ଦେଖନ୍ତୁ viral ଭିଡିଓ !ରାନି ପଣ୍ଡାଙ୍କୁ ଏମିତି କିଏ କଲା..ଅବସ୍ଥା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ…

ଆପଣ ମନେ ସମସ୍ତେ ଜାଣିଥିବେ କି ଆମ ଦେଶ କଳା ଓ ସଂସ୍କୃତିର ଏକ ରୂପ। କଳାକାର ହେଉଛନ୍ତି କଳା ର ପ୍ରେମୀ ।ଆଉ ତାଙ୍କର ଅଭିନୟ ର ଯାଦୁ ମାଧ୍ୟମରେ ସେମାନେ ଦର୍ଶକ ମାନଙ୍କୁ କରିଥାନ୍ତି ପାଗଳ । ଆଉ ଯାହା ପାଇଁ ଦର୍ଶକ ମାନେ ମଧ୍ୟ ଚାହିଁକି ରହିଥାନ୍ତି ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ କୁ ଟିକିଏ ଦେଖିବା ପାଇଁ, ଆଉ ମନର କ୍ଳାନ୍ତି କୁ ସବୁଦିନ ପାଇଁ ଦୂର କରିଦେବା ପାଇଁ । ତେଣୁ ସେଭଳି ଜଣେ କଳା କାର ଯିଏ କୁ ନିଜର ଅଭିନୟ ର କଥା ସେସିଆଲ ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି । ତାହେଲେ ଆଜି ଆମେ ଜାଣିବା କି ସେ କଣ ସବୁ ତାଙ୍କର ଅଭିନୟ ବିଷୟରେ କହିଛନ୍ତି ।
ସାଧାରଣତଃ ଗାଁ ଗହଳିର ଲୋକ ଅର୍ଥାତ ବିଶେଷ କରିକି ପୁରୁଣା କାଳ ର ଲୋକ ମାନେ ଅଧିକ ପସନ୍ଦ କରିଥାନ୍ତି ଯାତ୍ରା ଜଗତକୁ । ଆଉ ଯାତ୍ରା ଜଗତର କଳାକାର ମାନଙ୍କର ପ୍ରେତେକ ଟି ଡାଇଲଗ ତାଙ୍କର ମୁହଁରେ ଥିବ, ଆଉ ପଚାରିଲା ମାତ୍ରକେ ବାହାରି ଆସିବ ।

 

ତେବେ ସେ ଯାହା ହେଉ ନା କାହିଁକି ଯଦି ଆପଣଙ୍କ ମନରେ କଳା ପ୍ରତି ଭକ୍ତି ଭାବ ଥିବ ଆଉ ଆପଣ କଳାକୁ ଭଲ ପାଉଥିବେ , ତାହେଲେ ସେ ଯାତ୍ରା ହେଉ କି ଫିଲ୍ମ ଆପଣଙ୍କୁ ଭଲ ଲାଗିବ । ତେବେ ସେହି ପରି ଜଣେ ଯାତ୍ରା ଜଗତ ସହିତ କାମ କରୁଥିବା କଳାକାର ଜଣଙ୍କ ନିଜର ଚରିତ୍ର ବିଷୟରେ ଏକ ଭିଡିଓ କରି କହିଛନ୍ତି ଆଉ ତାକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ ବି କରିଛନ୍ତି।

ତେବେ ଆପଣ ମାନେ ସମସ୍ତେ ରାଣୀ ପଣ୍ଡା ଙ୍କୁ ଜାଣିଥିବେ। ସେ ଯାତ୍ରା ଜଗତର ଜଣେ ପ୍ରସିଦ୍ଧ କଳାକାର ଭାବେ ପରିଚିତ। ସେ ବହୁତ ନାଟକରେ ଅଭିନୟ କରି ସାରିଛନ୍ତି। ସେହି ଯାତ୍ରା ଜଗତରୁ ହିଁ ତାଙ୍କର ପରିଚୟ ସୃଷ୍ଟି ହୋଇ ପାରିଛି। ଯାତ୍ରା ସହିତ ସେ ଧାରାବାହିକ ରେ ମଧ୍ୟ କାମ କରି ସାରିଛନ୍ତି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ରେ ମଧ୍ୟ ତାଙ୍କର ବେଶ୍ ପରିଚୟ ରହିଛି।


ତେବେ ସେ ଏକ ଭିଡିଓ କରି ତାଙ୍କ ଫ୍ୟାନ୍ ମାନଙ୍କୁ କହିଛନ୍ତି ,ହଁ ରାଣୀ ପଣ୍ଡା କିଳା ଖାଇଛି, କିନ୍ତୁ ରାଣୀ ପଣ୍ଡା ର ଯେଉଁଠି ଇଚ୍ଛା ସେ ସେଇଠି ଖାଇଛି।ସେ କହିଥିଲେ ଯଦି ତାଙ୍କ ପାଞ୍ଚ ଦିନ କଣ ପାଞ୍ଚ ବର୍ଷ ଶୋଇବ ତା ଦେହରେ ହାତ ମାରିଦେଲେ ମଧ୍ୟ କିଛି ହେବନି। ରାଣୀ ପଣ୍ଡା ଶସ୍ତା ନୁହେଁ ଯେ ତାକୁ କିଏ ଆସି ପେଲି ଦେଇ ପଳେଇବ। ଆଉ ତାଙ୍କୁ କିଛି ଫ୍ୟାନ୍ ଅଶ୍ଳୀଳ କଥା କହିଥିଲେ। ଆଉ ସେଇଠୁ ରାଣୀ ପଣ୍ଡା କହିଥିଲେ କି ସେ ରେପ୍ ହେଇକି ଆସିଛି। ସେ ଜଣେ ରେପ୍ ଲେଡି ବୋଲି କହିଥିଲେ। ଆଉ ଏହି ସବୁ କଥା ସେ ଯେଉଁମାନଙ୍କର ଚିନ୍ତାଧାରା ଖରାପ ସେମାନଙ୍କୁ କହିଛନ୍ତି ବୋଲି କହିଥିଲେ।

Leave a Comment