା ଦ୍ୱିତୀୟ ବିବାହ ପାଇଁ ଜିଦ କଲେ ଆଉ ଯେତେ ବେଳେ ବାପା ଙ୍କର ଦ୍ୱିତୀୟ ବିବାହ କୁ ଝିଅ ବିରୋଧ କଲା ସେତେବେଳେ କୁଆଡେ ଜନ୍ମ କଲା ବାପା ନିଜ ଝିଅ କୁ ମାରି ପୋତି ଦେଲେ | ଘଟଣା ର ତଦନ୍ତ ବର୍ତ୍ତମାନ ସମୟରେ ଚାଲିଛି ଆଉ ମୃତ ନାବାଳିକା ଙ୍କର ମାମୁଁ ଘର ଲୋକ ଙ୍କର ଅଭିଯୋଗ ଯଦି ସତ ବୋଲି ପ୍ରମାଣିତ ହୁଏ ତେବେ ଏଭଳି ବାପା ଙ୍କୁ ହୁଏତ ଭଗବାନ କେବେ ହେଲେ କ୍ଷମା କରିବେ ନାହଁ | ଝିଅ ର ମୃତ୍ୟୁ ପରେ ସ୍ମଶାନ ରେ ମୃତ ଦେହ ପୋତା ସରି ଥିଲା, ଯେତେବେଳେ ମାମୁଁ ଘର ପକ୍ଷରୁ ଏମିତି ଅଭିଯୋଗ ସାମ୍ନାକୁ ଆସିଲା ସେତେବେଳେ ପୁଣି ମଲା ଝିଅର ଶବ ମଶାଣି ରୁ ଫେରିଲା |

ଗତ ଜୁନ 16 ତାରିଖରେ ଢେଙ୍କାନାଳ ଜିଲ୍ଲା ମିନି ନଈ ଗାଁ ର ପ୍ରତାପ ସାହୁ ସ୍ତ୍ରୀ ଙ୍କର ମୃତ୍ୟୁ ହୋଇ ଥିଲା | ମାତ୍ର ଦେଢ଼ ବର୍ଷ ନ ପୂରୁଣୁ ସ୍ୱାମୀ ପ୍ରତାପ ସାହୁ କୁଆଡେ ଦ୍ୱିତୀୟ ବିବାହ ପାଇଁ ଜିଦ ଧରି ଥିଲେ ଯାହାକୁ ନେଇ ଏତେ ବଡ଼ ଘଟଣା ଘଟି ଯାଇ ଥିବା ଅଭିଯୋଗ ହୋଇଛି |

 

ବାପା ପ୍ରତାପ ସାହୁ ଝିଅ କୁ ହତ୍ୟା କରିବା ପରେ ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରି ଥିଲା ଏମିତି କି ଅଭିଯୋଗ ଆସିବା ପରେ କ୍ୟାମେରା ସାମ୍ନାରେ ବାପା ପ୍ରତାପ ସାହୁ କାନ୍ଦି ପକାଇ ଥିଲେ | ବାପା ମିଡିଆ ସାମ୍ନାରେ କହିଛନ୍ତି କି ପୁଅ ଆଉ ଝିଅ ଦୁଇ ଜଣ ମୋବାଇଲ ଦେଖିବେ ବୋଲି ଛଡ଼ା ଛଡି ହେଉ ଥିଲେ ଆଉ ମୁଁ ଝିଅ କୁ ଗାଳି ଦେଇ ପୁଅ କୁ ମୋବାଇଲ ଧରାଇ ଦେଇ ଥିଲେ |

ଆଉ ଥରେ ଘରକୁ ଆସିଲା ବେଳକୁ ଝିଅ ଏମିତି ଆତ୍ମହତ୍ୟା କରି ଦେଇଛି ବୋଲି ପ୍ରତାପ ସାହୁ କାନ୍ଦି କାନ୍ଦି କହିଛନ୍ତି | ଆଉ ସେମାନେ ଯାହା ବି ଅଭିଯୋଗ କରିଛନ୍ତି ସବୁ ମିଛ କଥା ମୁଁ ସେହି ସମୟରେ ଗାଧେଇବା ପାଇଁ ଯାଇ ଥିଲି ସେ ଏମିତି କାମ କରି ଦେଇଛି ଆଉ ଯଦି ମୁଁ ଭୁଲ କରିଥିବି ତେବେ ମତେ ଉପର ଵାଲା ହିଁ ଦଣ୍ଡ ଦେବେ ବୋଲି ମଧ୍ୟ ବାପା କାନ୍ଦି କାନ୍ଦି କହିଛନ୍ତି |

 

ତେବେ ଏହି ଘଟଣା ଟି କେତେ ସତ କେତେ ମିଛ ତାହା ତ ତଦନ୍ତ ପରେ ହିଁ ଜଣା ପଡ଼ିବ କିନ୍ତୁ ଏବେ ଭାଣିଜୀ କୁ ହରାଇ ମାମୁଁ ଘର ଲୋକ ଅଧୋର୍ଯ୍ୟ ହୋଇ ପଡିଛନ୍ତି | ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି ଏବଂ କେହି କେହି ଏହାକୁ ଶୁଣି ଏଭଳି ଏକ ବାପା କୁ ଖୁବ ନିନ୍ଦା କରିଛନ୍ତି |

Leave a Comment